ମାସିକଧର୍ମର କେତେ ଦିନ ପରେ ପ୍ରେଗ୍ନେନ୍ସି ଟେଷ୍ଟ କରିବା କଥା [ HCG Test ] ? Pregnancy Tips

ବନ୍ଧୁଗଣ ପ୍ରତେକ ମହିଳା ଗର୍ଭଧାରଣ ସମ୍ପର୍କିତ ସବୁ ପ୍ରଶ୍ନ ଜାଣିବା ଜରୁରୀ ଅଟେ । ଏହା ଏକ କଷ୍ଟସାଧ୍ୟ ବିଷୟ ନୁହେଁ । ଯେତେବେଳେ ଋତୁସ୍ରାବ ହୁଏ ନାହି ନାରୀମାନେ ପ୍ରାୟତ ଅନୁଭବ କରନ୍ତି ଯେ ସେମାନେ ଗର୍ଭବତୀ ହୋଇଥାନ୍ତି । କିନ୍ତୁ ଜାଣିବା ଦରକାର କି ଅନ୍ୟ କୌଣସି କାରଣ ପାଇଁ ମାସିକ ଧର୍ମ ନ ହୋଇ ଥାଇପାରେ । ଯେଉଁ ମହିଳା ମାନେ ଗର୍ଭଧାରଣ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କର ମାସିକ ଧର୍ମ ମିସ ହୋଇଥାଏ । ଅଧିକାଂଶ ମହିଳାଙ୍କ ମନରେ ପ୍ରଶ୍ନ ରହିଥାଏ ମାସିକ ଧର୍ମର କେତେ ଦିନ ପରେ ପ୍ରେଗନେନ୍ସି ଟେଷ୍ଟ କରିପାରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ସାଧାରଣତ ମାସିକ ଧର୍ମ ମିସ ହେବା ପରେ ଗର୍ଭଧାରଣ ଟେଷ୍ଟ କରିବା ଆବଶ୍ୟକ । କିନ୍ତୁ ଯଦି ଆପଣ ଶେଷ ଅଣ୍ଡା ଦାନ ପ୍ରକ୍ରିୟାର ୮ ଦିନ ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟ କରନ୍ତି ତେବେ ସଠିକ ଫଳ ପାଇବେ ନାହି । ଏହାର କାରଣ ଗର୍ଭଧାରଣ କେବଳ ଫର୍ଟିଲାଇଜ ପ୍ରକ୍ରିୟା ପରେ ପରୀକ୍ଷା କରାଯିବା ଉଚିତ । ଗର୍ଭାବସ୍ତା ନିଶ୍ଚିନ୍ତ କରୁଥିବା ହରମୋନ ଗର୍ଭଧାରଣ ପରେ ମଧ୍ୟ ଅଣ୍ଡା ସଂପୂର୍ଣ୍ଣ ଫର୍ଟିଲାଇଜ ହେବା ପରେ ଗୁପ୍ତ ହୋଇନ ଥାଏ ।

ଗର୍ଭଧାରଣ ଚେଷ୍ଟା କରିବା ପରେ ଆପଣ ପରବର୍ତ୍ତୀ ପିରିଏଡ ମିସ ହେବାର ୪ ଦିନ ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟ କରିପାରିବେ । ଅଣ୍ଡାଦାନ ପରେ ପିରିଏଡ ଆସିବାର ସମୟ ୧୪ ଦିନ ହୋଇଥାଏ । ଏପରି ସ୍ଥିତିରେ ପରବର୍ତ୍ତୀ ପିରିଏଡର ସମ୍ଭାବ୍ୟ ୪ ଦିନ ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟକରାଯାଏ । କିନ୍ତୁ ପିରିଏଡର ଅବଧି ଅଧିକ କିମ୍ବା କମ ହେଲେ ଏହି ପରିକ୍ଷଣର ଫଳାଫଳ ସଠିକ ଆସେ ନାହି । ଆପଣଙ୍କୁ କହି ରଖୁଛୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ୬ରୁ ୧୨ ଦିନ ମଧ୍ୟରେ ପ୍ରେଗନେଣ୍ଟ ହେବାର ସମ୍ଭାବନା ଥାଏ ।

୮ରୁ ୧୦ ଦିନ ମଧ୍ୟରେ ଏହି ସମ୍ଭାବନା ୮୫% ବଢିଯାଏ । ଗର୍ଭଧାରଣ ପରେ ପ୍ରତି ୪୮ ଘଣ୍ଟାରେ hcg ର ସ୍ତର ଦୁଇ ଗୁଣିତ ହୋଇଯାଏ । ପ୍ରାରମ୍ଭିକ ପ୍ରେଗନେନ୍ସି ସମୟରେ hcgର ସ୍ତର ପ୍ରତେକ ନାରିଙ୍କ ଠାରେ ଭିନ୍ନ ହୋଇପାରେ । ପିରିଏଡ ମିସ ହେବା ପ୍ରଗେନେନ୍ସି ପ୍ରଥମ ସଂକେତ । ଏହା ସହ ସ୍ତନକୁ ଛୁଇଁଲେ କଷ୍ଟ ହେବା, ପେଟରେ ସାମାନ୍ଯ କଷ୍ଟ ହେବା, ଗନ୍ଧ ପ୍ରତି ପରିବର୍ତ୍ତନ ଓ ବାନ୍ତି ଲାଗିବା ଅନୁଭବ ହୋଇଥାଏ । ପିରିଏଡ ମିସ ହେବାର ଅତି କାମରେ ଏକ ସପ୍ତାହ ପରେ ଟେଷ୍ଟ କରିବା ଉଚିତ ।

ଏହା ଆପଣଙ୍କୁ ଗର୍ଭଧାରଣର ସଠିକ ଫଳ ଦେଇଥାଏ । ମହିଳା ଜଲ୍ଦି ସକାଳୁ ଉଠି ପରୀକ୍ଷା କରିବା ଉଚିତ । କାରଣ ଏହି ସମୟରେ ମହିଳାଙ୍କ ପରିସ୍ରା ସଠିକ ଫଳାଫଳ ଦେଇଥାଏ । ସାଧାରଣତ ପରିସ୍ରା ନମୁନା ବ୍ୟବହାର କରି ଘରେ କରାଯାଇଥିବା ପରୀକ୍ଷା ୯୯% ସଠିକ ଫଳାଫଳ ଦେଇଥାଏ । କିନ୍ତୁ ମୁତ୍ର ପରିକ୍ଷା ଅପେକ୍ଷା ରକ୍ତ ପରୀକ୍ଷାର ଫଳାଫଳ ଅଧିକ ସଠିକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *