ମିଡିଆ ସାମ୍ନାରେ ଫାଟି ଗଲା Elli Avramଙ୍କ ଡ୍ରେସ ? Towelରେ ଘୋଡାଉଥିବାର Video ହେଲା ଭାଇରାଲ

ବଲିଉଡରେ ଦମଦାର ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତ ହାସଲ କରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତ ଓ ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ଏମିତି କିଛି କାମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଥାନ୍ତି ତ ଆଉ କିଛି କ୍ଷେତ୍ରରେ ଟ୍ରୋଲ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଏଲି ଇବ୍ରାହିମ ନିଜର ଡ୍ରେସକୁ ନେଇ କେମିତି ଅପମାନିତ ହୋଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ବଲିଉଡ ଅଭିନେତ୍ରୀ ଏଲି ଇବ୍ରାହିମ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ବିକିନି ଫୋଟୋ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଫୋଟୋରେ ଏଲି ନିଜର ବଡିକୁ ମେଣ୍ଟେନ କରୁ ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ଏଲି ସିଲଭର ରଙ୍ଗର ବିକିଣି ଡ୍ରେସ କ୍ଯାରି କରି ସମୁଦ୍ର କୂଳରେ ନଯର ଆସୁଛନ୍ତି । ଏହି ଫୋଟୋରେ ସେ ବହୁତ ଗ୍ଲାମରିୟସ ଲାଗୁଛନ୍ତି ।

ଅଭିନେତ୍ରୀ ଏଲିଙ୍କର ଏହି ଫୋଟୋ ଯେତିକି ସୁନ୍ଦର ଲଗୁଛି ସେତିକି ସମୁଦ୍ରର ପରିବେଶ ମଧ୍ୟ ଖୁବ ସୁନ୍ଦର ଲଗୁଛି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ପ୍ରଶଂସା କରିଛନ୍ତି । ଏହି ଫୋଟୋରେ ତାଙ୍କୁ ୩ ଲକ୍ଷରୁ ଅଧିକ ଲାଇକ ମିଳି ସାରିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ହଟ ଫୋଟୋ ସୋସିଆଲ ମିଡିଆରେ ଶେୟାର କରି ସାରିଛନ୍ତି । ସଲମାନ ଖାନଙ୍କ “ବିଗ ବସ” ସୋ ରେ ଲାଇମ ଲାଇଟକୁ ଆସିଥିବା ଅଭିନେତ୍ରୀ ଏଲିଙ୍କର ଏହି ଫୋଟୋ ବହୁତ ବୋଲ୍ଡ ଓ ଗ୍ଲାମରିୟସ ଲଗୁଛି । ଏହି ଭିଡିଓ ରେ ଆପଣ ମାନେ ଏଲି କିପରି ନିଜର ଡ୍ରେସ ସହ ନିଜର ବଡିକୁ ଫ୍ରନ୍ଟ କରୁଛନ୍ତି ତାହା ଦେଖି ପାରିବେ ।

ଏହି ଭିଡିଓ ରେ ଅଭିନେତ୍ରୀ ଏଲି ଏକ ଗୋଲ୍ଡେନ ରଙ୍ଗର ଗାଉନ ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ଗରଜେସ ଲାଗୁଛନ୍ତି । କିନ୍ତୁ ସେ ତାଙ୍କର ଏହି ଡ୍ରେସରେ ଏତେ କମ୍ଫଟେବଲ ନୁହନ୍ତି ଯାହା ପାଇଁ ସେ ଏକ ସଲ କ୍ଯାରି କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହା ସହ ତାଙ୍କର ଏହି ଗାଉନ ଏତେ ଲମ୍ବା ହୋଇଛି କି କେହି ଜଣେ ତାଙ୍କ ପଛରୁ ଗାଉନକୁ ଧରିବାର ନଜର ଆସୁଛି । ଏହି ଗାଉନରେ ହାର୍ଟଶେପ ଥିବାରୁ ଏଲି ନିଜକୁ କମ୍ପର୍ଟ ଫିଲ କରୁ ନାହାନ୍ତି । ଏହି ଗାଉନରେ ଡିପ ନେକ ଥିବାରୁ ଅଭିନେତ୍ରୀ ଏଲି ସଲକୁ ନିଜ ପାଖରୁ ହଟାଇ ନାହାନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ସେ ମ୍ୟୁଟ ଲୂକ ସହ ଏହି ଗାଉନରେ ପୁରା କମ୍ପ୍ଲିଟ ଲାଗୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *