ମାତ୍ର ୨ ମିନିଟ ବୁଢାଆଙ୍ଗୁଠି କୁ ଫୁଙ୍କିବାର ଫାଇଦା ଜାଣି ଉଡିଯିବ ଆପଣଙ୍କ ହୋସ- ନିଶ୍ଚୟ ଜାଣନ୍ତୁ

ଆଜିକାଲି ସମସ୍ତେ ଚାହାନ୍ତି କି ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ କିନ୍ତୁ ନିଜ ବ୍ୟସ୍ତ ଲାଇଫ ସ୍ଟାଇଲ କାରଣରୁ ଲୋକ ନିଜ ଶରୀର ଉପରେ ଧ୍ୟାନ ଦେଇପାରନ୍ତି ନାହିଁ । ସମସ୍ତେ ନିଜର ବ୍ୟସ୍ତତା କାରଣରୁ ଶରୀର ଏବଂ ଖାଇବା ରେ ଧ୍ୟାନ ଦେଇପାରନ୍ତି ନାହିଁ ଏହି କାରଣରୁ ଆସୁଥିବା ଦିନରେ ତାଙ୍କୁ କେତେ ବେମାରର ସାମ୍ନା କରିବାକୁ ପଡିଥାଏ । ଏଥି ପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା କରିବା ପାଇଁ ନା ସମୟର ଧ୍ୟାନ ରଖିବାକୁ ,ଏହି ଉପାୟ ଆପଣ ଯେତବେଳେ ଯାଉ ଜାଗାରେ ବି କରି ପାରିବେ ।

ନିଜକୁ ଫିଟ ରଖିବା ପାଇଁ ଲୋକ ହେଲଦି ଖାଦ୍ଯ ,ଠିକ ସମୟରେ ଶୋଇବା ,ଯୋଗ ଆଦି ଉପରେ ଧ୍ୟାନ ରଖିବା ପାଇଁ କହନ୍ତି କିନ୍ତୁ ସମର ଅଭାବ କାରଣରୁ କରି ପାରନ୍ତି ନାହିଁ ।

ଆଜିକାଲୀ ଥକିଯିବା କାରଣରୁ ଆମେ ଖାଦ୍ଯ ଖାଇଥାଉ ,ଶୋଇପଡୁ ଯାହା ଦ୍ଵାରା ପେଟ ସମ୍ବଧିତ କିଛି ରୋଗ ଆମକୁ ଜାକଡ ନେଇଥାଏ । କିନ୍ତୁ ମାତ୍ର ୨ ମିନିଟରେ ଆପଣ ଏହି ରୋଗରୁ ମୁକ୍ତି ପାଇ ପାରିବେ । ଯଦି ଆଜି ପରଠୁ କେବେବି ଆପଣଙ୍କୁ ବେଚେନି ଅନୁଭବ ହୋଇଥାଏ ଆପଣ ଆପଣଙ୍କ ବାମ ହାତର ଆଙ୍ଗୁଠିକୁ ଆପଣଙ୍କ ମୁହଁ ସାମ୍ନାରେ ଆଣନ୍ତୁ ଏବଂ ତାକୁ ଫୁକନ୍ତୁ ।

ଏହି ପ୍ରକ୍ରିୟା କାମେ ୨-୩ ମିନିଟ ପର୍ଯ୍ୟନ୍ତ ଆପଣଙ୍କୁ କରିବାକୁ ହେବ ଏମିତି କରିବା ଦ୍ଵାରା ଆପଣଙ୍କୁ ଧୀରେ ଧୀରେ ଶାନ୍ତି ମିଳିବ । ଏହା ଏକ ଭଲ ଉପାୟ ଯାହାକୁ ଆପଣ କେତବେଳେବି କରି ପାରିବେ । କିଛି ଲୋକଙ୍କୁ ମାଇଗ୍ରେନ ର ଅସୁବିଧା ରହିଥାଏ ,ସେ ଲୋକ ନିଜ ଡାହାଣ ହାତର ତର୍ଜନୀ ଆଙ୍ଗୁଠି ଏବଂ ଆଙ୍ଗୁଠି ମଝିର ମାଂସ କୁ ବାମ ହାତର ଆଙ୍ଗୁଠି ଦ୍ଵାରା କମସେ କମ ଦୁଇ ମିନିଟ ପାଇଁ ଦବାଇ ରଖନ୍ତୁ । ଏହି ପ୍ରକ୍ରିୟାକୁ ଡାହାଣ ହାତରେ ପ୍ରୟୋଗ କରିସାରିବା ପରେ ବାମ ହାତରେ ବି ଦୁଇ ମିନିଟ ପାଇଁ ବି କରିବାକୁ ହେବ ,ଏମିତି କରିବା ଦ୍ଵାରା ଆପଣଙ୍କର ମୁଣ୍ଡ ବିନ୍ଧା ଭଲ ହୋଇଯିବ ।

ଆଶା କରୁଛୁ ଆମ ଦ୍ୱାରା ଦିଆ ଯାଇଥିବା ଏହି ତଥ୍ୟ ଆପଣଙ୍କୁ ସାହାଯ୍ୟ କରିବ, ଆଗକୁ ଏହିଭଳି ଭିନ୍ନ ଭିନ୍ନ ଟିପ୍ସ ଓ ନ୍ୟୁଜ ପାଇବା ପାଇଁ ଆମ ପିଜେକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *