“ମୟୁର ପଙ୍ଖ” ଘରକୁ ଆଣେ ଅଚାନକ ଧନ, ଏହାର 10ଟି ଚମତ୍କାରୀ ଫାଇଦା ଜାଣି ବିଶ୍ଵାସ ହେବନି- Vastu Shastra

ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ଆମ୍ଭ ଆଖପାଖ ରେ ଥିବା ସମସ୍ତ ବସ୍ତୁ ମାନଙ୍କର କିଛି ନା କିଛି ମହତ୍ଵ ରହିଅଛି । ବନ୍ଧୁଗଣ ଘରକୁ ମୟୂର ପଙ୍ଖ ଆଣିଲେ କଣ ହୋଇଥାଏ ତାହା ସମ୍ବନ୍ଧରେ ପ୍ରାଏ ଆପଣ ମାନେ ଜାଣିନଥିବେ । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମୟୂର ପଙ୍ଖ ର ବିଶେଷ ମହତ୍ଵ ରହିଅଛି ।

ଆପଣ ମାନେ ସମସ୍ତେ ଦେଖିଥିବେ ଯେ, ମୟୁରପଙ୍ଖ କୁ ଭଗବାନ ଶ୍ରୀ କୃଷ୍ଣ ଙ୍କ ମଥାରେ ସ୍ଥାନ ମିଳିଅଛି । ଏହା ବ୍ୟତୀତ ପୂର୍ବ କାଳରେ ମୁନିରୁଷି ମାନେ ଯେଉଁ ସବୁ ଗ୍ରନ୍ଥ ର ରଚନା କରୁଥିଲେ ତାହା ମଧ୍ୟ ମୟୁର ପଙ୍ଖ ସାହାଯ୍ୟରେ ଲେଖନୀୟ ହେଉଥିଲା ।

ଆସନ୍ତୁ ଜାଣିବା ମୟୁର ପଙ୍ଖ ସମ୍ବନ୍ଧରେ କିଛି ବିଶେଷ କଥା ।

୧- ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଜ ବାସଗୃହ ରେ ୨ ଟି ମୟୂର ପଙ୍ଖ ରଖିଥାଏ, ସେହି ବ୍ୟକ୍ତି ଘରେ କେହି ମଧ୍ୟ କେବେ ଅଲଗା ହୁଅନ୍ତି ନାହିଁ । ଦୁଇଟି ମୟୂର ପଙ୍ଖ ଏକତ୍ର ରଖିବା ଦ୍ଵାରା ଘର ପରିବାର ସର୍ବଦା ଏକତ୍ର ରହିଥାଏ ।

୨- ଯେଉଁ ବ୍ୟକ୍ତି ନିଜ ପାଖରେ ସର୍ବଦା ମୟୂର ପଙ୍ଖ ରଖିଥାଏ, ସେହି ବ୍ୟକ୍ତିର କେବେ ମଧ୍ୟ ଅମଙ୍ଗଳ ହୋଇନଥାଏ । ତାହା ସହିତ ଘଟିବାକୁ ଯାଉଥିବା ସମସ୍ତ ବଡ ଦୁର୍ଘଟଣା ଠାରୁ ସେ ବଞ୍ଚି ଯାଇଥାଏ ।

୩- ମୟୂର ପଙ୍ଖ କୁ ନିଜ ଘରେ ସର୍ବଦା ରଖିବା ଦ୍ଵାରା ନକାରାତ୍ମକ ଊର୍ଜା ର ବିନାଶ ହୋଇଥାଏ ଏବଂ ସକାରତ୍ମକତାର ବାସ ହୋଇଥାଏ ।

୪- ବନ୍ଧୁଗଣ, ଯଦି ଆପଣଙ୍କ ସନ୍ତାନ ଙ୍କ ପାଠ ପଢା ରେ ମନ ଲାଗୁ ନାହିଁ ଅଥବା ସେ ଶିକ୍ଷା ଅଧ୍ୟୟନ ନିମନ୍ତେ ଅଗ୍ରସର ହେଉନଥାଏ ତେବେ ଆପଣ ନିଜ ସନ୍ତାନ ଙ୍କ ସ୍କୁଲ ବ୍ୟାଗ ରେ ମୟୂର ପଙ୍ଖ ରଖି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ପିଲା ବୁଦ୍ଧିମାନ ହୋଇଯିବେ ।

୫- ଆପଣଙ୍କ ପର୍ସ ଅଥବା ଡାଇରି ରେ ମୟୂର ପଙ୍ଖ ରଖିଲେ, ରାହୁ ଦୋଷ ଆପଣଙ୍କୁ ପ୍ରଭାବଇତ କରିନଥାଏ ।

୬- ବନ୍ଧୁଗଣ, ମୟୁର ର ପ୍ରିୟ ଆହାର ସର୍ପ ଅଟେ । ଏଣୁ ଆପଣ ରହୁଥିବା ସ୍ଥାନ ରେ ମୟୂର ପଙ୍ଖ ରଖିଲେ, ସେଠାକୁ ସର୍ପ ପ୍ରବେଶ କରିନଥାଏ ।

୭- ବନ୍ଧୁଗଣ ମୟୂର ପଙ୍ଖ କୁ ମୁଣ୍ଡ ରେ ଧାରଣ କରିବା ଦ୍ଵାରା ବିଦ୍ୟା ଲାଭ ହୋଇଥାଏ ।

୮- ବନ୍ଧୁଗଣ ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଯଦି ବାସ୍ତୁ ର ବିରୋଧ ଅଟେ ତେବେ ଆପଣ ଘରର ମୁଖ୍ୟ ଦ୍ଵାରରେ ୩ ଟି ମୟୂର ପଙ୍ଖ ସ୍ଥାପିତ କରନ୍ତୁ । ଏହା ସହିତ ମୟୂର ପଙ୍ଖ ତଳେ, ଭଗବାନ ଶ୍ରୀ ଗଣେଶ ଙ୍କ ଫଟୋଚିତ୍ର ସ୍ଥାପିତ କରିବା ଦ୍ଵାରା ସମସ୍ତ ବାସ୍ତୁ ଦୋଷ ର ନିବାରଣ ହୋଇଥାଏ ।

୯- ଯଦି ଆପଣଙ୍କ ଜୀବନରେ ଅତ୍ୟଧିକ ବିପତି ତଥା କଷ୍ଟ ଆସିଯାଏ ତେବେ, ଆପଣଙ୍କ ଘର ତଥା ବେଡ ରୁମ ର ଅଗ୍ନି କୋଣ ରେ ମୟୁର ପଙ୍ଖ ଲଗାଇବା ଉଚିତ ।

ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *