ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଥିବା ସମସ୍ତ ରାଶି ମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ମିଥୁନ ରାଶି ଲୋକ ମାନଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ସାଧାରଣତଃ ମିଥୁନ ରାଶିକୁ ତିନି ଭାଗ ରେ ବିଭକ୍ତ କରା ଜାଇଛି ଯଥା ୫/୩ ମୃଗଶୀରା ନକ୍ଷେତ୍ର ଏମାନେ ହେଲେ ଦେବଗଣ । ସେହି ପରି ଦୁଇରେ ୬/୩ ଆଦ୍ରା ନକ୍ଷେତ୍ର । ମିଥୁନ ରାଶି ଏମାନେ ହେଲେ ମାନବ ଗଣ । ୭/୩ ପୁନର୍ବଶୁ ନକ୍ଷେତ୍ର ମିଥୁନ ରାଶି ଏମାନେ ଦାମ୍ଭିକ ରାଶି ଅଟେ ଏହା ଏକ ବାୟୁ ତତ୍ୱ ରାଶି ।
ଏମାନେ ସବୁ ବେଳେ ସହଜରେ ଲୋକ ମାନଙ୍କୁ ବିଶ୍ୱାସ କରି ନିଅନ୍ତି ଏବଂ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ସ୍ୱଭାବର ହୋଇଥାନ୍ତି । ରାଜନୀତି କ୍ଷେତ୍ରରେ ସେମାନଙ୍କର ରୁଚି ରହେ । ମିଥୁନ ରାଶିର ଅଶୁଭ ତାରିଖ ହେଲା ପ୍ରତି ମାସ ୨, ୧୧, ୨୨, ୨୩ ଏବଂ ୨୫ ତାରିଖ । ସେହି ପରି ପ୍ରତ୍ୟେତ ଶୁକ୍ରବାର ଏବଂ ରବିବାର ଏହି ମିଥୁନ ରାଶିଙ୍କ ପାଇଁ ଅଶୁଭ ଅଟେ ।
ଯଦି ଜୀବନରେ କୈଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପାଇଁ ଚିନ୍ତା କରିବେ ତେବେ କୌଣସି ହୃଦୟବାନ ଲୋକଙ୍କର ଆପଣ ମାନଙ୍କୁ ସାହାଯ୍ୟ ମିଳିବ । ତେବେ ପାଠ ପଢା କ୍ଷେତ୍ରରେ ସଫଳ ହେବେ ଛୋଟ ଛୋଟ କଥାରେ ଦୁଃଖୀ ହୁଅନ୍ତୁ ନାହିଁ ଏବଂ ସ୍ତ୍ରୀ ବା ସ୍ୱାମୀଙ୍କ ସହିତ ସଂମ୍ପର୍କ ଭଲ ରହେ ଅର୍ଥାତ ମିଥୁନ ରାଶିର ଦାମ୍ପତ୍ୟ ଜୀବନ ବିବା ପରେ ଭଲ ରହିଥାଏ ।
ମିଥୁନ ରାଶିର ଲୋକ ମାନଙ୍କର ଶୁଭ ଦିଗ ହେଲା ପଶ୍ଚିମ ଦିଗ ଏହି ଦିଗ ଟି ଏମାନଙ୍କ ପାଇଁ ଶୁଭ ଦାୟକ ହୋଇଥାଏ । ମିଥୁନ ରାଶିର ବ୍ୟକ୍ତି ବିଶେଷ ନିଜର କଠିନ ପରିଶ୍ରମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢିଥାନ୍ତି । ଏମାନଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ବାସ ରହିଥାଏ ।
ମିଥୁନ ରାଶିର ଲୋକଙ୍କ ଠାରେ ଧାର୍ମିକ ଭାବନା ରହିଥାଏ । ସମସ୍ତଙ୍କ ପରି ଏହି ରାଶିର ଲୋକଙ୍କର ମଧ୍ୟ ଜୀବନରେ ଦୁଃଖ, ସମସ୍ଯା ଆସିଥାଏ । ହେଲେ ଏମାନେ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିଜକୁ ମାନସିକ ସ୍ତରରୁ ପ୍ରସ୍ତୁତ କରିଥାନ୍ତି ।
ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।