ଆଶ୍ଚର୍ଯ୍ୟ ! ଆମ୍ବ ଗଛରୁ ଲଗାତାର ଝରିଚାଲିଛି କ୍ଷୀର, ପୂଜା କରୁଛନ୍ତି ଲୋକ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ଆସି ପହଞ୍ଚିଛି । ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତୁଙ୍ଗୁରିପାଲି ବାଗତ୍ରିକା ଗାଁ ରେ ଏଭଳି କିଛି ଅଦୃଶ୍ୟ ଘଟଣା ଦେଖିବାକୁ ମିଳିଛି । ଏହି ଗାଁ ରେ କେ ଆମ୍ବ ଗଛରୁ କ୍ଷୀର ଅନବରତ ଭାବେ ବୋହିବାରେ ଲାଗିଛି ଯାହା ସେଠିକାର ଜଣେ ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି । ଗାଁ ର ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ଯେତେବେଳେ ସକାଳେ ରାସ୍ତା ରେ ଯାଉଥିଲେ ସେହି ସମୟରେ ତାଙ୍କର ନଜର ଆମ୍ବ ଗଛ ରେ ପଡିଥିଲା । ସେ ଦେଖିବାକୁ ପାଇଲେ ଯେ ଆମ୍ବ ଗଛ ରୁ କ୍ଷୀର ବାହାରୁଛି । ଏହା ପରେ ସେ ଗାଁ ର ଲୋକ ମାନଙ୍କୁ ସେହି ଆମ୍ବ ଗଛ ପାଖକୁ ଡାକି ସେଠିକାର ସବୁ ଦୃଶ୍ୟ ଦେଖାଇ ଥିଲେ ।

ଏହା ପରେ ଦୂର ଦୁରାନ୍ତର ରୁ ଲୋକ ମାନେ ଆସି ଆମ୍ବ ଗଛ ରେ ଝରୁଥିବା କ୍ଷୀର ଦେଖିବାକୁ ଆସିବାରେ ଲାଗିଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଯେ କିପରି ଭାବେ ଲୋକ ମାନଙ୍କର ଗହଳି ଲାଗିଛି । ଏହା ସହ ଲୋକ ମାନେ ଏହାକୁ ଭଗବାନ ଙ୍କ ଚମତ୍କାର ଭାବି ଧୂପ ଦୀପ ଲଗାଇ ପୂଜା ପାଠ କରିବାରେ ଲାଗିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଲୋକ ମାନେ ଆମ୍ବ ଗଛ ମୂଳେ ପୂଜା କରି କ୍ଷୀର କୁ ପାଦୁକ ଭାବି ତାକୁ ପାଇବାରେ ଲାଗିଛନ୍ତି । କିଛି ଲୋକ ଏମାନେ ଆମ୍ବ ଗଛ କୁ ନତ ମସ୍ତକ ହୋଇ ପ୍ରଣାମ କରିବାରେ ଲାଗିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଏହି ଭଳି ଘଟଣା କିଛି ନୂଆ ନୁହେଁ ଆଗରୁ ମହଦୀ ଏମିତି ଅନେକ ଘଟଣା ସାମନାକୁ ଆସିଛି ।

ତେବେ ସେ ଯାହା ହେଉ ନାଁ କାହିଁକି ସେଠିକାର ଗାଁ ଲୋକ ମାନଙ୍କ ପାଇଁ ଏକା ପ୍ରକୃତିର ଚମତ୍କାର ଅଟେ । ଯାହା ସେମାନେ ନିଜ ଆଖି ରେ ଦେଖି ମଧ୍ୟ ବିଶ୍ଵାସ କରିପାରୁ ନାହାନ୍ତି । ଏଭଳି ବିରଳ ଦୃଶ୍ୟ ଦେଖିବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ଯେ କିପରି ଭାବେ ଓ କେଉଁ କାରଣ ଯୋଗୁ ଆମ୍ବ ଗଛ ରୁ କ୍ଷୀର ବୋହିବାରେ ଲାଗିଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଯେ କିପରି ଭାବେ ପୁରା ଆମ୍ବ ଗଛରୁ କ୍ଷୀର ଲଗାତାର ଭାବେ ବୋହିବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *