ଦର୍ଶକ ବନ୍ଧୁ ପ୍ରତେକ ମଣିଷ ବାହାଘରକୁ ନେଇ ଅନେକ ସ୍ଵପ୍ନ ବାନ୍ଧି ଥାଏ । ଆଉ ସେହି ସ୍ଵପ୍ନ ଯେବେ ସାକାର ହୁଏ ଖୁସି ର ସୀମା ରୁହେ ନାହି । କିନ୍ତୁ ଅନେକ ସମୟରେ ବିବାହକୁ ନେଇ ଦେଖିଥିବା ସ୍ଵପ୍ନ ଯେ ଅଧାରେ ରାହିଜାଏ ତାହା କେହି କେବେ ଭାବି ନ ଥିବେ । ହଁ ଆଜ୍ଞା ଏମିତି କିଛି ଅଭାବନୀୟ ଘଟଣା ର ଦୃଶ୍ୟ ଏବେ ସାମ୍ନା କୁ ଆସିଛି । ଯାହାକୁ ଦେଖିଲେ ଆପଣଙ୍କ ଆଖି ରେ ବି ଲୁହ ରାଇବ ନାହି । ତେବେ ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ ବିସ୍ତାର ଭାବେ ।
କାନ୍ଥରୁ ଲିଭିନି ବାହାଘର ଚିତା । ଲେଖା ହୋଇଛି ପପୁ ସହ ଟିକି । କିନ୍ତୁ ଏପଟ ସେପଟେ ମୃ-ତ୍ୟୁ-ର ତା-ଣ୍ଡ-ବ ଆଉ ଦାଣ୍ଡରୁ ଉଠିଛି କୋ-କେ-ଇ । ଦାଣ୍ଡରେ ସ୍ତ୍ରୀର ଚିତ୍କାର ଶୁଣିଲେ ଆପଣ ବି ନିଜ କୋହ ସମ୍ଭାଳି ପାରିବେ ନାହି ବନ୍ଧୁଗଣ । ହଁ ଦର୍ଶକ ବନ୍ଧୁ ସଂସାର ଗଢିବା ଆଗରୁ ଲିଛି ଯାଇଛି ସ୍ତ୍ରୀ ର ମଥାର ସିନ୍ଦୁର, ଭାଙ୍ଗି ଯାଇଛି ହାତର ଶଙ୍ଖା । ମୁଣ୍ଡ ପିଟି ଦେଉଛି ସ୍ତ୍ରୀ ଆଉ ଭାଗ୍ୟକୁ ନିନ୍ଦା କରୁଛି ସ୍ତ୍ରୀ ।
ସେପଟେ ଭେଣ୍ଡିଆ ପୁଅକୁ ହ-ରା-ଇ ପରିବାର ଦୁଖରେ ମ୍ରି-ୟ-ମା-ଣ ହୋଇ ପଡିଛି । କାହାରି ଆଖିରୁ ସୁଖୁ ନାହି ଲୁହ । ଅସମୟରେ ଚାଲିଯାଇଛି ଭେଣ୍ଡିଆ ପୁଅ । ଆଉ ଏ ହେଉଛି ଶନିବାର କପ୍ତିପଦା ଥାନା ସମୁଖରେ ଘଟିଯାଇଥିବା ଦୁର୍ଘଟଣା ପରର ଦ୍ରୁଶ୍ଯ । ଆଜି ସକାଳୁ ଶ-ବ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃ-ତ-କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପାଣିଗ୍ରାହୀ ।
ଫେବ୍ରୁଆରି 6 ତାରିଖରେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଜୟଶ୍ରୀ ମହାପାତ୍ରଙ୍କୁ ସେ ବିବାହ କରିଥିଲେ । ବିବାହକୁ ମାସେ ପୁରିବାକୁ ଆଉ ଦିନେ ବାକିଥିଲା କିନ୍ତୁ ପରିବାରରେ ଘୋଟି ଆସିଲା ଦୁଖର କଳା ବାଦଲ । ସଡକ ଦୁର୍ଘଟଣାରେ ଚାଲିଗଲା ଜଗନ୍ନାଥଙ୍କ ଜୀବନ । ସବୁ ଦିନ ଭଳି ଜଗନ୍ନାଥ ଯାଇଥିଲେ ସେଦିନ କପ୍ତିପଦା ବଜାରକୁ କାମରେ ।
କାମ ସାରି ଫେରିବା ସମୟରେ କପ୍ତିପଦା ଥାନା ନିକଟରେ ବିପରୀତ ପଟୁ ଆସୁଥିବା ଏକ ସ୍କୁଲ ବଡ ତାଙ୍କୁ ଧକ୍କା ଦେଇଥିଲା । ରାସ୍ତା କଡ କୁ ଛିଟିକି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏ ଖବର ପ୍ରଚାର ହେବା ପରେ ପୁରା ଗାଁ ରେ ଶୋ-କ-ର ଛାୟା ଖେଳି ଯାଇଥିଲା ।
ଏ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନ ଥିଲେ । କିଏ କହୁଥିଲା ଏ କଣ ହୋଇଗଲା ତ ଆଉ କିଏ କହୁଥାଏ ମାସେ ହେବ ବାହା ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।