Special Report: ଏହି ସବୁ ଦେଶ ହେଲେ କରୋନା ଫ୍ରୀ, ମାସ୍କରୁ ମିଳୁଛି ମୁକ୍ତି

ବିଶ୍ଵର କେତେକ ଦେଶ ଏବେ ବି ମ-ହା-ମା-ରୀ କ-ରୋ-ନା ସହ ଯୁଧ୍ୟ କରୁଛନ୍ତି । କେତେକ ସ୍ଥାନରେ ସ୍ଥିତି ବହୁତ ଭୟଙ୍କର ଅଛି ତ କେତେକ ସ୍ଥାନରେ କ-ରୋ-ନା ପୂରାପୂରି ଦୂରେଇ ଯାଇଛି । କିନ୍ତୁ ଏହା ମଧ୍ୟରେ ଏମିତି ବି କିଛି ଦେଶ ଅଛନ୍ତି ଯେଉଁମାନେ ନିଜ ଦେଶରୁ ବହୁତ ଖୁସି ଖବର ମଧ୍ୟ ଆସୁଛି । ଭାରତରେ ବି ବର୍ତ୍ତମାନ ଆ-କ୍ରା-ନ୍ତଙ୍କ ସଂଖ୍ୟା ଓ ମୃ-ତ୍ୟୁ ସଂଖ୍ୟା କମ ହେବାରେ ଲାଗିଛି । ଯେମିତି

କି ଆପଣ ସମସ୍ତେ ଜାଣିଛନ୍ତି କି କ-ରୋ-ନା ବି-ରୁ-ଦ୍ଧ-ରେ ସବୁଠୁ ମହତ୍ଵ ପୂର୍ଣ ଭୂମିକା ନିଭାଇଛି ମାସ୍କ । କିଛି ସମୟ ହେବ ସବୁ ଦେଶ ନିଜର ଜନତାଙ୍କୁ ମାସ୍କ ପିନ୍ଧିବା ପାଇଁ ଆ-ଇ-ନ କରିଥିଲେ । କିନ୍ତୁ ବର୍ତ୍ତମାନ କିଛି ଦେଶରେ ମାସ୍କ ପିନ୍ଧିବା କ-ଟ-କ-ଣା-କୁ କୋ-ହ-ଳ କରାଯାଇଛି । ତେବେ ଚାଳନ୍ତୁ ଜାଣିବା କେଉଁ କେଉଁ ଦେଶର ସରକାର ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଘୋଷଣା କରିଛନ୍ତି ।

ଆମେରିକା

ମେ ମାସରେ ଆମେରିକାର ସରକାର ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଘୋଷଣା କରିସାରିଛି । Centers for Disease Control and Preventionଙ୍କ ତରଫରୁ କୁହାଯାଇଥିଲା କି ଯେଉଁମାନେ ଦୁଇଟି ଡୋଜ ଭ୍ୟାକସିନ ନେଇସାରିଛନ୍ତି ସେମାନଙ୍କ ମାସ୍କ ପିନ୍ଧିବା ଜରୁରୀ ନୁହେଁ । କିନ୍ତୁ ବସ, ଟ୍ରେନ ଓ ପ୍ଳେନ ଇତ୍ୟାଦିରେ ଯିବା ଆସିବା ସମୟରେ ମାସ୍କ ପିନ୍ଧିବା ନିହାତି ଜରୁରୀ ଅଟେ ।

ଚୀନ

ଚୀନ ହିଁ ସେହି ଦେଶ ଅଟେ ଯେଉଁଠି କ-ରୋ-ନା-ର ପ୍ରଥମ ମା-ମ-ଲା ସାମ୍ନାକୁ ଆସିଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ ଚୀନ କ-ରୋ-ନା ଯୁଧ୍ୟରେ ଜିତି ଯାଇଛି ଓ ନିଜର ଜନତାଙ୍କୁ ମାସ୍କ ନ ପିନ୍ଧିବା ପାଇଁ କହିଛି । କିନ୍ତୁ ହସ୍ପିଟାଲ ଓ ଯାତ୍ରୀ ଯାନବାହାନ ଗୁଡିକରେ ଯିବା ଆସିବା ସାମରେ ମାସ୍କ ପିନ୍ଧିବା ବାଧ୍ୟ ବୋଲି ନିୟମ ଲାଗି କରିଛି ।

ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ବର୍ଷ ହେବ କ-ରୋ-ନା ବି-ରୁ-ଦ୍ଧ-ରେ ଲ-ଢେ-ଇ-ରେ ବହୁତ ପ୍ରଶଂସନୀୟ ନିଷ୍ପତି ନେଇଛନ୍ତି । ସେଥିପାଇଁ ପୁରା ବିଶ୍ଵରେ ନ୍ୟୁଜିଲ୍ୟାଣ୍ଡଙ୍କ ସରକାରଙ୍କ ପ୍ରଶଂସା କରାଯାଉଛି । ନ୍ୟୁଜିଲ୍ୟାଣ୍ଡରେ ସଂ-କ୍ର-ମ-ଣ ସଂଖ୍ୟା ବହୁତ ନିମ୍ନ ଥିବାରୁ ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମରୁ ମୁକ୍ତ କରାଯାଇଛି ।

ଇସ୍ରାଇଲ

ଏପ୍ରିଲ ମାସରୁ ହିଁ ଇସ୍ରାଇଲର ସରକାର ନିଜ ଦେଶକୁ କ-ରୋ-ନା ମୁ-କ୍ତ ବୋଲି ଘୋଷଣା କରିଛନ୍ତି । ଏହି ଦେଶରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ପାଖାପାଖି ୭୦ ପ୍ରତିଶତ ଲୋକମାନଙ୍କୁ ଟୀକାକରଣ ହୋଇସାରିଛି । ମାସ୍କ ପିନ୍ଧିବା ବାଧ୍ୟ ନୁହେଁ ବୋଲି ବି ସରକାର ଘୋଷଣା କରିଛନ୍ତି । ଅନ୍ୟ ଏକ ଖୁସି ଖବର ହେଉଛି କି ଏପ୍ରିଲ ୨୪ ତାରିଖ ପର ଠାରୁ କୌଣସି ବି ବ୍ୟକ୍ତି କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ନାହାନ୍ତି ।

ଭୁଟାନ

ଭୁଟାନ ଭାରତ ଓ ଚୀନ ର ସୀମା ସହ ସଂଯୋଗ କରୁଛି ତଥାପି ଏହି ଦେଶରେ ଲ-କ-ଡା-ଉ-ନ ଭଳି କୌଣସି ନିୟମ ଲାଗୁ ହୋଇ ନାହିଁ । ଏହି ଦେଶରେ ମାତ୍ର ୧୩୦୯ ଲୋକମାନେ ସଂ-କ୍ର-ମ-ଣ ହୋଇଥିବା ସମୟରେ ମାତ୍ର ଜଣଙ୍କର ମୃ-ତ୍ୟୁ ହୋଇଛି । ଭୁଟାନରେ ପାଖାପାଖି ୯୦ ପ୍ରତିଶତ ଲୋକମାନଙ୍କୁ ଟିକାକରଣ କରାଯାଇସାରିଛି ।

ହୋଆଇ

ହୋଆଇ ଦେଶରେ ବି ମାସ୍କ ନ ପିନ୍ଧିଲେ ବି ଚାଲିବ । ସମସ୍ତ କ-ଟ-କ-ଣା-କୁ ବି କୋ-ହ-ଳ କରି ଦିଆଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *