Joint Pain Remedy: ମାତ୍ର 2 ଥର ଏହାକୁ ଲଗାନ୍ତୁ… ହାତଗୋଡ ବିନ୍ଧା, ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ପୁରା ଭଲ ହୋଇଯିବ

ଆଜିକାଲି ଛୋଟ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଆଁଠୁ ଗଣ୍ଠି ସମସ୍ୟା ଅଧିକ ଦେଖା ଯାଉଛି । ପୂର୍ବରୁ ବୃଦ୍ଧ ବ୍ୟକ୍ତିଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖା ଯାଉଛି । ଏହି ସମସ୍ଯା ଯୋଗୁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଅନେକ ଲୋକ ମାନେ ଏଥିପାଇଁ ଅନେକ ପ୍ରକାର ଔଷଧର ସେବନ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ପୁରୁଣାରୁ ପୁରୁଣା ଆଁଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଭଳି ସମସ୍ଯା ଦୂର ହୋଇଯିବ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ରସୁଣ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ରସୁଣ ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ଏଥିରେ ଥିବା ପୋଷାକ ତତ୍ତ୍ଵ ଆଁଠୁ ଗଣଠୁ ଭଳି ସମସ୍ୟାକୁ ଦୂର କରିବା ପାଇଁ ବିଶେଷ ସହାୟକ ହୋଇଥାଏ ।

ପ୍ରଥମେ ରସୁଣରୁ ଭଲ ଭାବେ ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ସୋରିଷ ତେଲ ବା ଖସା ତେଲ । ଏହି ତେଲ ଅନାଥୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଖସା ତେଲ ନ ଥିଲେ ଅପାନ ସୋରିଷ ତେଲର ବ୍ୟବହାର କରି ପାରିବେ । ଏହା ଅପରେ ଆବଶ୍ୟକ ରହିଛି ଜୁଆଣୀ ଯାହା ଏହି ସମସାୟକୁ ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ଜୁଆଣୀ ଗ୍ଯାସ,ଏସିଡିଟି ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ ।

ଏହା ପରେ ସୋରିଷ ତେଲ ନେଇ ଏକ ଚାମଚ ଜୁଆଣୀ ନେଇ ଏଥିରେ ରସୁଣ ପକାନ୍ତୁ । ଏହା ପରେ ଧୀର ଆଞ୍ଚରେ ଭଲ ଭାବେ ଫୁଟାନ୍ତୁ । ଏହି ତେଲର ପ୍ରୟୋଗ କରିବା ଦ୍ଵାରା ଜାଏଣ୍ଟ ପେନ ଭଳି ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କର ଜଏଣ୍ଟ ପେନ ସମସ୍ଯା ରହିଛି ତେବେ ଫ୍ରିଜ ପାଣି, ଖଟା ଫଳ, ଆଚାର ଓ ଦହିର ସେବନ କରନ୍ତୁ ନାହି ।

ଏହା ସହ ପ୍ରତି ଦିନ ରାତିରେ ଏକ ଗ୍ଳାସ ଗରମ କ୍ଷୀରରେ ସୁଣ୍ଠି ପାଉଡର, ହଳଦୀ, ଲବଙ୍ଗ ୩ଟି, ଗୋଲମରୀଚ ୫ଟି ଓ ଅଳ୍ପ ଗୁଡ ମିଶାଇ ଫୁଟାଇ ସେବନ କରନ୍ତୁ । ରସୁଣରେ ତେଲ ଭଲ ଭାବେ ଫୁଟିଗଲା ପରେ ଏହାକୁ ରାତି ସାରା ସେମିତି ରହିବାକୁ ଦିଅନ୍ତୁ । ଯେମିତି ଏହାର ସବୁ ପୋଷାକ ତତ୍ତ୍ଵ ତେଲରେ ଭଲ ଭାବେ ମିଶ୍ରଣ ହେବ । ଏହା ପରେ ଆପଣ ଏକ ଜାରକୁ ଛାଣି ଦିଅନ୍ତୁ ।

ଏହାକୁ ଆପଣ ଅନେକ ଦିନ ଷ୍ଟୋର କରି ରଖି ପାରିବେ । ଏହା ପରେ ଯେଉଁ ଜାଗାରେ ଆପଣଙ୍କର ବିନ୍ଧା ହେଉଛି ସେହି ଜାଗାରେ ଭଲ ଭାବେ ମାଲିସ କରନ୍ତୁ । ଆପଣଙ୍କର ହାତ, ଗୋଡରେ ବିନ୍ଧା ହେଉଥିଲେ ଆପଣ ଏହି ତେଲର ପ୍ରୟୋଗ କରି ପାରିବେ । ଏହି ତେଲ ଜଏଣ୍ଟ ସମସ୍ଯା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *