ଆମ ହିନ୍ଦୁ ଶାସ୍ତ୍ରରେ ମାସିକ ଧର୍ମ ବିଷୟରେ ବହୁତ କିଛି କୁହା ଯାଇଛି, ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନଥାଏ ଯେ ମାସିକ ଧର୍ମରେ ପୂଜା ବ୍ରତ ଇତ୍ୟାଦି କରିବା ଉଚିତ ନା ନୁହ । ତେବେ ମାସିକ ଧର୍ମ ସମୟରେ ମହିଳାଙ୍କୁ ବହୁତ ପ୍ରକାର ସମସ୍ଯା ସାମ୍ନା କରିବାକୁ ପଡିଥାଏ ।
ଆଜି ଆମେ ଆପଣଙ୍କୁ ମାସିକ ଧର୍ମ ବିଷୟରେ କିଛି କଥା କହିବାକୁ ଯାଉଛୁ, ତେବେ ଆପପାନ ମାନେ ୟୁଟୁବରେ ମାସିକ ଧର୍ମ ଉପରେ ବହୁତ ପ୍ରକାର କଥା କହିଥାନ୍ତି ଓ ପୂଜା କରିବା ଉଚିତ ନା ନାହିଁ ଏହି କଥା ଉପରେ ମଧ୍ୟ ଭିଡିଓ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ।

ଆମେ ଆପଣଙ୍କୁ ଶାସ୍ତ୍ର ପ୍ରମାଣ ଦଉଅଛୁ ଯେ ଶାସ୍ତ୍ର ରେ ମଧ୍ୟ ମାସିକ ଧର୍ମ ବିଷୟରେ କୁହା ଯାଇଛି । ଶାସ୍ତ୍ରରେ କୁହା ଯାଇଛି ଯେ ମାସିକ ଧର୍ମ ଆସିବା ପରେ ଚତୁର୍ଥ ଦିନ ମହିଳାଙ୍କୁ ବା ଝିଅଙ୍କୁ ମୁଣ୍ଡରୁ ସ୍ନାନ କରିବା ଉଚିତ ଏହି ସ୍ନାନ ଦ୍ଵାରା ମହିଳା ଶୁଦ୍ଧ ହୋଇଥାନ୍ତି ଓ ପଞ୍ଚମ ଦିନରେ ସେ ଦେବାଦୀ ପୂଜା ବ୍ରତ କରି ପାରନ୍ତି ।

ତେବେ କିଛି ଲୋକ ଏହା କହିଥାନ୍ତି ଯେ ମାସିକ ଧର୍ମରେ ବ୍ରତ କରିବା ଉଚିତ କିନ୍ତୁ ଶାସ୍ତ୍ର ଅନୁଯାଇ ମାସିକ ଧର୍ମ ୩ ଦିନ ଭୁଲରେ ବି କୌଣସି ପୂଜା କରନ୍ତୁ ନାହିଁ । ତେବେ ଶାସ୍ତ୍ର ଅନୁଯାଇ ମହିଳା ମାସିକ ଧର୍ମ ଆସିବାର ୩ ଦିନ ପର୍ଯ୍ୟନ୍ତ ଅଶୁଦ୍ଧ ହୋଇଥାନ୍ତି ଓ ଚତୁର୍ଥ ଦିନ ସ୍ନାନ ପରେ ଶୁଦ୍ଧ ହୋଇଥାନ୍ତି । ଦ୍ଵିତୀୟ ଶୋଳ୍କରେ କୁହା ଯାଇଛି ଯେ ଯଦି ମହିଳା କୌଣସି ବ୍ରତ କରିଛନ୍ତି ଓ ମଝିରେ ମାସିକ ଧର୍ମ ଆସି ଯାଉଛି ତେବେ ଘର ଅନ୍ୟ ସଦସ୍ୟ ସେହି ପୂଜା କରନ୍ତୁ ଓ ମହିଳା ପୂଜା ଇତ୍ୟାଦି ବା ବ୍ରତ କରିବାରୁ ବଞ୍ଚନ୍ତୁ ।

କୌଣସି ମହିଳାକୁ ବ୍ରତ ବା ଓପାସ କରିବା କରିବା ଉଚିତ ନୁହ କାହିଁକିନା ଶାସ୍ତ୍ରରେ କୁହା ଯାଇଛି ଯେ ଯଦି କୌଣସି ମହିଳା ମାସିକ ଧର୍ମରେ ଅଛି ତେବେ ଘର ଅନ୍ୟ ସଦସ୍ୟକୁ ପୂଜା ଇତ୍ୟାଦି କରିବା ଉଚିତ । ଯଦି ମହିଳା କୌଣସି ବ୍ରତ କରିଛନ୍ତି ଓ ମାସିକ ଧର୍ମ ଆସିଛି ତେବେ ତାଙ୍କୁ ବ୍ରତ ରଖିବା ଉଚିତ ନୁହଁ ଯଦି ମହିଳାଙ୍କ ସ୍ଵାମୀ ସେହି ବ୍ରତ କରନ୍ତି ତେବେ ଉତ୍ତମ କଥା ଅଟେ କିନ୍ତୁ ଯଦି ମହିଳାଙ୍କ ଅନ୍ୟ ଘର ଲୋକ କରନ୍ତି ତେବେ ମଧ୍ୟ ଫଳ ପ୍ରାପ୍ତି ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।