ନମସ୍କାର ବନ୍ଧୁଗଣ, ମିନତୀ ବହିଦାର ଯିଏକି ନବ ଦାସଙ୍କ ଘଟଣା ପରଠାରୁ ସାମ୍ନାକୁ ଆସି ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାର ପାତ୍ରୀ ହୋଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର କଥାର ଖୁଲାସ କରୁଛନ୍ତି । ମିଡିଆ ସାମ୍ନାରେ ରାଜନୀତି ସମ୍ପର୍କରେ ନବ ଦାସଙ୍କ ସମ୍ପର୍କରେ ସବୁ କଥା ଖୋଲି କହୁଥିବା ବେଳେ ବର୍ତ୍ତମାନ ତାଙ୍କ ମୁହଁରୁ ବାହାରିଛି ଏକ ବଡ ବୟାନ ଯାହା ସମସ୍ତଙ୍କୁ ଚକିତ କରିସାରିଲାଣି । ତେବେ ମିନତୀ ବହିଦାର ଏଭଳି କେଉଁ ଚାଞ୍ଚଲ୍ୟକର ବଡ ବୟାନ ଦେଇଛନ୍ତି ମିଡିଆ ସାମ୍ନାରେ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ମିନତୀ ବହିଦାର ସ୍ପଷ୍ଟ ଭାବରେ କହିଛନ୍ତି ନବ ଦାସ ଜଣେ କେଳେଙ୍କାରି ନେତା ଥିଲେ । ବହୁତ ଅତ୍ୟାଚାର ସେ କରିଛନ୍ତି ନବ ଦାସ ଜଣେ ବଦନାମୀ ନେତା ଥିଲା ବିଲକୁଲ ମଧ୍ୟ ଭଲ ନେତା ନଥିବାର କଥା କହିଛନ୍ତି ମିନତୀ । ତାଙ୍କ ମୃ-ତ୍ୟୁ ପରେ ଓଡିଶାବାସୀ ବହୁତ ଖୁସି ଥିବାର କଥା ସେ କହିଛନ୍ତି । ସବୁଠାରୁ ବଡ ଚକିତ ବୟାନ ମିନତୀ ଏହା ମିଡିଆ ସାମ୍ନାରେ ରଖିଛନ୍ତି କି ନବ ଦାସଙ୍କ ଝିଅ ଚଣ୍ଡାଲୁଣି ଅଟନ୍ତି ।
ସେ ଚଣ୍ଡାଲୁଣି ଝିଅଟା ଓଡିଶାବାସୀଙ୍କୁ ଠିକରେ ରଖିପାରିବ ନାହିଁ । ଏବଂ ଯେତେ ସବୁ ଅଣଓଡିଆ ଅଛନ୍ତି ସେ ସମସ୍ତେ ଯାଇ ତା ପାଖରେ ଚାମଚା ଗିରି କରିବାର କଥାଟି କହିଛନ୍ତି ମିନତୀ ବହିଦାର । ଏହା ମଧ୍ୟ ମିନତୀ ନିଜର ନିଶ୍ଚିନ୍ତ ମନଭାବରେ କହୁଛନ୍ତି କି ନବ ଦାସଙ୍କୁ ହଟାଇବାରେ BJDର ସମ୍ପୂର୍ଣ ସହଯୋଗ ରହିଛି । ନଚେତ ଏହି ନବ ଦାସ ହିଁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତ ।
ତେଣୁ ଆଗରୁ ତାକୁ ରାସ୍ତାରୁ ହଟାଇ ଦିଆଗଲା । ମିନତୀଙ୍କ କହିବା ଅନୁଯାୟୀ ୨୦୨୪ ମସିହାରେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବ ଦାସ ସମ୍ପୂର୍ଣ ଭାବରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିୟାନର ପତ୍ତା ହଜାଇ ଦେଇଥାନ୍ତେ । ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଇଛାଇ ପ୍ରାର୍ଥୀ ମାରିଥିବାର କଥା ମିନତୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆମ ଓଡିଶାର ନେତା ମାନଙ୍କୁ ଦେଖା ଦେଉ ନଥିବା ବେଳେ ରଣବିର ସିଂ ଯାଇ କୁଣ୍ଢାଇ ପକାଇଲେ ତାକୁ ଦେଖା ଦେଲେ । ସେ କଣ ଓଡିଶାରେ ଆସି ଭୋଟ ଦେଉଛି । ନବୀନଙ୍କୁ ଓଡିଶାବାସୀ ବୋଧେ ପସନ୍ଦ ଆସୁନାହାନ୍ତି ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି ମିନତୀ ଦାସ । ତେବେ ମିନତୀ ଦାସଙ୍କ ଏହିସବୁ ମନ୍ତବ୍ୟ ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।