ମେଷ ରାଶିର ବ୍ୟକ୍ତି ହୋଇଯାନ୍ତୁ ସାବଧାନ, ଜୁନ ମାସ ଆପଣଙ୍କ ପାଇଁ ଆଣିପାରେ ବିପଦ

ଆପଣମାନେ ଜାଣିଥିବେ କେମିତି କାରୋନା ମହାମାରୀ ଏବେ ନିଜର ଭୟଙ୍କର ତାଣ୍ଡବ ରଚି ଚାଲିଛି । ଏହି ମହାମାରୀ ବର୍ତମାନ ସମୟରେ ବହୁତ ଗୁଡିଏ ସଂସାର ଉଜାଡି ସାରିଛି । ବହୁତ ପରିବାର ଅନାଥ ହୋଇଯାଇଛି । ଦିନକୁ ଦିନ ଦେଶରେ ଏହି ମହାମାରୀ କାରଣରୁ ମୃତ୍ୟୁ ସଙ୍କୟା ବଢି ଚାଲିଛି ।

ତେବେ ଏହି ସମୟରେ ଯାନୀ ରଖିବା ଉଚିତ ଯେ ଆଗମୟ ଦିନଗୁଡିକ ଆପଣଙ୍କ କିପରି କାଟିବ? ଆଗାମୀ ମାସ ଗୁଡିକ ଆପଣଙ୍କ ପାଇଁ କେତେ ଶୁଭମୟ ହେବ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସମସ୍ତ ରାଶିର ପ୍ରଭାବ କିଛିନା କିଛି ଭଲ ରହିଥିବା ବେଳେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୧ ଜୁନ ମାସ କିଛି ଶୁଭ ସଙ୍କେତ ଆଣୁନାହିଂ । ଏହି ମାସରେ ମେଷ ରାଶିର ବ୍ୟକ୍ତିଙ୍କ ଉପରେ ସମସ୍ତ ଗ୍ରହଙ୍କ କିଛି ନା କିଛି ଖରାପ ପ୍ରଭାବ ପଡିବ ।

ତେଣୁ ଏହି ପରିସ୍ଥିତିରେ ଏହି ବ୍ୟକ୍ତି ମାନଙ୍କୁ ସତର୍କ ରହିବା ଉଚିତ । ଏହା ସହିତ ଆମେ ଏହି ସବୁ ଡୋସାକୁ କାଟିବା ପାଇଁ କିଛି ସରଲା ଉପାୟ କହିବୁ ଯାହା ଆପଣ ନିଜ ଠାକୁର ଘରେ କରି ପାରିବେ । ମେଷ ରାଶିର ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି ଓ ମଙ୍ଗଳ ମିଥୁନ ରାଶିରେ ବାସ କରୁଛନ୍ତି । ଏହା ସହିତ ମଙ୍ଗଳ ୨ ତାରିଖ ପରେ କର୍କଟ ରାଶିକୁ ଆସିଯିବେ, ଯାହା ଏକ ନୀଚ ରାଶି ଅଟେ । ତେବେ ରାଶିର ସ୍ଵାମୀ ଯେବେ ନୀଚ ଶ୍ରେଣୀକୁ ଆସିଥାନ୍ତି ତାର ଅର୍ଥ ଏହଜେ ଯେଉଁ କ୍ଷେତ୍ରରେ ଆପଣ ଉର୍ନତି କରିବାକୁ ଆସା ରଖିଛନ୍ତି ।

ସେହି କ୍ଷେତ୍ରରେ କିଛିନା କିଛି ଅଘଟଣ ଘଟିବାକୁ ଯାଉଛି । ଆପଣଙ୍କ ରାଶିରେ ମଙ୍ଗଳ ଗ୍ରହର ସ୍ଥିତି ଠିକ ଭାବେ ରାହୁନଥିବା ବେଳେ ଏହି ରାଶି ଉପରେ ଶନିଙ୍କ କୁ ଦ୍ରୁଷ୍ଟି କିଛି ମାତ୍ରାରେ ରହୁଛି । ଏହି ଦୁଇଟି ଗ୍ରହଙ୍କ ସ୍ଥିତିକୁ ଲକ୍ଷ୍ଯକରି ଜଣା ପଡୁଛି ଯେ ଜୁନ ମାସଟି ମେଷ ରାଶି ପାଇଁ ଭଲ ରହୁନାହିଂ । ଏହି ମାସରେ ଆପଣ ଆର୍ଥିକ ସଙ୍କଟରେ ଗତି କରିବେ । ନିଜର ଆୟଠାରୁ ବ୍ୟୟ ଅଧିକ ରହିବ ।

ଏହା ସହିତ ଯେହେତୁ ଜୁନ ୧୦ ତାରିଖରେ ସୂର୍ଯ୍ୟ ପରାଗ ରହୁଛି ଏହା ନିଶ୍ଚିତ ରୂପରେ ଆପଣଙ୍କ ରାଶିରେ କିଛି କୁ ପ୍ରଭାବ ପକାଇବ । ଆପଣ ଯଦି କୌଣସି ପ୍ରକାରର ଯାନବାହାନ କ୍ରୟ କରିବାକୁ ଚିନ୍ତା କରିଛନ୍ତି ତେବେ ଏହି ଚିନ୍ତା ଜୁନ ମାସ ପାଇଁ ଦୂରେଇ ଦିଅନ୍ତୁ । ଏହିମାସରେ ବିଦ୍ୟାର୍ଥୀଙ୍କ ପାଇଁ କିଛି ଭଲ ରହିବା ନାହିଂ । ପାରିବାରିକ କଳହ ରହିବା, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ରହିବାର ସମ୍ଭାବନା ରହିଛି । ତେଣୁ ନିଜ ବାଣୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । କିନ୍ତୁ ଏହା ପରେ ଆପଣଙ୍କ ଭାଗ୍ୟ ଭଲ ରହିବା ଏବଂ ଏହି କଠିନ ସ୍ଥିତିକୁ ସାଧାରଣ ରଖିବା ।

ଜୁନ ୨୦ ତାରିଖ ପରେ ଆପଣଙ୍କ ସ୍ଥିତି ଭଲ ହେବାରେ ଲାଗିବା । ଅପନକ ରାଶିରେ ସୁକରଙ୍କ ସ୍ଥିତି ଭଲ ରହିଛି ଯାହାକି ଏକ ଭଲ ସଙ୍କେତ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସାଧାରଣ ରଖିବାରେ ସହାୟକ ହେବ । ଆପଣଙ୍କ ରାଶିରେ ମଧ୍ୟ ୨-୩ ଦିନ ପାଇଁ ରାଜଯୋଗ ରହିଛି ତେଣୁ ଏହି ସମୟରେ ଆପଣଙ୍କ ସମସ୍ତ ଅସୁବିଧା ଦୂର ହୋଇଯିବ । ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଜୁନ ମାସଟି ମେଷରାଶିର ବ୍ୟକ୍ତିଙ୍କ ପାଇଁ ଭଲ ନଥିବା ବେଳେ ଜୁଲି ମାସଟି ଏହି ଲୋକଙ୍କ ପାଇଁ ଖୁସି ଆଣିଦେବ ।

Leave a Reply

Your email address will not be published. Required fields are marked *