ନବବର୍ଷର ଆଗମନ କିଛି ରାଶିର ଲୋକଙ୍କ ପାଇଁ ଖୁସି ଆଣି ଭେଟି ଦେଇଥାଏ ତ କିଛି ରାଶିର ଲୋକଙ୍କ ପାଇଁ ଦୁଃଖ । ବର୍ଷର ପରିବର୍ତ୍ତନ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । କାରଣ ସମୟ ହାତରେ ମଣିଷର ଭାଗ୍ୟର ଡୋରୀ ବନ୍ଧା । ତେବେ ଆଉ ଅଳ୍ପ ଦିନ ମଧ୍ୟରେ ଆସିବାକୁ ଯାଉଥିବା ନୂତନ ବର୍ଷ ୨୦୨୩ ରେ ୧୨ଟି ରାଶି ପାଇଁ କେମିତି ସମୟ ରହିବ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।
ମେଷ ରାଶି : ଆପଣଙ୍କ ପାଇଁ ୨୦୨୩ ବର୍ଷ ବହୁତ ଭଲ ରହିବ । ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତାର ଅଧିକ ସମ୍ଭାବନା ରହିବ ।
ବୃଷ ରାଶି : ଜୀବନରେ ଏମିତି କିଛି ପରିବର୍ତ୍ତନ ହେବ ଯାହା ଆପଣ କେବେ ଚିନ୍ତା କରି ନ ଥିବେ । ଦାଂପତ୍ଯ ଜୀବନ ଓ ବ୍ୟବସାୟରେ ଅନେକ ସଫଳତା ଆସୁଛି ।
ମିଥୁନ ରାଶି : ଆପଣଙ୍କ ପାଇଁ ନବରସ ବିଶେଷ ଫଳପ୍ରଦ ହେଉ ନାହି । ଜୀବନ ସାଧାରଣ ରହିବାର ଅଛି । ମହତ୍ବପୂର୍ଣ୍ଣ ନିସ୍ପତି ନେବା ଆଗରୁ ବିଚାର କରନ୍ତୁ ।
କର୍କଟ ରାଶି : ଆପଣଙ୍କ ପାଇଁ ନବବର୍ଷ ଠାରୁ ଯେମିତି ଚାହିଁବେ ସେମିତି କରିପାରିବେ । ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ ।
ସିଂହ ରାଶି : ଆପଣଙ୍କୁ ମାନ ସମାନ, ପଦ ପ୍ରତିଷ୍ଠା ହେବ । ସମାଜରେ ଖ୍ୟାତି ବଢିବ । ଲୋକଙ୍କ ପାଇଁ ଆଦର୍ଶ ହେବେ । ଶିଂଗଲ ଲୋକଙ୍କ ପାଇଁ ବିବାହର ଯୋଗ ଅଛି । ସଂପୂର୍ଣ୍ଣ ବର୍ଷଟି ଦାଂପତ୍ଯ ଜୀବନ ଭଲ ରହିବ ।
କନ୍ୟା ରାଶି ; ନବବର୍ଷଟି ଆପଣଙ୍କ ପାଇଁ ବେସ ଫଳଦାୟକ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବା ସହ ମାନ ସମ୍ମାନରେ ବୃଦ୍ଧି ହେବ । ପରିଶ୍ରମ ଅଧିକ କରିବେ ।
ତୁଳା ରାଶି : ନୂଆବର୍ଷ ଆପଣଙ୍କ ପାଇଁ ସୁଖ ସମୃଦ୍ଧି ନେଇକି ଆସୁଛି । ପାରିବାରିକ କଳହ ଦୂର ହେବ । ନିଜ ପାଇଁ ଘର କରିବାର ସ୍ଵପ୍ନ ସଫଳ ହେବ ।
ବିଛା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ବେସ ଫଳପ୍ରଦ ରହିବ । କାର୍ଯ୍ୟ କ୍ଷେତ୍ରରେ ଆଖି ଦୃଷ୍ଟିଆ ସଫଳତା ପାଇବେ । କୌଅଂଶୀ କ୍ଷେତ୍ରରେ ଧନ ନିବେଶ ପାଇଁ ମନ ବଳାଇବେ ।
ଧନୁ ରାଶି : ଏହି ନୂଆବର୍ଷ ଆପଣଙ୍କ ପାଇଁ ବିଭିନ୍ନ ଦିଗରୁ ସଫଳତା ମିଳିବ । ସୁଖ ସମୃଦ୍ଧି ନେଇକି ଆସିବ । ଉନ୍ନତିମୂଳକ କାର୍ଯ୍ୟ କରିବେ । ଦାଂପତ୍ଯ ଜୀବନ ବହୁତ ଭଲରେ କଟିବ ।
ମକର ରାଶି : ଆପଣଙ୍କ ପାଇଁ ନୂଆବର୍ଷ ଫଳପ୍ରଦ ହେଉ ନାହି । ଅଯଥା ଖର୍ଚ୍ଚ ହୋଇପାରେ । ସର୍ବଦା କିଛି ନା କିଛି ଧନ ଜନିତ ସମସ୍ୟା ଲାଗି ରହିବ ।
କୁମ୍ଭ ରାଶି : ଆସୁଥିବା ନୂଆବର୍ଷ ଆପଣଙ୍କ ପାଇଁ ଭଲ ହିଁ ଭଲ ପରିଣାମ ନେଇକି ଆସିଛୁ । ପାରିବାରିକ ସ୍ଥିତି, ସ୍ଵସ୍ଥ, ଚାକିରିରେ ଶୁଭ ପରିଣାମ ମିଳିବ ।
ମୀନ ରାଶି : ଆପଣଙ୍କ ପାଇଁ ନବବର୍ଷ ଅନେକ ସଫଳତା ମିଳିବ । ମାନ ସମ୍ନାନରେ ବୃଦ୍ଧି ହେବ । ଅଧିକରୁ ଅଧିକ ଲୋକ ଆପଣଙ୍କ ସହ ମିସିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।