ପିରିୟଡ୍ସ ସମୟରେ ଏହି ୫ଟି କାମ କରିବା ଦ୍ଵାରା ତୁରନ୍ତ କରିବେ ଗର୍ଭଧାରଣ- Pregnancy Tips

ମାସିକ ଧର୍ମ ଏମିତି ଗୋଟେ କଥା ଯାହା ବିଷୟରେ କଥା ହବା ପାଇଁ ମହିଳା ମାନେ ଆଉ ଝିଅ ମାନେ ଲାଜ କରିଥାନ୍ତି କିନ୍ତୁ ଡକ୍ଟର ମାନଙ୍କ କହିବା ଅନୁଯାଇ ମହିଳା ମାନେ ଆଉ ଝିଅ ମାନେ ନିଜ ସମସ୍ୟା ବିଷୟରେ କଥା ହେଉ ନାହାନ୍ତି ସେଥିପାଇଁ ତାଙ୍କ ସମସ୍ୟା ବଧୁ ଅଧିକ ବଢି ବଢି ଯାଉଛି । କିଛି ମହିଳା ବା ଝିଅଙ୍କ ମାସିକ ଧର୍ମ ପାଞ୍ଚ ଦିନ ବହୁତ ସହଜରେ ଯାଇଥାଏ ଆଉ କିଛି ମହିଳାଙ୍କ ଏହି କିଛି ଦିନ ବହୁତ କଷ୍ଟରେ ଯାଇଥାଏ ତେବେ ଏହାର ନିବାରଣ କଣ ଆପଣ ମାନେ ଜାଣିଛନ୍ତି କି ।

ଆଜି ଆମେ ଆପଣଙ୍କୁ ମାସିକ ଧର୍ମ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ କିଛି କଷ୍ଟ ହୋଇବ ନାହିଁ ଆଉ ଯଦି ଆପଣଙ୍କ ସନ୍ତାନ ରହୁ ନାହିଁ ତେବେ ସେହି ସମସ୍ୟା ମଧ୍ୟ ନିବାରଣ ହବ ।

୧. ପ୍ରଥମ କଥା ହେଲେ ସମୟ ଅନୁଯାଇ ଶୋଇବା ଆଉ ଉଠିବା ଏହାର ଅର୍ଥ ଆମ ଶାସ୍ତ୍ରରେ ଯେମିତି ଲେଖା ହୋଇଛି ଠିକ ସେମିତି ଆପଣଙ୍କୁ ସକାଳ ୪-୫ରେ ଉଠିବାର ଅଛି ଆଉ ରାତିରେ ସମୟ ଅନୁଯାଇ ୯ – ୧୦ ଭିତରେ ଶୋଇବାର ଅଛି ଚେଷ୍ଟା କରନ୍ତୁ ମାସିକ ଧର୍ମ ସମୟରେ ଯେମିତି ଆପଣଙ୍କୁ ଡିଜିଟାଲ ଜିନିଷ ଯେମିତି ବ୍ୟବହାର କରିବାକୁ ନ ପଡେ । ଏହା ଦ୍ଵାରା ଆମ ଶରୀର ବାତ ପିଟ ଭଲ ରହିଥାଏ ଆଉ ଆମକଉ କୌଣସି ପ୍ରକାର କଷ୍ଟ ହୋଇନଥାଏ ।

୨. ଆପଣ ମାନେ ଗାଁରେ ଶୁଣିବାକୁ ପାଇଥିବେ ଯେ ମାସିକ ଧର୍ମ ସମୟରେ ପାମ୍ପଡ ତିଆରି କରିବା ଉଚିତ ନୁହ, ଏହି ସମୟରେ ଆମ ଶରୀରରୁ ଟକସିନ ବାହାରିଥାଏ ଯାହା ଦ୍ଵାରା ପାମ୍ପଡ ନାଲି ପଡି ଯାଇଥାଏ । ଏହା ଛଡା ମହିଳା ମାନେ କସମେଟିକ ବ୍ୟବହାର କରନ୍ତି ଯାହା ଆମ ଶରୀରକୁ ହାନି କରିଥାଏ ତେବେ ମାସିକ ଧର୍ମରେ କସମେଟିକ ଠାରୁ ଯେତେ ଦୂରେଇ ରହିବେ ଆପଣଙ୍କ ପାଇଁ ସେତେ ସୁବିଧା ହୋଇଥାଏ ।

୩. ମାସିକ ଧର୍ମ ସମୟରେ କିଛି ହାଲ୍କା ଏକ୍ସରସାଇଜ କରିବା ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଯେତେବେଳେ ସୁବିଧା ଖାଲି ପେଟରେ ଆପଣ ଏକ୍ସରସାଇଜ କରି ପାରିବେ, ଏହା ଆପଣଙ୍କ ଶରୀରକୁ ଆରାମ ଦେଇଥାଏ ଆଊ ଆପଣଙ୍କୁ ସାହାଜ୍ଯ କରିଥାଏ । ହାଲ୍କା ଏକ୍ସରସାଇଜ କରନ୍ତୁ ବହୁତ ଅଧିକ ନୁହଁ ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

୪. ସମସ୍ତଙ୍କ ଧର୍ମରେ ଅଲଗା ଅଲଗା କଥା ଅଛି କିନ୍ତୁ ବିଜ୍ଞାନ ଅନୁଯାଇ ଚତୁର୍ଥ ଦିନ ରକ୍ତ ବୋହିବା କମ ହୋଇଥାଏ ଯାହା ପରେ ମୁଣ୍ଡ ଧୋଇ ଗାଧୋଇଲେ ଆପଣଙ୍କ ଶରୀର ବାତ ପିତ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *