ବନ୍ଧୁଗଣ ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ ଭଗବାନ ଶନିଦେବଙ୍କ କୃପାରୁ ୨୦୨୩ ନୂଆବର୍ଷ ଏପ୍ରିଲ ୨୬ରୁ ୩୦ ଯାଏଁ ରାଶିଙ୍କ ମଧ୍ୟରୁ ଏହି ରାଶି ହେବାକୁ ଯାଉଛି କୋଟିପତି । ଏହି ରାଶିଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି । ଏହି ରାଶିଙ୍କ ପାଇଁ ସମୟ ମହତ୍ବପୂର୍ଣ୍ଣ ରହିବାର ଅଛି । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ।

ସେ ପ୍ରାଣୀଙ୍କୁ ଭଲ କର୍ମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଉଚିତ ଦଣ୍ଡ ଦେଇଥାନ୍ତି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମକର ରାଶି : ଆପଣଙ୍କୁ କହି ରଖୁଛୁ ଆପଣଙ୍କ ଉପରେ ଭାଗଣନ ଶନିଙ୍କ ଅପାର କୃଅପ ଦ୍ରୁଷ୍ଟି ହେବ । ଆପଣଙ୍କୁ ବ୍ୟାପାର ଓ ବ୍ୟବସ୍ୟାରେ ବୃଦ୍ଧି ହେବ । ଧନ ଲାଭର ଯୋଗ ଅଛି । ଘର ପରିବାରରେ ସୁଖ ସମୃଦ୍ଧିର ଆଗମନ ହେବ ।
ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଭଲ ଆସିବାକୁ ଯାଉଛି । ଆପଣଙ୍କର ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ଆପଣଙ୍କୁ ଏବେ ସଫଳତାର ନୂଆ ଅବସର ପ୍ରାପ୍ତ ହେବ ।

ବୃଷ ରାଶି : ଭଗବାନ ଶନିଙ୍କ ଆଶୀର୍ବାଦରୁ ଆପଣଙ୍କୁ ଶୁଭ ଖବର ମିଳିବାର ଯୋଗ ବନୁଛି । ଆପଣଙ୍କର ସବୁ କାମ ପୂରଣ ହେବ । ଆପଣଙ୍କର ଧନ ଜନିତ ସମସ୍ଯା ସବୁ ଦୂର ହେବ । ଯେଉଁ କାମ ବର୍ଷ ବର୍ଷ ହେବ ଅଟକିଥିଲା ତାହା ପୂରଣ ହେବ ।
କନ୍ୟା ରାଶି : ଜଣାଇ ଦେଉଛୁ ଭଗବାନ ଶନିଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଛି । ଆପଣଙ୍କର ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ଉନ୍ନତି ସହ ବେତନ ବୃଦ୍ଧିର ଯୋଗ ଅଛି । ନୂଆ ବାହନ ବା ଘର କ୍ରୟ କରିବାକୁ ଚାହୁଁଥିଲେ ଯୋଜନା ସଫଳ ହେବ ।
ସିଂହ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଏବେ ବେହତର ହେବାକୁ ଯାଉଛି । ଆପଣଙ୍କୁ ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ହେବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ଖବର ମିଳିବାକୁ ଯାଉଛି । ମେହନତର ଫଳ ମିଳିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କ ଖୁଶିର ଠିକଣା ରହିବ ନାହି । ଆପଣଙ୍କୁ ପରିବାରର ତଥା ବନ୍ଧୁଙ୍କ ସହଯୋଗ ମିଳିବ ।
କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ଭଣ୍ଡାର ବର୍ଷିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କ ଜୀବନ ବଦଳିଯିବ । ଆପଣ ଯେଉଁ ମେହନତ କରିଛନ୍ତି ତାହାର ଫଳ ପାଇବେ । ଅଟକିଥିବା କାମ ସଫଳତା ପୂର୍ବକ ପୁରା ହେବ । ପ୍ରତେକ କ୍ଷେତ୍ରରୁ ଲାଭ ହିଁ ଲାଭ ମିଳିବ ।
ମିଥୁନ ରାଶି : ଆୟରେ ବୃଦ୍ଧି ହେବ । ସବୁ କାର୍ଯ୍ୟ ସଫଳତା ପୂର୍ବକ ପୁରା କରିବେ । ଯାହା ଦ୍ଵାରା ଆପଣ ଜୀବନରେ ଆଗକୁ ବଧିବେ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ । ଆପଣ ଦୁଇ ଗୁଣା ଉନ୍ନତି କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।
