ମାସୁମ ଝିଅ ସୋନୁ ସୂଦଙ୍କ ଆଗରେ କରିଛି ଏହି ଅନୁରୋଧ, ଏବେ ଅଭିନେତାଙ୍କ ଋଆକ୍ସନ ହେଉଛି ଭାଇରଲ

ଅଭିନେତା ସୋନୁ ସୂଦ ମଜୁରିଆ ଲୋକଙ୍କ ପାଇଁ ବହୁତ ପରିଶ୍ରମ କରୁଛନ୍ତି ଏବଂ ଏତେ ବଡ ଅଭିନେତା ହୋଇ ସେ ସବୁ କଥା ନିଜେ ବୁଝୁଛନ୍ତି, ଲୋକଙ୍କ ଖାଇବା ଯିବା କଥା ସବୁ କଥା ସେ ନିଜ ଟିମ ସାହାଜ୍ଯରେ କରୁଛନ୍ତି ସେ ନିଜେ ଖରାରେ ଲୋକଙ୍କ ସହ ରହୁଛନ୍ତି ଏବଂ ସବୁ କାମ ବୁଝୁଛନ୍ତି, ସୋନୁଙ୍କୁ ଗୋଟେ ଝିଅ ବହୁତ ଇଣ୍ଟରେଷ୍ଟିଙ୍ଗ ଅପିଲ କରିଛନ୍ତି, ସେହି ଝିଅ ଭିଡିଓ ସୋନୁ ସୂଦ ଗୋଟେ ଫ୍ୟାନ ଇଣ୍ଟରନେଟରେ ଅପ୍ଲୋଡ କରିଥିଲେ ।

ଝିଅ ନିଜ ମାକୁ ତୁରନ୍ତ ଆଇ ଘରେ ପଠେଇବା ପାଇଁ ଅପିଲ କରିଛନ୍ତି, ଗୋଟେ ଝିଅ ସୋନୁଙ୍କୁ ବହୁତ ଇଣ୍ଟରଏସ୍ଟିଙ୍ଗ ଡିମାଣ୍ଡ କରିଛନ୍ତି, ଝିଅ ନିଜ ବାପାଙ୍କ ତରଫରୁ କହିଛନ୍ତି, “ ସୋନୁ ଅଙ୍କଲ, ମୁଁ ଶୁଣିବାକୁ ପାଇଛି ଆପଣ ଲୋକଙ୍କୁ ତାଙ୍କ ଘରେ ପଠେଇବାରେ ସାହାଜ୍ଯ କରିଛନ୍ତି ସେଥିପାଇଁ ବାପା ପଚାରୁଛନ୍ତି କଣ ଆପଣ ମାକୁ ଆଇ ଘରେ ପଠେଇ ପାରିବେ ? ମତେ କୁହନ୍ତୁ ।”ଭିଡିଓକୁ ବର୍ତମାନରେ ସାହାଜ୍ଯ କ୍ୟାପସେନ ସହ ଯୋଡା ଯାଇଛି, ଏହା ସହ ନିବେଦନ କରା ଯାଇଛି ଯେ ସୋନୁ ସୂଦ ତାଙ୍କ ନିବେଦନ ଉପରେ ଧ୍ୟାନ ଦେବେ, ଭିଡିଓ ଶେୟର କଲା ପରେ ସୋନୁ ସୂଦ ଉତ୍ତର ଦବାରେ ଟିକେ ବି ଡେରି କଲେ ନାହିଁ ଏହା ପରେ ସୋନୁ ଲେଖିଲେ ଏହା ବହୁତ କଷ୍ଟ କାର୍ଯ୍ୟ କିନ୍ତୁ ମୁଁ ପୂର୍ଣ ପ୍ରୟାଶ କରିବି ।

Image Courtesy: Google

ମାକୁ ଘରକୁ ପଠେଇବା ପାଇଁ ନିବେଦନ :

ସୋନୁ ସୂଦ ବର୍ତମାନ ସମୟରେ ଇଣ୍ଟରନେଟ ଉପରେ ବ୍ୟାପି ଅଛନ୍ତି, ଲୋକ ତାଙ୍କ ଫଟୋ ଶେୟର କରି ତାଙ୍କ ପ୍ରଶଂସା ଉପରେ ପ୍ରଶଂସା କରୁଛନ୍ତି, କେହି ତାଙ୍କ ତୁଳନା ଭଗତ ସିଂହ ସହ କରୁଛନ୍ତି ତେବେ କେହି ସୋନୁ ସୂଦ କୁ ଭଗବାନଙ୍କ ଦୁତ କହୁଅଛନ୍ତି, ତେବେ ମୁମ୍ବାଇରୁ ବିହାର ଯାଇଥିବା ଗୋଟେ ପରିବାର ନିଜ ଛୁଆ ନା ସୋନୁ ସୂଦ ରଖିଛନ୍ତି ।

Image Courtesy: Google

ଆପଣଙ୍କୁ ଆମେ ଆଜି ଏହା କହିବାକୁ ଚାହୁଁଛୁ ଯେ ଲକଡାଉନ ଆରମ୍ଭ ପରେ ସୋନୁ ଏହି କାମରେ ଲାଗି ରହିଛନ୍ତି କେତେ ଲୋକଙ୍କୁ ତାଙ୍କ ପରିବାର ସହ ମିଶେଇ ସାଇଲେଣି ଏବଂ ବରତମାନ ମଧ୍ୟ ଏହି କାମରେ ଲାଗି ରହିଛନ୍ତି, ଏତେ କଲା ପରେ ମଧ୍ୟ ଲୋକଙ୍କ ସାହାଜ୍ଯ ଆଶା ଲଗେଇ ବସିଛନ୍ତି, ତାଙ୍କୁ ବହୁତ ପ୍ରକାର ପ୍ରଶ୍ନ ସାମ୍ନା କରିବାକୁ ପଡୁଛି, ତେବେ ସୋନୁଙ୍କ କାମ ଦେଖି ସମସ୍ତେ ବହୁତ ଭାଉକ ଅଛନ୍ତି ସେ ଜନତା ମନ କିଣି ନେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *