ଗୋଟେ ଦମ୍ପତ୍ତି ହନିମୁନରେ ଗଲେ ପୁଅଟି ରୋମାଣ୍ଟିକ ହୋଇ କହିଲା ଡୁପଚିକ ଡୁପଚିକ କରିବା?? ଝିଅଟି କହିଲା…

ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ  ବିଶ୍ଵାସ କରନ୍ତି ଯେ ହସିବା ଦ୍ଵାରା ଆମର ରୋଗପ୍ରତି ରୋଧକ କ୍ଷମତା ବଢିଥାଏ । ଏହା ଦ୍ଵାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହା ହୃଦରୋଗର ସମ୍ଭାବନାକୁ ହ୍ରାସ କରିଥାଏ | ତେବେ ସେଇଥିପାଇଁ ଆମର ଏହି ଛୋଟିଆ ପ୍ରୟାସ ଯାହା ଦ୍ଵାରା ଆପଣଙ୍କ ମୁହଁରେ ହସ ଆସିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ତେବେ ଆସନ୍ତୁ ହସିବା ଓ ହସେଇବାର ଏହି ପ୍ରୟାସ ଆରମ୍ଭ କରିବା ।

Image Courtesy: Google

୧. ସନ୍ତା ନିଜ ସାଙ୍ଗ ବନ୍ତାକୁ କହିଲା

ମୋ ସ୍ତ୍ରୀ ମତେ ଚାକର ଭାବୁଚି କଣ କରିବି କିଛି ବୁଝି ପାରୁ ନାହିଁ ?

ବନ୍ତା କହିଲା – କରିବାର କଣ ଅଛି, ୨ -୪ଟି ଘର ଆଉ ଦେଖି ନିଏ ଓ ନିଜ ରୋଜଗାର ଆରମ୍ଭ କର ।

୨. ଚିତ୍ରଗୁପ୍ତ ଯମରାଜଙ୍କୁ କହିଲେ – ପୃଥିବୀରୁ ଆଜିକାଲି ଲୋକ ଏଠାକୁ ଆସିବା କମ କେମିତି ହୋଇଯାଇଛନ୍ତି ?

ଲାଗୁଛି ତମେ କାମ ଭଲରେ କରୁନ ତମ ରିଟାୟରମେଣ୍ଟ ସମୟ ଆସିଗଲାଣି ।

ଯମରାଜ କହିଲେ – କଣ କରିବା ମୁଁ ମୋ ମଇଁଷି ଉପରେ ବସିକି ଯାଏ ମୋ ପହଞ୍ଚିବା ଆଗରୁ ୧୦୮ ଗାଡି ଆସି ପହଞ୍ଚି ଯାଏ ଓ ଲୋକଙ୍କୁ ନେଇ ପଳାଏ ।

Image Courtesy: Google

୩. ସନ୍ତାର ପଡୋଶୀ ହସ୍ପିଟଲରେ ମରିଗଲେ

ସନ୍ତା ପଡୋଶୀ ଘରକୁ ଗଲେ ଓ ପଚାରିଲା ବଡି ଆସିଗଲାଣି କି ?

ସେହି ସମୟରେ ଏମ୍ବୁଲେନ୍ସ ଆସିଲା

ସନ୍ତା କହିଲା – ଦେଖ ତ, ବହୁତ ଦିନ ବଞ୍ଚିବ

Image Courtesy: Google

୪. ଚିଣ୍ଟୁ ନିଜ ସାଙ୍ଗ ପିଣ୍ଟୁକୁ ପଚାରିଲା ତୋ ପାଖରେ ଭି ମୋବାଇଲ ଅଛି ମୋ ପାଖରେ ଭି ମୋବାଇଲ ଅଛି ତେବେ ତୁ ମତେ ଲେଟର କଣ ପାଇଁ ପଠେଇଲୁ ?

ପିନ୍ତୁ କହିଲା – ଓଏ ମୁଁ ତତେ କଲ କରିଥିଲି କିନ୍ତୁ ଗୋଟେ ଝିଅ କହିଲା ପ୍ଳିଜ ଟ୍ରାୟ ଲେଟର ।

୫. ରାତି ଅଧରେ ୩ଟି ସାଙ୍ଗ ମଦ ନିଶାରେ ଗୋଟେ ଟ୍ୟାକସି ଡାକିଲେ ଓ ଘରକୁ ଯିବା ପାଇଁ ବସିଲେ ।

ଟ୍ୟାକ୍ଶି ଡ୍ରାଇଭର ୩ ଜଣକୁ ବସାଇଲା ଓ ଗାଡି ଷ୍ଟାର୍ଟ କଲା, ଟ୍ୟାକ୍ଶି ଠିଆ କରି ଡ୍ରାଇଭର ୩ରୁ ୪ ଥର ଏକ୍ସିଲେରେଟର ମୋଡିଲା ଓ ଗାଡି ବନ୍ଦ କରି କହିଲା – ନିଅନ୍ତୁ ଆପଣଙ୍କ ଘର ଆସିଗଲା ।

ପ୍ରଥମ ବ୍ୟକ୍ତି – ଅଳହେଇଲା ଓ ଟଙ୍କା ଦେଲା

ଦ୍ଵିତୀୟ ଓଲହେଇଲା ଓ ଧନ୍ୟବାଦ ଦେଲା ।

ତୃତୀୟ ବ୍ୟକ୍ତି ଓଲହେଇ ଡ୍ରାଇଭରକୁ ମାରିଲା ଯାହା ପରେ ଡ୍ରାଇଭର ଭାବିଲା ମଦୁଆ ଜାଣି ପାରିଲା ।

ଏହା ପରେ ତୃତୀୟ ମଦୁଆ କହିଲା – ଗାଡି ଧୀରେ ଚଲା ଆଜି ମଣିଷ ମରୁ ମରୁ ବଞ୍ଚିଛି ।

Image Courtesy: Google

୬. ଗୋଟେ ଦମ୍ପତ୍ତି ହନିମୁନରେ ଗଲେ

ପୁଅଟି ରୋମାଣ୍ଟିକ ହୋଇ କହିଲା -ଡୁପଚିକ ଡୁପଚିକ କରିବା??

ଝିଅଟି କହିଲା- ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କୁ କେବେ ମନା କରିନି, ଆଉ ତମେ ତୋ ସେମିତି ମୋ ନିଜର!!

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *