1 ରୁ 31 ମେ 2023, ମେଷ ରାଶି ଆପଣଙ୍କ ପାଇଁ ଭୟଙ୍କର କଥା… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଆସନ୍ତା ମେ ମାସରେ ମେଷ ରାଶିର ସଂପୂର୍ଣ୍ଣ ରାଶିଫଳ ବିଷୟରେ । ମେଷ ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପାରିବାରିକ, ଦାମ୍ପତ୍ୟ, ପ୍ରେମ ଜୀବନ, ବ୍ୟାପାର ବାଣିଜ୍ୟ, ଇନକମ, ଚାକିରି କ୍ଷେତ୍ରରେ ସମୟ କିପରି ରହିବ ଆସନ୍ତୁ ଜାଣିବା । ମେଷ ରାଶିର ବ୍ୟକ୍ତି ଏହି ସମୟରେ ନିବେଶ କରିଲେ ଲାଭବାନ ହେବେ । ଚାକିରିରେ ପରିବର୍ତ୍ତନ ହେବ । କ୍ଯାରିୟର ପାଇଁ ସମୟ ଲାଭଦାୟକ ହେବ ।

ଆପଣଙ୍କର ସ୍ୱାସ୍ଥ୍ୟ ରେ କିଛି ଚେଞ୍ଜ ହୋଇପାରେ । ମେ ୧୩ ପରେ ମେଷ ରାଶିରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ଏହା ପରେ ଦେଖିବାକୁ ୧୪ ରୁ ୩୧ ମେ ଯାଏଁ ସ୍ଥିତି ଭଲ ରହିବ । ମେ ୧ରୁ ୧୦ ଯାଏଁ ଯାତ୍ରାରେ ଆପଣଙ୍କର ଖର୍ଚ୍ଚ ହେବ । ତୀର୍ଥ ଯାତ୍ରାରେ ଯୋଗ ଅଛି । ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ । ୧୧ରୁ ୩୧ ମେ ଯାଏଁ ଅନେକ ଜାଗରୁ ଧନ ପ୍ରାପ୍ତ ହୋଇପାରେ ।

ପ୍ରଥମେ ଚାକିରି ରୁ ଅଚାନକ ବୃଦ୍ଧି ହୋଇପାରେ କିମ୍ବା କେହି ଚିହ୍ନା ଜଣା ବ୍ୟକ୍ତିଙ୍କ ଠାରୁ ଧନ ପ୍ରାପ୍ତ ହୋଇପାରେ । ମେ ମାସରେ ଧନ ପ୍ରାପ୍ତ ହେବ । ଧନ ଜନିତ କିଛି ଗତି ବିଧି କରିବାର ଥିଲେ ମେ ମାସରେ କରନ୍ତୁ । ଏହି ମାସରେ ପରିବାର ଭାବୁକ ରେ ସ୍ଵାମୀ ଚନ୍ଦ୍ରମା ଅଟନ୍ତି । ମାତା ପିତା ଙ୍କୁ ହାଲକା ଆଘାତ ଲାଗିପାରେ । ସେମାନଙ୍କର ଗୋଡ ର ସମସ୍ୟା ହୋଇପାରେ । ସମୁଦ୍ର ନା ନଦୀକୁ ଯାତ୍ରା କରିପାରନ୍ତି ।

ଯାତ୍ରା ସମୟରେ ସତର୍କ ରୁହନ୍ତୁ । ସନ୍ତାନ ଭାବୁକ ସୂର୍ଯ୍ୟ ଅଟନ୍ତି । ମେ ୧ରୁ ୩୧ ଯାଏଁ ବଡ ସନ୍ତାନ ମାନଙ୍କର ସରକାରୀ ନୋଟିସ ଆସିପାରେ । ସେମାନଙ୍କର ଚାଲାଣ କଟିପାରେ । ଛୋଟ ସନ୍ତାନ ମାନଙ୍କର ପେଟ ଜନିତ ସମସ୍ଯା ହୋଇପାରେ ମେ ୧୩ ଯାଏଁ । ମେ ୧୪ ରୁ ୩୧ ଯାଏଁ ସନ୍ତାନ ମାନଙ୍କର ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ଆଉ ଏହି ମାସ ଟି ସାଧାରଣ ଭାବେ ବ୍ଯତୀତ ହେବ ।

ମେଷ ରାଶିର ଜାତକ ଚାକିରି କରୁଥିଲେ ମେ ୧ ରୁ ୩୧ ଯାଏଁ ବୁଧଙ୍କର ଜବରଦସ୍ତ ଯୋଗ ବନୁଛି । ଚାକିରିରେ ଅଟକିଥିବା କାମ ପୁରା ହେବ । ଧନ ଜନିତ ଯାହା କାମ ଅଟକିଥିଲା ତାହା ପୂରଣ ହେବ । ପୁରୁଣା ଚାକିରି ବଦଳରେ ନୂତନ ଚାକିରି ର ଅଫାର ମିଳିପାରେ । ମେ ମାସରେ ନୂଆ ପ୍ରୋଜେକ୍ଟ ମିଳିପାରେ ।

ବହୁତ ବଡ ପରିବର୍ତ୍ତନ ମେ ମାସରେ ଆସିପାରେ । ମେ ମାସରେ ଲଭ ମେଟ ଙ୍କ ପାଇଁ ସମୟ ଭଲ ରହିବ । ଆପଣଙ୍କ ସାଥିଙ୍କର ସ୍ୱାସ୍ଥ୍ୟ ସମସ୍ଯା ରହିପାରେ । ଯାତ୍ରା କରିବାର ନଜର ଆସୁଛି । ଦାମ୍ପତ୍ୟ ଜୀବନରେ ମେ ୧ରୁ ୩୧ ଯାଏଁ ନଦୀ, ପାହାଡ, ସମୁଦ୍ର ଯାତ୍ରା କରିବାର ନଜର ଆସୁଛି । ବ୍ୟାପାରୀଙ୍କ ପାଇଁ ଅଧିକ ଲାଭବାନ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *