ମିହିର ଦାସଙ୍କ ଝିଅ କିଏ ଜାଣି ଆଶ୍ଚର୍ଯ୍ୟ ହେବେ

ମିହିର ଦାସ ଓଡିଶାର ଏମିତି ଜେନ କଳାକାର ଯିଏ ନିଜ କାମ ପ୍ରତି ବହୁତ ଧ୍ୟାନ ଦିଅନ୍ତି ଓ ନିଜ କାମକୁ ପୂଜନୀୟ ମନେ କରନ୍ତି । ଯେମିତି ବଲୀଉଡ ଇଣ୍ଡଷ୍ଟ୍ରିରେ ଅମିତାବ ବଚ୍ଚନକୁ ମାନ ସମ୍ମାନ ଦିଆ ଯାଇଥାଏ ଠିକ ସେମିତି ଓଡିଶାରେ ମିହିର ଦାସଙ୍କୁ ବହୁତ ମାନ ସମ୍ମାନ ଓ ସେହି ସମାନ ପ୍ରତିଷ୍ଠିତ ମଧ୍ୟ କୁହା ଯାଏ ।

ମିହିର ଦାସ ନିଜ ଜୀବନରେ ବହୁତ କଷ୍ଟ କରି ଆଗକୁ ବଢିଥିଲେ ଓ ଛୋଟ ଛୋଟ ପାଦ ପକାଇ ସେ ଏତେ ବଡ ପଦ ପାଇଛନ୍ତି । ମିହିର ଦାସ ଓଡିଶା ଏମିତି ଜଣେ ମହାନ କଳାକାର ଅଟନ୍ତି ଯିଏ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ପ୍ରତିଷ୍ଠିତ ଅଟନ୍ତି ।

Image Courtesy: Google

ମିହିର ଦାସଙ୍କ ଜନ୍ମ ମହୁରଭଞ୍ଜ ଜିଲାରେ ହୋଇଥିଲା କିନ୍ତୁ ସେ କଟକରେ ବାସ କରନ୍ତି, ମିହିର ଦାସଙ୍କ ଅଭିମନ୍ୟୁ ଚଳଚିତ୍ର ଖଳନାୟକ ଅଭିନୟ କାକାକୁ ଲୋକେ ବହୁତ ପସନ୍ଦ କରିଥିଲେ ଓ ମିହିର ଦାସଙ୍କୁ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବାର ୪୦ ବର୍ଷ ପୁରୀ ଗଲାଣି କିନ୍ତୁ ଆଜିବି ସେ ଜଣେ ଲେଜେନଡ୍ରି ଅଭିନେତା ଅଟନ୍ତି । ଦର୍ଶକ ମାନଙ୍କ ମଧ୍ୟରେ ମିହିର ଦାସଙ୍କ ଏହି ଅଭିନୟ ପାଇଁ ଖୁବ ଚର୍ଚା ମଧ୍ୟ ଚାଲିଥିଲା । ମିହିର ଦାସଙ୍କ ଗୋଟେ ପୁଅ ଅଛି ଯାହାଙ୍କ ନାମ ଅମ୍ଳାନ ଦାସ ଅଟେ ।

Image Courtesy: Google

ତେବେ ସେ ବହୁତ ବର୍ଷରୁ କଟକରେ ରହି ଆସିଛନ୍ତି, ଆଜି ଆମେ ଆପଣଙ୍କୁ ମିହିର ଦାସଙ୍କ ପରିବାର ଓ ତାଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ମିହିର ଦାସଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଦାସ ଅଟେ ସେ ଜଣେ ବହୁତ ଭଲ ଗୀତକାର ଏବଂ ବହୁତ ଭଲ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତେବେ ମିହିର ଦାଶ ଏମିତି ଜେନ କଳାକାର ଅଟନ୍ତି ଯିଏ ଅଭିନେତା ପଦରେ ମଧ୍ୟ କାମ କରିଛନ୍ତି ଓ ଦର୍ଶକ ପସନ୍ଦ କରିଛନ୍ତି କିନ୍ତୁ ବର୍ତମାନ ସମୟରେ ସେ ଖଳନାୟକ ଅଭିନୟ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଛି ।

Image Courtesy: Google

ତେବେ ମିହିର ଦାଶଙ୍କ ସ୍ତ୍ରୀ ସଂଗୀତା ଜଣେ ଗାଇକା ଥିଲେ କିନ୍ତୁ ୨୦୧୦ରେ ତାଙ୍କ ମୃତ୍ୟୁ ହୋଇଥିଲା ଯାହା ପରେ ମିହିର ଦାସ ଏକୁଟିଆ ହୋଇଗଲେ ଓ ବର୍ତମାନ ନିଜ ପୁଅ ଅମ୍ଳାନ ଓ ତାଙ୍କ ସ୍ତ୍ରୀ ସହ ବାସ କରୁଛନ୍ତି । ଅମଲାଙ୍କ ଚଳଚିତ୍ର କିଛି ବେସ ପସନ୍ଦ ଦର୍ଶକ କଲେ ନାହିଁ ସେଥିପାଇଁ ୨୦୧୬ରୁ ସେ ଚଳଚିତ୍ର କରିବା ଛାଡି ଦେଇଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ସ୍ନିଗଧା ଦାସ ଅଟେ ଓ ସେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି, ସେ ମିଡିଆରୁ ବହୁତ ଦୂରେଇ ରଖନ୍ତି ।

Leave a Reply

Your email address will not be published. Required fields are marked *