ଘରେ ବା ଅଫିସରେ ଥିଲେ ଏହି ଜିନିଷ ତୁରନ୍ତ ହଟାନ୍ତୁ, ନଚେତ ହୋଇଯିବେ ବର୍ବାଦ- Vastu Shastra

ବାସ୍ତୁ ବିଜ୍ଞାନ ଭବନ ନିର୍ମାଣ ସମ୍ବନ୍ଧିତ ଅଟେ, ଏହା ଅନୁଯାଇ ଦିଶା ଦ୍ଵାରା ଶୁଭ ଅଶୁଭ ଦେଖା ଯାଏ ଓ ଶୁଭ ଦିଶାରେ ମୁଖ୍ୟ ଦ୍ଵାରା ଓ ଘର ପଛ ରହିଥାଏ । ଯଦି ଆପଣଙ୍କୁ ଚାକିରିରେ କୌଣସି ପ୍ରକାର ଅସୁବିଧା ଆସିଥାଏ ତେବେ ଆପଣଙ୍କୁ ଏହି ବାସ୍ତୁ ଉପାୟ କରିବା ଆବଶ୍ୟକ ଅଟେ । ତେବେ ବହୁତ ଲୋକଙ୍କ ଜୀବନରେ ବହୁତ ପ୍ରୟାସ କଲେ ମଧ୍ୟ କିଛି ପ୍ରାପ୍ତ କରି ପାରନ୍ତି ନାହିଁ ତେବେ ତାଙ୍କୁ ବାସ୍ତୁ ଦୋଷ ଦ୍ଵାରା ମଧ୍ୟ ଏହା ହୋଇଥାଏ ।

କିଛି ଲୋକଙ୍କ ଜୀବନରେ ସଫଳତା ବହୁତ ଶୀଘ୍ର ଆସିଥାଏ କାହିଁକିନା ତାଙ୍କ ଜୀବନରେ ବାସ୍ତୁ ଦୋଷ ଭଳି ଅସୁବିଧା ନଥାଏ ଯାହା ଫଳରେ ତାଙ୍କ ଜୀବନରେ ସର୍ବଦା ସୁଖ ଶାନ୍ତି ଆସିଥାଏ, ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ ଓ କଣ ନ କରିବା ଉଚିତ ।

ବାସ୍ତୁ ଶାସ୍ତ୍ରରେ ଆଜି ଆମେ ଆପଣଙ୍କୁ କହିବୁ ଫୁଲ ବିଷୟରେ । ସେମିତିରେ ଫୁଲକୁ ଘରେ , ଅଫିସରେ ବା କୌଣସି ଅନ୍ୟ ଜାଗାରେ ରଖିବା ଭଲ ବୋଲି କୁହାଯାଇଥାଏ ଏବଂ ଏଥିପାଇଁ ବହୁତ ଲୋକ ନିଜ ଘରେ ବା ଅଫିସରେ ଫୁଲ ଗଛ ଲଗାଇଥାନ୍ତି କିନ୍ତୁ ଯେଉଁଠି ଗୋଟେ କଥାରେ ଧ୍ୟାନ ଦେବା ଦରକାର । ଲୋକମାନେ ଗଛ କିଣିତ ଆଣନ୍ତି କିନ୍ତୁ ତାର ଠିକ ରେ ଦେଖାଶୁଣା କରିପାରନ୍ତି ନାହିଁ ଏବଂ ସେ ମଉଳି ଯାଇଥାଏ ବା ଖରାପ ହୋଇ ଯାଇଥାଏ ,ତାର ପତ୍ରଗୁଡିକ କଳା ପଡିଯାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତ ଖରାପ ଏବଂ ମଉଳି ଯାଇଥିବା ଫୁଲ ରଖିବା ଭଲ ହୋଇନଥାଏ । ଏହା ସେହି ଜାଗାର ସୁନ୍ଦରତାକୁ ଖରାପ କରିବା ସହିତ ବାସ୍ତୁ ଦୋଷର କାରଣ ବି ହୋଇଥାଏ । ଏଥିରେ ପଇସାର କମି ହୋଇଥାଏ । ଏଥିପାଇଁ ଏମିତି ଫୁଲ ଏବଂ ପାତ୍ରଗୁଡିକୁ ଶୀଘ୍ର ବାହାର କରିଦେବା ଦରକାର । ତେବେ ଏହିଭଳି ଛୋଟ ଛୋଟ କାମ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ ।

ଆମେ ଭାବୁ କି ହଁ ମଉଳି ଥିବା ଫୁଲ ତ, ଏଥିରେ ବା କଣ କାହାର ଖ୍ଯାତି ହେବ । କିନ୍ତୁ ଠିକ ସେଇଆ ନୁହେଁ ଏହି ମଉଳି ଥିବା ଫୁଲ ହିଁ ଆପଣଙ୍କ ଜୀବନରେ ବହୁତ କ୍ଷତି କରିପାରେ । ସେଥିପାଇଁ ଘରେ ହେଉ କି ଅଫିସ କୌଣସି ବି ସ୍ଥାନରେ ଯଦି ଆପଣ ଫୁଲ ରଖୁଛନ୍ତି ତେବେ ଏହାକୁ କିଛି ସମୟ ଅନ୍ତରରେ ବଦଳାଇ ଦିଅନ୍ତୁ । ନଚେତ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *