ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଅ ହୁଅନ୍ତୁ ଅଥବା ଝିଅ ସମସ୍ତେ ଚାହାନ୍ତି ଯେ ସେମାନେ ସ୍କିମ ଏବଂ ଆଟ୍ରାକ୍ଟିଭ ଦେଖା ଯାଆନ୍ତୁ । କିନ୍ତୁ କିଛି ଭୁଲ ଲାଇଫ ଷ୍ଟାଇଲ ପାଇଁ ଆମ ଶରୀରରେ ଚର୍ବି ର ମାତ୍ରା ବଢିଯାଇଥାଏ ଏବଂ ସହଜରେ ତାହା କମି ନଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରରେ ଥିବା ଚର୍ବି କୁ କମାଇବାକୁ ଚାହାନ୍ତି କିନ୍ତୁ କୌଣସି ହାର୍ଡ ୱାର୍କ କରିବାକୁ ଚାହାନ୍ତି ନାହିଁ । ଏହି କାରଣରୁ ଶରୀରର ମୋଟାପଣ ଏବଂ ଚର୍ବି କମି ନଥାଏ ।
କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ମାତ୍ର ୭ ଦିନରେ ଶରୀରର ଚର୍ବି କମିଯିବ । ବନ୍ଧୁଗଣ କେବଳ ପାଣି ଦ୍ବାରା ହିଁ ଆପଣ ନିଜ ଶରୀର ଚର୍ବି କୁ କମାଇ ପାରିବେ । ତେବେ ଏହା କିପରି ହେବ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଯେପରି ଆମେ ଆପଣଙ୍କୁ କହିଲୁ ଯେ, କେବଳ ପାଣି ଦ୍ଵାରା ହିଁ ଆପଣ ନିଜ ପେଟ ତଥା ଶରୀରର ଚର୍ବି କୁ କମାଇ ପାରିବେ । ଏହା ସମ୍ପୂର୍ଣ୍ଣ ସତ୍ୟ । ଆପଣ ମାନେ ତ ଶୁଣିଥିବେ ଯେ, ପାଣି ପଥରକୁ ମଧ୍ୟ କାଟି ଦେଇଥାଏ । ଥଣ୍ଡା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ୱାରା ଏହା ଅଧିକ ଲାଭକାରୀ ହୋଇଥାଏ । ଗରମ ପାଣି ପିଇବା ଦ୍ୱାରା ଏହା ଆମ ମେଟାବୋଲିଜିମ କୁ ବଢ଼ାଇ ଥାଏ ଏବଂ ଆମର ପାଚନ କ୍ରିୟାରେ ସହାୟକ ହୋଇଥାଏ । ଗରମ ବା ଉଷୁମ ପାଣି ପାଇବା ଦ୍ଵାରା ଏହା ଶରୀରର ଚର୍ବି କୁ କାଟିବାରେ ସହାୟକ ହୋଇଥାଏ । ତେଣୁ ପ୍ରତିଦିନ ସକାଳେ ଉଷୁମ ପାଣି ପିଅନ୍ତୁ ।
୨. ବନ୍ଧୁଗଣ ଏଭଳି କିଛି ଜିନିଷ ରହିଛି ଯାହା ଏହି ଉଷୁମ ପାଣି ସହିତ ସେବନ କରିବା ଦ୍ୱାରା ଶରୀରର ଚର୍ବି କମିଥାଏ । ଏହି ଘରୋଇ ଉପଚାର ନିମନ୍ତେ ଆପଣ ଉଷୁମ ପାଣିରେ ଅଧା ଲେମ୍ବୁ ର ରସକୁ ମିଶାଇ ଦିଅନ୍ତୁ ଏବଂ ଯଦି ଆପଣଙ୍କୁ ଖଟା ପସନ୍ଦ ନୁହେଁ ତେବେ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ । ଏହି ପାଣିକୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ତଥା ଶରୀରର ଚର୍ବି ବହୁତ ମାତ୍ରା ରେ କମ ହୋଇଯାଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।