ମିଛ ପ୍ରେମର 3 ଟି ସଙ୍କେତ, କଣ ଆପଣ ଜାଣିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି କି ନାହିଁ ? ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ମିଛ ଭଲ ପାଇବାର ପ୍ରଥମ ସଙ୍କେତ ହେଉଛି ଯିଏ ସିଧା ଉତ୍ତର କରିଥାନ୍ତି । ଯେଉଁ ମଣିଷ ମିଛ ଭଲପାଇଥାଏ, ସେ ସବୁବେଳେ ସିଧା ଉତ୍ତର କରିଥାଏ । ଉଦାହରଣ ସ୍ୱରୂପ ଯଦି ତମେ ପଚାର କେତେ ଭଲ ପାଉଛ ? ତମ ସାଥୀ କୁହନ୍ତି ମୁ ତୁମକୁ ଭରସାବି କରୁନାହିଁ । ଯଦି ଏମିତି କହୁଛନ୍ତି ସାଇକୋଲୋଜି ହିସାବରେ ସତ ଭଲପାଇବା । ମାନେ ପ୍ରକୃତ ଭଲ ପାଇବା, ଯଦି ତୁମେ ପଚାର କେତେଭଲ ପାଉଛ, ଯଦି ତୁମ ପାର୍ଟନର ଉତ୍ତର ଦିଅନ୍ତି ମୁ ତୁମକୁ ବହୁତ ଭଲ ପାଉଛି, ମୁ ତୁମ ପାଇଁବି ଜୀବନବି ଦେଇପାରିବି । ଜାଣିବେ ଯେ ସେ ତୁମକୁ ମିଛ ଭଲ ପାଉଛି । ଯିଏ ପ୍ରକୃତରେ ଭଲ ପାଏ ବୁଝିସୁଝି ଉତ୍ତର ଦିଏ, ଯିଏ ମିଛ ଭଲ ପାଏ ବହୁତ ବଢେଇ ଚଢେଇ କହିଥାଏ ।

Image Courtesy: Google

ଯିଏ ମିଛ ଭଲ ପାଏ ସେ ତୁମ ଦୁଖ କେବେବି ବୁଝି ପାରେ ନହିଁ । ଉଦାହରଣ ସ୍ୱରୂପ ଯଦି ତୁମ ଦେହ ଖରାପ ହୋଇଛି, ଆପଣଙ୍କ ପାର୍ଟନର ବହୁତ ଦୂରରେ ଅଛନ୍ତି । ଯଦି ଆପଣ ସହକଥା ହେଉଛନ୍ତି ଆପଣଙ୍କ ସାଥି ଆପଣଙ୍କ କଥାରୁ ଓ ଚୁପ ରହିବା କଥାରୁ ଜାଣିପାରୁ ନାହାନ୍ତି କି ଆପଣ ଅସୁସ୍ଥ ଅଛନ୍ତି କି ଜାଣି ମଧ୍ୟ ପଚାରିବାକୁ ଚାହୁଁ ନାହାନ୍ତି, କାରଣ ସେ ଆପଣଙ୍କର କେୟାର କରୁନାହାନ୍ତି, କାରଣ ସେ ଆପଣଙ୍କୁ ଜମା ବି ଭଲ ପାଉନାହାନ୍ତି ଖାଲି ଦିଖବା କରୁଛନ୍ତି । ଆଉ ଯିଏ ବୁଝି ପାରୁଛି ସେ ବହୁତ ଭଲ ପାଉଛି ।

Image Courtesy: Google

ଯିଏ ସଂମ୍ମାନ ଦିଅନ୍ତି ନହିଁ ।  ଯିଏ ମିଛ ଭଲପାଏ ସେ କେବେ ସଂମ୍ମାନ କରନ୍ତି ନହିଁ । ତୁମ କାଥାକୁ କେୟାର କରନ୍ତି ନହିଁ, ଯାହା ଇଚ୍ଛାହୁଏ କୁହନ୍ତି, ତମେ କଣ  ଭାବୁଛ, କଣ କରିବାକୁ ଚାହୁଛ ତାଙ୍କୁ କିଛି ଫରକ ପଡେନି। ଯିଏ ତୁମକୁ ଗାଳି ଗୁଲଜ କରେ ସେ କେବେବି ତୁମକୁ ଭଲ ପାଇପାରେନା ସେ ଖାଲି ଅଭିନୟ କରେ । ଯେ ତୁମର ସଂମ୍ମାନ କରୁନି ସେ କେବେବି ତୁମକୁ ଭଲପାଇପାରିବନି ।ଏଥିରୁ ମଧ୍ୟ ଜାଣିଯିବା କିଏ ତୁମକୁ ପ୍ରକୃତରେ ଭଲ ପାଉଛି ।ଇଏ ଥିଲା କିଛି ସାଇକୋଲଜିକାଲ ଟ୍ରିକ ।

Image Courtesy: Google

ଏହି ଲେଖା ଏନ୍ଟରଟେଂମେଣ୍ଟ, କୌତୁହଳ ବା ଶିକ୍ଷା ପାଇଁ ଲେଖା ଯାଇଛି, ଏହାକୁ ଆପଣ ବେସୀ ଗମ୍ଭୀର ଭାବରେ ନେବେ ନାହିଁ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *