ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ ଏହି ରାଶିକୁ 2 ରୁ 8 ମାର୍ଚ୍ଚ ମିଳିବ ବଡ ଖୁସି ଖବର… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମରେ ଅନେକ ଦେବୀ ଦେବତାଙ୍କ ନାମ ରହିଛି । ସେହି ଦେବତାଙ୍କ ମଧ୍ୟରୁ ଜଣଙ୍କ ନାମ ଶନିଦେବ ଙ୍କ ରହିଛି । ଭଗବାନ ଶନି ସର୍ବୋଚ୍ଚ ନ୍ୟାୟାଧୀଶ ଅଟନ୍ତି । ଭଗବାନ ଶନି ଅନୁଚିତ କାମ କରୁଥିବା ବ୍ୟକ୍ତିଙ୍କୁ ସମୟ କ୍ରମେ ଉଚିତ ଦଣ୍ଡ ଦେଇଥାନ୍ତି । ଶନି ସୂର୍ଯ୍ୟ ପୁତ୍ର ଓ କର୍ମ ଫଳର ଦାତା ମାନା ଯାଇଥାଏ । ଭଗବାନ ଶନି ଏକମାତ୍ର ମୋକ୍ଷ ପ୍ରଦାନ କରୁଥିବା ଦେବତା ଅଟନ୍ତି ।

ତେବେ ମାର୍ଚ୍ଚ 2ରୁ 8 ତାରିଖ ଯାଏଁ ସମୟ କିଛି ରାଶିଙ୍କ ପାଇଁ ମହତ୍ଵ ପୂର୍ଣ୍ଣ ରହିବ । ଏହି ରାଶି ହେବେ ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନି ଙ୍କ ଅପାର ଦ୍ରୁଷ୍ଟି ରହିବ । ଯାହା କାରଣରୁ ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଚାକିରି କରୁଥିଲେ ପଦୋନ୍ନତି ହେବ । ବିଦେଶରେ ପଢିବାର ଅବସର ମିଳିବ । ଆୟରେ ବୃଦ୍ଧି ହେବ ।

ମେଷ ରାଶି : ଭଗବାନ ଶନି ଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଭଲ ଆସୁଛି । ଭଗବାନ ଶନିଙ୍କ କୃପାରୁ ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା କରାଯିବ ।

ବୃଷ ରାଶି : ଆପଣଙ୍କୁ କହି ରଖୁଛୁ ଭଗବାନ ଶନିଙ୍କ କୃପାରୁ ଶୁଭ ଖବର ମିଳିବ । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଫାଇଦା ମିଳିବ । ଆର୍ଥିକ ସ୍ଥିତି ପୂର୍ବର ପେକ୍ଷା ବେହତର ହେବ । ବନ୍ଧୁଙ୍କ ସହ ମିଳାମିଶା ବଢିବ । ଅନେକ ପ୍ରକାରର ଧନ ଲାଭ ଓ ବଡ ସଫଳତା ମିଳିବ । ସଫଳତା ପୂର୍ବକ ସବୁ କାମ ପୁରା ହେବ ।

କନ୍ୟା ରାଶି : ଆପଣଙ୍କର ଦାଂପତ୍ଯ ଜୀବନ ଭଲ ରହିବ । ଭଗବାନ ଶନିଙ୍କ କୃପାରୁ ଧନ ଲାଭ ହେବା ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି ।

ସିଂହ ରାଶି : ଭଗବାନ ଶନିଙ୍କ କୃପାରୁ ସମୟ ଆପଣଙ୍କ ପାଇଁ ବେହତର ହେବ । ଆପଣଙ୍କୁ ସମାଜ ଦ୍ଵାରା ପ୍ରଶଂସା କରାଯିବ । ଜୀବନରେ ଏମିତି ନୂଆ ଅବସର ମିଳିବ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ହେବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଭଲ ଖବର ମିଳିବ । ମେହନତର ଫଳ ମିଳିବ । ଯାହା ଦ୍ଵାରା ଆପଣଙ୍କ ଖୁଶିର ଠିକଣା ରହିବ ନାହି । ଅଟକିଥିବା କାମ ପୂରଣ ହେବ ।

କୁମ୍ଭ ରାଶି : ବ୍ୟାପାର କରୁଥିଲେ ଲାଭବାନ ହେବେ । ଆପଣ ସଫଳତା ପୂର୍ବକ କାମ କରିବେ । ଅପଣଙ୍କୁ ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଆପଣ ଜୀବନରେ ଆଗକୁ ବଢିବେ ।

ମିଥୁନ ରାଶି : ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଥିଲେ ତାହା ପୂରଣ ହେବ । ଆପଣଙ୍କୁ ଅନେକ ଧନ ଲାଭ ହେବ । ପରିବାରରେ ଖୁଶିର ମାହୋଲ ହେବ । ଅଟକିଥିବା କାମ ସମୟ କ୍ରମେ ପୁରା ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *