ମାତ୍ର ୩ ଦିନ ମଧ୍ୟରେ ଗର୍ଭ ଧାରଣ କରିବାର ଅଛି ତ ଏହି କାମ ନିଶ୍ଚିନ୍ତ କରନ୍ତୁ- Pregnancy Tips

ବନ୍ଧୁଗଣ ସିଡସ ଏବଂ ବାଦାମ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ଉଭୟ ମହିଳା ଏବଂ ପୁରୁଷ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଯେଉଁ ବିଷୟ ତତ୍ୱୋକୁ ନେଇ ଆସିଛୁ ତାହା ହେଉଛି ଗର୍ଭ ଧରଣର ଉପାୟ ନିଜ ଶରୀରକୁ କିଭଳି କ୍ଷମତାଶୀଳ କରିପାରିବେ ଯାହା ଫଳରେ ଆପଣ ଖୁବ କମ୍ ସମୟରେ ଗର୍ଭ ଧାରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ, ବନ୍ଧୁଗଣ ଚିଆ ସିଡସ ବ୍ଲାକ ଏବଂ ୱାଇଟ ରଙ୍ଗର ଆସିଥାଏ ।

ଏବଂ ଏହା ପୋଦିନା ଫାମିଲିର ଅଟନ୍ତି । ଯାହାର ବିଜକୁ ଚିଆ ସିଡସ କୁହାଯାଏ । ଚିଆ ଶବ୍ଦଟିର ଅର୍ଥ ହେଉଛି ଷ୍ଟ୍ରେନ୍ଥ ମାନେ ମଜବୁତ । ଏହା ବହୁଳ ଭାବେ ସ୍ୱାସ୍ଥ୍ୟ ପାଇଁ ବରଦାନ ଅଟେ । ବନ୍ଧୁଗଣ ଆସନ୍ତୁ ଜାଣିବା ଚିଆ ସିଡସ ର ପ୍ରଭାବ, ଗୁଣ ଏବଂ କେଉଁ କେଉଁ ଫଟିଲିଟି ପ୍ରବଲେମ୍ସ ରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ।

ବନ୍ଧୁଗଣ ଚିଆ ସିଡସ ର ସବୁଠାରୁ ଖାସ ଗୁଣ ଏହା ଯେ ଏଥିରେ କାଲୋରି ବହୁତ କମ ରହିଥାଏ । ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି, ବନ୍ଧୁଗଣ ପିସିଓଡି, ଥାଇରୟଡ ରେ ଅଧିକାଂଶ ସମୟରେ ମହିଳା ମାନଙ୍କ ଓଜନ ବଢିଯାଇଥାଏ । ସୁଗର ର ପରିମାଣ ଏହି କ୍ଷେତ୍ରରେ ବଢି ଯାଇଥାଏ । ଏହା ଫଳରେ ଶରୀରର ଓଜନ ମଧ୍ୟ ବଢିଥାଏ । ସେହି ସବୁ ସ୍ଥିତିରେ ଏହା ପେଟକୁ ଅଧିକ ସମୟ ଧରି ଭରି ରଖିଥାଏ । ବନ୍ଧୁଗଣ ଓଜନ କମାଇବା ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ ।

ସେହିଭଳି ଯଦି ନ୍ୟୁଟ୍ରେସନ ବିଷୟରେ କହିବାକୁ ଯିବା, ତେବେ ଏଥିରେ ବହୁତ ପ୍ରକାରର କଲୋରି ରହିଥାଏ । ଏଥିରେ ଅଧିକ ମାତ୍ରାରେ କାଲୋରି ରହିଥାଏ । ସେଥିପାଇଁ ଏହା ଶରୀରକୁ ସନ୍ତୁଳିତ କରି ରଖିଥାଏ । ଯଦି ଆପଣଙ୍କୁ ଫାଇଲ୍ସ ର ପ୍ରୋବ୍ଲେମ ରହିଛି, ତେବେ ଚିଆ ସିଡସ ଆପଣଙ୍କୁ ପ୍ରତିଦିନ ସେବନ କରିବା ଆବଶ୍ୟକ । ଏହା ଆପଣଙ୍କ ପେଟର ମଇଳାକୁ ସଫା କରି ବାହାର କରିବାରେ ସାହାଜ୍ଯ କରିଥାଏ । ବନ୍ଧୁଗଣ ଏଥିରେ ଅମେଗା-3 ଫାଟିଲିଟି ର କ୍ଷମତା ରହିଥାଏ ।

ଏହା ଭେଜିଟେରିଆନ ବ୍ୟକ୍ତି ମାନଙ୍କ ପାଇଁ ଗୋଟେ ବରଦାନ ସାଦୃଶ୍ୟ ଅଟେ । ଯେଉଁ ମାନେ ମାଛ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ଚିଆ ସିଡସ ବହୁତ ଲାଭଦାୟକ ଅଟେ । ଆପଣ ମାନେ ଏହାକୁ ବ୍ୟବହାର କରିପାରିବେ । ଏଥିରେ ପ୍ରୋଟିନ ଭରପୁର ମାତ୍ରା ରେ ରହିବା ସଙ୍ଗେ, ଫସଫରସ, ଭିଟାମିନ ମଧ୍ୟ ରହିଅଛି । ଯେଉଁ ମହିଳା ଏବଂ ପୁରୁଷ ମାନଙ୍କ ଓଜନ ବଢୁଥାଏ କିମ୍ବା ଅଧିକ ଥାଏ, ସେମାନଙ୍କୁ ଚିଆ ସିଡସ ନୀତିଦିନ ବ୍ୟବହାର କରିବା ଆବଶ୍ଯକ କାରଣ ଏହା ରକ୍ତ ସଂଚାଳନ ସଠିକ ଭାବରେ କରିଥାଏ ।

ଯେଉଁମାନେ ଫଟିଲିଟି ପାଇଁ ନିଜର ଓଜନ କମାଇବାକୁ ଚାହୁଁଛନ୍ତି, ଏହାକୁ ସେବନ ଦ୍ଵାରା ଏଗ ଉତ୍ତପନ ହେବାର କ୍ଵାଲିଟି ପ୍ରଭାବିତ ହେବ । ଏହା ସହିତ ହରମୋନ ମଧ୍ୟ ପ୍ରଭାବିତ ହେବ । ବନ୍ଧୁଗଣ ଯଦି ଆପଣଙ୍କ ହରମୋନ ଠିକ ଭାବେ ପ୍ରଭାବିତ ହେଉନାହିଁ ତେବେ ମଧ୍ୟ ଆପଣଙ୍କୁ ଅନେକ ଅସୁବିଧା ହେବ । ଏହା ସହିତ ଏଥିରେ କ୍ୟାଲସିୟମ ବହୁତ ଭଲ ମାତ୍ରାରେ ଦେଖିବାକୁ ମିଳିଥାଏ ।

କନସିଭ କରିବା ପୂର୍ବରୁ ଆପଣଙ୍କ ଶରୀରରେ କ୍ୟାଲସିୟମ ପରିୟାପ୍ତ ମାତ୍ରାରେ ରହିବା ଦରକାର । ଆପଣ ମାନେ ଚିଆ ସିଡସ କୁ ରାତିରେ ଭିଯାଇ ରଖିଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ୧ ରୁ ୨ ଚାମଚ ସେବନ କରନ୍ତୁ ବହୁତ ଲାଭ ମିଳିବ । ଏହା ସହିତ ମହିଳା ମାନେ ଏହାର ବ୍ୟବହାର କଲେ ଖୁବ କମ ସମୟ ମଧ୍ୟରେ ଗର୍ଭ ଧାରଣ କରି ପାରିବେ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିଷୟ ବସ୍ତୁତି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *