ମେ ମାସରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ ଏବଂ କେଉଁ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ତାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛି । କେଉଁ ଗ୍ରହ ଏମାନଙ୍କ ଜୀବନରେ ରଙ୍ଗ ଭାରି ଦେବେ, କେଉଁ ଗ୍ରହ ଆପଣଙ୍କୁ କିଛି କଷ୍ଟ ଦେଇପାରନ୍ତି ବା ସଫଳା ଦେବେ ଆସନ୍ତୁ ଜାଣିବା ।
ଦେଖନ୍ତୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏଥର ସ୍ଥିତି ବହୁତ ଭଲ ରହିବାର ଅଛି । ସୂର୍ଯ୍ୟ, ଶୁକ୍ରଙ୍କର ରାଶି ପରିବର୍ତ୍ତନ କାରଣରୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅଜଣା ରହସ୍ୟ ନେଇକି ଆସୁଛି । ଏପରି କିଛି ଘଟିବ ଯାହା ଆପଣ ପୂର୍ବରୁ ଚିନ୍ତା କରିନ ଥିବେ । କିଛି ଗ୍ରହ ଆପଣଙ୍କ ପକ୍ଷରେ ଓ ଆପଣଙ୍କ ପାଖରେ ନାହାନ୍ତି । ସେଥିପାଇଁ ବିଶେଷ ଉପାୟ କରିବାକୁ ହେବ ।
ସରକାରୀ କାମରେ ବିଘ୍ନ ଆସିପାରେ । ରାଜନୀତି କାମ ସତର୍କତାର ସହ କାରଣରୁ । ପୁରୁଣା ଆଘାତ ଦ୍ଵିତୀୟ ଥର ଲାଗିପାରେ । ହାର୍ଟ, ବ୍ଲଡ଼ ପ୍ରେସର ଥିବା ରୋଗୀ ସତର୍କ ରୁହନ୍ତୁ । ଆଖିର ବିଶେଷ ଯତ୍ନ ନିଅନ୍ତୁ । ସ୍ଥାନ ପରିବର୍ତ୍ତନ ହେବାର ଅଛି । ଏହା ବିଶେଷ ସରକାରୀ କ୍ଷେତ୍ରରେ ଦେଖା ଯାଇପାରେ । ଏଥିପାଇଁ ସୂର୍ଯ୍ୟଙ୍କର ଉପାୟ କରନ୍ତୁ । ପୁତ୍ରଙ୍କ ସହ ସମସ୍ଯା ରହିପାରେ ।
ପୁତ୍ର ସନ୍ତାନର ଯୋଗ ନାହି । ଶୁକ୍ର ସମ୍ବଧିତ ପ୍ରତେକ କାମରେ ଲାଭ ଦେଖିବାକୁ ମିଳିବ । ସୁନା ବେପାର, ସାଜସଜା ବ୍ୟାପାର କରୁଥିଲେ ଲାଭବାନ ହେବେ । କଳାକାର, ଗୀତ, ଲେଖକ, ହୋଟେଲରେ ଟ୍ରାଭେଲ ଲାଇନରେ ଶୁଭ ପରିଣାମ ମିଳିବ । ଟିଭି, ଫିଲ୍ମ, ମଡେଲିଙ୍ଗ କରୁଥିଲେ ଲାଭପ୍ରଦ ହେବେ । ଆପଣଙ୍କର କଳା ଦ୍ଵାରା ମାନ ସମାନ ଓ ଧନ ଏକତ୍ର କରିପାରିବେ ।
ଶୁକ୍ରଙ୍କର ମଜବୁତ ସ୍ଥିତି କାରଣରୁ ମ୍ୟାରେଡ ଲାଇଫ ପାଇଁ ସ୍ଥିତି ଭଲ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଲମ୍ବା ସମୟରୁ ବିବାହର ଅପେକ୍ଷା କରୁଥିଲେ ସମୟ ଭଲ ଆସୁଛି । ଏହି ବର୍ଷ ଆପଣଙ୍କୁ ଭଲ ଜୀବନସାଥି ମିଳିପାରେ । ଧାନ କ୍ଷେତ୍ରରେ କିଛି ସମସ୍ଯା ଥିଲେ ଏହା ଦୂର ହେବ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କୁ ମିଳିବ ।
ଖେଳକୁଦ, ମନୋରଞ୍ଜନ କ୍ଷେତ୍ରରେ ଧନ ଓ ନାମ ଅର୍ଜନ କରିବେ । ରୋମାଣ୍ଟିକ ସ୍ଵଭାବର ରହିବେ । ସୁଖରେ ବୃଦ୍ଧି ହେବ । ବାଣିଜ୍ୟରେ ବୃଦ୍ଧି ହେବ । କାହା ସହ କଥା ହେବା ସମୟରେ ବାଣୀ ଉପରେ ସଂଯମ ରଖନ୍ତୁ । ବିଦ୍ୟାର୍ଥୀ ମହତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପ୍ରାପ୍ତ ହେବ । ଗଣିତ କ୍ଷେତ୍ରରେ ବହୁତ ଭଲ ରେଜଲ୍ଟ କରିବେ ।
ଓକିଲ, ଉପଦେଷ୍ଟା କ୍ଷେତ୍ରରେ ପଢୁଥିଲେ ଲାଭ ହେବ । ପରାକ୍ରମରେ ବୃଦ୍ଧି ହେବ । କୋର୍ଟ କଚେରୀର ପୁରୁଣା ବିବାଦର ସମାଧାନ ହେବ । କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ବହୁଥିବା ଜଳରେ ମାସର ପ୍ରଥମ ରବିବାର ଦିନ ଗୋଟେ ତମ୍ବାର କଏନ ବା ଖଣ୍ଡ ଭସାଇ ଦିଅନ୍ତୁ । ଯାହା ସମସ୍ଯା ଥିବା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।