କଳାହାଣ୍ଡି ଭଳି ମାଡି ଆସିଲା । ନିଶ୍ଵାସ ମାରିବାକୁ ବି ସମୟ ହେଲାନି । ପଛ ପଟୁ ଘଡ ଘଡ କରି ଆକାଶ ଥଋ ଉଠିଲା । ଆଉ ତା ସାଙ୍ଗ କୁ ଠୋ ଠୋ କରି ବିଜଳି ମାରିଲା । ଦର୍ଶକ ବନ୍ଧୁ ଆପଣ ବିଶ୍ଵାସ କରିବେନି ଅଧ ଘଣ୍ଟାରେ 5000 ରୁ ଅଅଧିକ ବିଜୁଳି ଘଡଘଡି ମାରିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଅଧା ଘଣ୍ଟା ଭିତରେ 5000 ରୁ ଅଧିକ ଘଡଘଡି ଚଡଚଡି ପଡିବ । ତେବେ ଛାତି କେମିତି ଥଋ ଉଠିଥିବ ?
ଦର୍ଶକ ବନ୍ଧୁ ସାରା ରାଜ୍ୟରେ ପଶ୍ଚିମା ଝଡ ଲାଗି ରହିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଛି ପବନ ହେଉଛି ଆକାଶରୁ କୁଆପଥର ବର୍ଷା ହେଉଛି । ଆଉ ଠିକ ଏତିକି ବେଳେ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଥିଲା ଗତ କାଲି ଭଦ୍ରକ ଜିଲ୍ଲାରେ ବି ବର୍ଷା ହେବ । ଭଦ୍ରକ ଜିଲ୍ଲାରେ ବି କୁଆପଥର ବର୍ଷା ହେବ । ଆଉ ଘଡଘଡି ସହ ବିଜୁଳି ମାରିବ ।
ଠିକ ଅପରାହ୍ନ ରେ ଘୋଟି ଆସିଲା ଆକାଶରୁ ଘଡଘଡ କରି ଘଡଘଡି ଗୁଡିକ ଚାରି ଆଡେ ଉଛୁଳି ଗଲା । ଆଉ ତା ପରେ ଠୋ ଠୋ କରି ନାଦି ପକାଇଲା । କିଏ କହୁଥିଲେ ଜୟ ଶ୍ରୀ ରାମ ତ ଆଉ କିଏ କହୁଥିଲେ ହେ ପ୍ରଭୁ ଆମକୁ ଏ ରାମବାଣ ରୁ ରକ୍ଷା କର । କାରଣ ମାତ୍ର 30 ମିନିଟ ରେ ଆଖି ପିଛୁଳାକେ ମାରୁଥିଲା ବିଜୁଳି । ପାଖା ପାଖି 30 ମିନିଟ ରେ 5000 ରୁ ଅଧିକ ଥର ବିଜୁଳି ମାରିଥିଲା ।
ଆଉ ଏହାରି ମଧ୍ୟରେ ବିଜୁଳି ଘଡଘଡି ରେ 5 ଜଣଙ୍କର ମୃ-ତ୍ୟୁ ହୋଇଛି । ଦେଖିଲା ବେଳକୁ ରୋମା ମୂଳ ଟାଙ୍କୁରି ଉଠିଛି । ପୂର୍ବ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ ସତର୍କ ସୂଚନା ମିଳିଥିଲା । ଆଉ ଯାହା ସୂଚନା ମିଳିଥିଲା ସେୟା ହିଁ ହେଲା । ମାତ୍ର ଅଧା ଘଣ୍ଟା ଭିତରେ 5000 ରୁ ଅଧିକ ବିଜୁଳି ମାରିଲା । ଏତେ ଥର ବିଜୁଳି ଘଡଘଡି ମାରିବାରେ ଏହାକୁ ସର୍ବ କାଳୀନ ରେକର୍ଡ ମଧ୍ୟ କୁହା ଯାଇପାରେ ।
କାରଣ ବିଜୁଳି ଘଡଘଡି ଏଇ ସତର୍କ ସୂଚନା ପ୍ରଦାନ କରୁଥିବା କେନ୍ଦ୍ର ସରକାରଙ୍କ ଦାମିନୀ ଆପ ରୁ ଏହି ସୂଚନା ହସ୍ତଗତ ହୋଇଛି । ଏବେ ଏତେ ମାତ୍ରା ରେ ବିଜୁଳି ମାରିବା ପରେ ପକ୍ଷପାତ ଜନିତ କ୍ଷତି ସାଂଘାତିକ ହେବାର ଅନୁମାନ କରା ଯାଉଛି । ତେବେ ବର୍ତ୍ତମାନ ସୁଧା 5 ଜଣଙ୍କରର ମୃ-ତ୍ୟୁ ଘଟିଛି ବୋଲି ସୂଚନା ରହିଛି ।
ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ପବନ ଲାଗି ରହୁଛି । ତୁହାକୁ ତୁହା ପବନ ହେଉଛି ବର୍ଷା ବର୍ଷୁଛି । ବିଜୁଳି ଚମକୁଛି ଘଡଘଡି ମାରୁଛି ଆଉ ଆକାଶରୁ କୁଆପଥର ବର୍ଷା ହେଉଛି । ହେଲେ କାଲି ଯାହା ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ହେଲା ତାହା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି କହବାରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।