ବନ୍ଧୁଗଣ ଭଗବାନ ଶନି କର୍ମ ଫଳର ଦାତା ମାନାଯାଏ । ଆପଣଙ୍କୁ କହି ରଖୁଚୁ ମୋକ୍ଷ ରଦନ କରୁଥିବା ଏକମାତ୍ର ଶନିଦେବ ହିଁ ଅଟନ୍ତି । ଶନିଦେବଙ୍କୁ ଅନେକ ଲୋକଙ୍କ ମନରେ ଭୟ ଥାଏ । କିନ୍ତୁ ବାସ୍ତବିକ ଶନିଦେବ ପ୍ରକୃତିରେ ସନ୍ତୁଳନ ବଜାୟ ରଖିଥାନ୍ତି । ଶନି ସବୁ ପ୍ରାଣୀଙ୍କୁ ଉଚିତ ନ୍ୟାୟ ଦେଇଥାନ୍ତି । ଏବ ଦୁଖର ଦିନ ଶେଷ ହେଲା ।
ଯାହା ଫଳରେ ଆଜି ରାତି ଠାରୁ କିଛି ରାଶିଙ୍କ ଉପରେ ଭଗବାନ ଶନିଦେବ ନିଜର କୃପା ବର୍ଷାଇବାକୁ ଯାଉଛନ୍ତି । ଏହି ରାଶିଙ୍କୁ ତାଙ୍କ ଜୀବନରେ ମିଳିବାକୁ ଯାଉଛି ଅପାର ଖୁସି । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମକର ରାଶି : ଆପଣଙ୍କୁ କହି ରଖୁଚୁ ଭଗବାନ ଶନିଦେବଙ୍କ ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ।
ଚାକିରି କରୁଥିଲେ ସେଥିରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଆୟରେ ବୃଦ୍ଧି ହେବ । ବ୍ୟାପାରୀଙ୍କୁ ଅଧିକ ଫାଇଦା ହେବାର ସମ୍ଭାବନା ଅଛି । ଆପଣ ନିଜର ସବୁ କାମ ସଫଳତା ପୂର୍ବକ ପୁରା କରିବେ ।
ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଆସିବାକୁ ଯାଉଛି । ଆପଣଙ୍କର ମାନ, ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା ଦ୍ଵାରା ସମାଜରେ ଆପଣଙ୍କର ପ୍ରଶଂସା ହେବ ।
ବୃଷ ରାଶି : ଭଗବାନ ଶନିଙ୍କ କୃପାରୁ ଶୁଭ ଖବର ମିଳିବାର ଯୋଗ ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ । ଅଟକିଥିବା କାମ ପୁରା ହେବ । ବନ୍ଧୁଙ୍କ ସହ ଭେଟ ହେବ । ଅନେକ ପ୍ରକାରର ଧନ ଲାଭ ଓ ବଡ ବଡ ସଫଳତା ମିଳିବ ।
କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ଧନ ଲାଭ ହେବା ସହ ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ସହ ବେତନ ବୃଦ୍ଧିର ଯୋଗ ଅଛି । ଜୀବନ ସତହୀସାଥିଙ୍କ ସହଯୋଗ ପାଇବେ ।
ସିଂହ ରାଶି : ଆପଣଙ୍କୁ କହି ରଖୁଚୁ ଆପଣଙ୍କ ପାଇଁ ସମୟ ବେହତର ହେବାକୁ ଯାଉଛି । ମାନ ସମ୍ମାନ ମିଳିବ । ସମାଜ ଦ୍ଵାରା ଖୁବ ପ୍ରଶଂସା ହେବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଜୀବନରେ ଭଲ ପରିବର୍ତ୍ତନ ହେବ । ପରିବାରରେ ଖୁଶିର ମାହୋଲ ରହିବ ।
ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳିବ । ଯାହା ଦ୍ଵାରା ଆପଣଙ୍କ ଖୁଶିର ଠିକଣା ରହିବ ନାହି । ଅଟକିଥିବା କାମ ଶନିଙ୍କ କୃପାରୁ ପୂରଣ ହେବ ।
କୁମ୍ଭ ରାଶି : ସଫଳତାର ନୂଆ ଅବସର ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଜୀବନରେ ଆଗକୁ ବଢିବେ । ମଧୁର ବାଣୀ ଦ୍ଵାରା ସବୁ କାମ ସଫଳତା ପୂର୍ବକ ଉରା ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଅଚାନକ ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।