ମେହନ୍ଦିରେ ମିଶାନ୍ତୁ ଏହି ୩ ଟି ଜିନିଷ, କେଶର ସମସ୍ତ ସମସ୍ୟାରୁ ମିଳିବ ମୁକ୍ତି- Swami Ramdev

କମ ବୟସରେ କେସ ଧଳା ହେବା ପଛରେ କିଛି କାରଣ ଥାଇପାରେ, ଏହା ଭିତରୁ କେତେକ ଜେନେଟିକ ହୋଇପାରେ ତ ଆଉ କିଛି ଅବହେଳା କାରଣରୁ କେସ ଧଳା ହୋଇଥାଏ । ଭୁଲ ଖାଇବା ପିଇବା ଓ ଶରୀରରେ ପୋଷାକ ତତ୍ଵର କମି ଦ୍ଵାରା ମଧ୍ୟ ଅସମୟରେ ଧଳା କେସର ସମସ୍ୟାକୁ ନେଇ ଲୋକ ଅସୁବିଧାରେ ପଡିଥାନ୍ତି । ଆଜିର ସମୟରେ ଚିନ୍ତା ଓ ଧୁଳି ମାଟି ଭିତରେ କେବଳ ଲୋକମାନଙ୍କ ସ୍ୱାସ୍ଥ୍ୟ ନୁହେଁ କେସ ମଧ୍ୟ ପ୍ରଭାବିତ ହେଉଛି ।

ଏହି କାରଣରୁ କେବଳ ବୃଦ୍ଧଙ୍କର ନୁହେଁ ଯୁବକ ଯୁବତୀ ମାନଙ୍କର କେସ ମଧ୍ୟ ଧଳା ହେଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକ ବହୁତ ହେୟାର କେମିକାଲ ଯୁକ୍ତ ହେୟାର ପ୍ରୋଡକ୍ଟର ବ୍ୟବହାର କରୁଛନ୍ତି । ଏଥିରେ ଥିବା ରାସାୟନିକ ପଦାର୍ଥ କେସକୁ ଅଧିକ ଡ୍ୟାମେଜ କରିପାରେ । ଯେବେ ଘରେଲୁ ଉପାୟର ବ୍ୟବହାର କେସ କଳା ରହିଥାଏ ଓ ସେଥିରେ ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ ।

କଳା ଓ ଚମକଦାର କେସ ପାଇଁ ମେହନ୍ଦିର ବ୍ୟବହାର ବହୁତ ଭଲ ହୋଇଥାଏ । ମେହେଣ୍ଡିରେ କିଛି ଜିନିଷ ମିଶାଇକି ଆପଣ ଏହାକୁ ବେସୀ ପ୍ରଭାବୀ ବନେଇପାରିବେ । ଆସନ୍ତୁ ଜାଣିବା କର୍ପୁର – ମେହେନ୍ଦିରେ ସର୍ବ ପ୍ରଥମେ କର୍ପୂରକୁ ଗୁଣ୍ଡ କରି ଭଲରେ ମିଶାଅ । ତାପରେ ଏଥିରେ ପାଣି ଢାଳି ସେଥିରେ ମିକ୍ସ କରନ୍ତୁ । ଏହି ମିଶ୍ରଣରେ କିଛି ବାଦାମ ତେଲ ମିଶାନ୍ତୁ ଏହି କଥାର ଧ୍ୟାନ ରଖିବେକି ଏହି ମେହେନ୍ଦିର ପେଷ୍ଟ ଗାଢା ହେବା ଉଚିତ ।

ଏବେ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ ଓ ସୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଏମିତି ଚାରି ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ଵାରା କେସ ମଜଭୁତ, ଘନା, ଓ କଳା ହେବ । ଏହି ଉପାୟର ବ୍ୟବହାର ଆପଣଙ୍କୁ ସପ୍ତାହରେ ଗୋଟେଥର କରିବେ ।

କଫି – କଫି ପାଉଡରକୁ ପାଣିରେ ଠିକସେ ମିଶାଇ ଦିଅନ୍ତୁ, ତା ପରେ ଏହି ମେହେନ୍ଦି ପାଉଡରରେ ଏହି କଫିର ଘୋଳକୁ ଭଲରେ ମିଶାଇ ଦିଅନ୍ତୁ । ଧ୍ୟାନ ରଖିବେ ପେଷ୍ଟ ଅଳ୍ପ ଗାଢ ହେବା ଦରକାର, ଏହି ହେୟାର ମାସ୍କକୁ କେସରେ ଓ ସ୍କେଲପରେ ଭଲରେ ଲଗାନ୍ତୁ । ଏହାକୁ ଲଗାଇ କମସେ କମ ଲଗାଇ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ କେଶକୁ ପଲିଥିନରେ କଭର କରି ଦିଅନ୍ତୁକି ରଙ୍ଗ କେଶରେ ଭଲରେ ଲାଗୁ । ଏହାପରେ କେଶକୁ ସେମ୍ପୁରେ ଧୋଇ କଣ୍ଡିସନର ଲଗାନ୍ତୁ । ଏହି ମିଶ୍ରଣକୁ ତିନ ସପ୍ତାହରେ  ଗୋଟେଥରେ ନିଶ୍ଚିତ ରୂପରେ ଲଗାନ୍ତୁ, ବହୁତ ଜଲ୍ଦି ପରିଣାମ ମିଳିବ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *