କେତୁ କରିବେ ରାଶି ପରିବର୍ତ୍ତନ, ଏହି 4ଟି ରାଶି ହେବେ କାଙ୍ଗାଳ ଓ ଏମାନେ ହେବେ ମାଲାମାଲ

ସେପ୍ଟେମ୍ବର ରେ କେତୁର ଗୋଚର ଧନୁ ରାଶିରେ ହେବ । ଆର ମାସରେ ୨୩ ତାରିଖରେ ସକଳ ୮.୨୦ରେ କେତୁ ଧନୁ ରାଶିରୁ ବିଛା ରାଶିରେ ପ୍ରବେଶ କରିବ ଓ ବର୍ଷର ସେଶ ପର୍ଯ୍ୟନ୍ତ ରହିବ ।  କେତୁରେ ଏହି ରାଶିରେ ପରିବର୍ତନର ପ୍ରଭାବ ସବୁ ରାସୀ ଉପରେ ପଡିବ । ବୈଦିକ ଜ୍ୟୋତିଷରେ କେତୁ ଗୋଟେ ମାୟାବି ଗ୍ରହ ଅଟେ । ଏହା ମୋକ୍ଷ, ଅଧ୍ୟାତ୍ମ ଓ ବୈରାଗ୍ୟ କାରକ ମାନନ୍ତି । କେତୁକୁ ନେଇ ଏହା କୁହାଯାଏକି ବ୍ୟକ୍ତି ଉପରେ ଏହି ଗ୍ରହ ଦୟା କରିଥାଏ ତ ତାକୁ ମାଲାମାଲ କରିଦେଇଥାଏ । ଯଦି ବିଗାଡିବା ପାଇଁ ଚାହିଁବ କାଙ୍ଗାଳ କରି ଦେଇଥାଏ । ଆସନ୍ତୁ ଜାଣିବା କେତୁର ଏହି ଗୋଚର ଆପଣଙ୍କ ଜୀବନରେ କଣ ପ୍ରଭାବ ପକେଇବ ।

ମେଷ ରାଶି

ଏହାର ଗୋଚର ଆପଣଙ୍କ ଧାର୍ମିକ ପ୍ରବୃତିକୁ ନେଇକରି ଜୀବ । ଏହି ସମୟରେ ଆପଣ କୌଣସି ତୀର୍ଥ ସ୍ଥଳକୁ ନେଇକି ଜୀବ । ସାଂସାରିକ ଜୀବନ ଅପେକ୍ଷା ଆଧ୍ୟାତ୍ମିକ ଜୀବନ ପ୍ରତି ଆପଣଙ୍କର ରୁଚି ରହିବ ।

Image Courtesy: Google

ବୃଷ ରାଶି

ଉଚ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ଯଦି ଆପଣ ରିସର୍ଚର ଛାତ୍ର ଅଟନ୍ତି ସେଥିରେ ଏହାର ଗୋଚର ସଫଳତା ଦେଇପାରେ । ପିଏଚଡି ର ଛାତ୍ର ଅଟନ୍ତିତ ଏହି ବର୍ଷ ଆପଣଙ୍କୁ ସେଥିରେ ସଫଳତା ମିଳିପାରେ । ଆପଣଙ୍କ ଗୋଡରେ କିଛି ପୀଡା ଅନୁଭବ କରିପାରନ୍ତି ।

ମିଥୁନ ରାଶି

କରଜ୍ଯଖେତରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବସର ବହୁତ କଥା ଶୁଣିବାକୁ ପଡିପାରେ । ଏହି ସମୟରେ ଦେଖି ଚାହିଁ କାମ କରିବେ । ଜୀବନସାଥୀ ଓ ବ୍ୟାପାରରେ ସହଯୋଗୀଙ୍କ ସହିତ ମତଭେଦ ହୋଇପାରେ ।

Image Courtesy: Google

କର୍କଟ ରାଶି

ଏହାର ଗୋଚର ଅଶୁଭ ପରିମାଣ ଦେଇପାରେ । ଏହି ସମୟରେ ଆପଣଙ୍କ ଜୀବନରେ ସଙ୍ଘର୍ଷର ସାମ୍ନା କରିବାକୁ ପଡିପାରେ । ଶତ୍ରୁ ଆପଣଙ୍କ ଉପରେ ହାବି ହେବାର ପ୍ରୟାସ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ସିଂହ ରାଶି

ଆପଣଙ୍କ ସନ୍ତାନ ସହିତ ଜଡିତ କିଛି ସମସ୍ୟା ହୋଇପାରେ । ପ୍ରେମ ଜୀବନରେ ସାଥି ସହିତ ଭୁଲ ବୁଝାମଣା ବଢିପାରେ । କିନ୍ତୁ ଯଦି ଆପଣ ଜଣେ ଛାତ୍ର ଅଟନ୍ତି ତ  ଆପଣଙ୍କୁ ଭଲ ପରିମାଣ ମିଳିବାର ପ୍ରବଳ ସମ୍ଭାବନା ରହିଛି ।

Image Courtesy: Google

କନ୍ୟା ରାଶି

ଆପଣଙ୍କ ସୁଖ କାମ ହେବାର ସମ୍ଭାବନା ରହିଛି । ଏହି ସମୟରେ ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଯଦି ଆପଣ ଏହି ସମୟରେ କିଛି ବାହାନ କି ପ୍ରପୋର୍ଟିଜ କିଣିବା ପାଇଁ ଚାହୁଁଛନ୍ତି ତାକୁ ମୁହୂର୍ତ ହିସାବରେ କିଣନ୍ତୁ ।

ତୁଳା ରାଶି

ଆପଣଙ୍କର ସାହାସରେ କମି ଦେଖାଯିବା । ଆପଣଙ୍କ ଆତ୍ମବିଶ୍ଵାସ କମ ହୋଇଯିବ । ଏହା ସହିତ ଘରେ ଥିବା ଭାଇ ଭଉଣୀଙ୍କା ସହିତ ମତଭେଦ ହୋଇପାରେ । ଆଧ୍ୟାତ୍ମିକ ବିଷୟରେ ଆପଣଙ୍କୁ ନିଜ ଆଡକୁ ଆକର୍ଷିତ କରିବେ ।

ବିଛା ରଶୀ

ଏହି ସମୟରେ ପରିସ୍ଥିତି ଆପଣଙ୍କ ପାଇଁ ପ୍ରତିକୂଳ ରହିବ । ଆପଣଙ୍କ ମୋହ ସାଂସାରିକ ଜିନିଷ ପ୍ରତି ଭଙ୍ଗ ହୋଇପାରେ । ଧାର୍ମିକ, ଆଧ୍ୟାତ୍ମିକ, ବୈରାଗ୍ୟ ବିଷୟ ପ୍ରତି ଆପଣ ଆକର୍ଷିତ ହୋଇବେ ।

ଧନୁ ରାଶି

ଏହି ସମୟରେ ଆପଣଙ୍କ କଳ୍ପନା ଶକ୍ତି ପ୍ରବଳ ହୋଇବ । ଆପଣଙ୍କୁ କିଛି  ଜିନିଷର ପୂର୍ବାନୁମାନ ହୋଇପାରେ । କାର୍ଯ୍ୟ ଓ ବ୍ୟବସାୟରେ ପରିସ୍ଥିତି ଆପଣଙ୍କର ଅନୁକୂଳ ହେବନି । ଘରେ ପରିବାର ଲୋକଙ୍କ ସହିତ ମତଭେଦ ହୋଇପାରେ ।

Image Courtesy: Google

ମକର ରାଶି

ଆପଣଙ୍କର ଖରଚରେ ଅନାବଶ୍ୟକ ରୂପରେ ବୃଦ୍ଧି ହୋଇପାରେ । ଧନହାନିର ସମ୍ବାବନା ରହିଛି । ବହୁତ ଦୂର ଯାତ୍ରାର ସମ୍ବାଭନ ରହିଛି କିନ୍ତୁ ଏହି ଯାତ୍ରାରେ ବହୁତ ଧାନ ଖର୍ଚ ହୋଇପାରେ । ଆପଣ କୌଣସି କାର୍ଯ୍ୟରେ ବିଦେଶ ଯାତ୍ରା କରି ପାରନ୍ତି ।

କୁମ୍ଭ ରାଶି

ଆପଣଙ୍କର ଆୟରେ କମି ଦେଖାଯିବା । ରହିଯାଇଥିବା ଧନ ବହୁତ କଷ୍ଟରେ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଉପଲବ୍ଧି ନ ମିଳିବା କାରଣରୁ ଆପଣ ନିରାଶ ହୋଇପାରନ୍ତି ।

ମିନା ରାଶି

ଆପଣଙ୍କ ବାଟରେ ପରିସ୍ଥିତି ସହଜ ହେବ ନହିଁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ଆପଣାକୁ ତାଙ୍କର କୁଚକ୍ରରୁ ବଞ୍ଚିବାର ଆବଶ୍ୟକ ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *