ମନ୍ଦାର ଫୁଲ କରିବ ଆପଣଙ୍କୁ ଧନୀ ବାସ କରନ୍ତୁ ଏହି ଉପାୟ ? Ajira Anuchinta

ହିନ୍ଦୁ ଧର୍ମରେ ପୂଜା ପାଠରେ ଫୁଲର ଏକ ବିଶେଷ ମହତ୍ଵ ରହିଛି । ଅନେକ ଫୁଲ ଏମିତି ରହିଛି ଯାହାର ସୁ-ଗ-ନ୍ଧରେ ପୁରା ପରିବେଶ ସୁନ୍ଦର ହୋଇଯାଏ । କେଉଁ ଠାକୁରଙ୍କ ପାଖରେ କେଉଁ ଫୁଲ ଚଢିବା ଉଚିତ ତାହା କିଛି ଲୋକ ମାନେ ଅବଗତ ନ ଥାନ୍ତି । ଏହି ଫୁଲ ମଧ୍ୟରୁ ସବୁଠାରୁ ଦୁର୍ଲଭ ଫୁଲ ହେଉଛି ମନ୍ଦାର ଫୁଲ ଯାହାର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ମନ୍ଦାର ଫୁଲର ବିଶେଷତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ନବରାତ୍ରିରେ ମା ଦୂର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ସମସ୍ତ ମନସ୍କାମନା ପୁରା ହୋଇଥାଏ ।

ଆପଣ ମାଙ୍କ ପାଖରେ ୫୬ ପ୍ରକାର ଭୋଗ ଲଗାଇଲେ ମଧ୍ୟ ଆମ ତାହା ଗ୍ରହଣ କରି ନ ଥାନ୍ତି ବରଂ ମନ୍ଦାର ଫୁଲର ମାଳାକୁ ଗ୍ରହଣ କରିଥାନ୍ତି । ମନ୍ଦାର ଫୁଲର କିଛି ଚମତ୍କାରୀ ଗୁଣ ରହିଛି । ମନ୍ଦର ଫୁଲ ଆମ ଦୂର୍ଗା, ମା ଲକ୍ଷ୍ମୀ ଓ ପ୍ରଭୁ ହନୁମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । କାରଣ ପ୍ରଭୁ ହନୁମାନ ନାଲି ରଙ୍ଗ ପ୍ରତି ଆକ୍ରୁଷ୍ଟ ହୋଇଥାନ୍ତି । ମଙ୍ଗଳବାର ଦିନ ମା ଦୂର୍ଗା ଓ ପ୍ରଭୁ ହନୁମାନଙ୍କୁ ମନ୍ଦାର ଫୁଲ ଓ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ସୁଖ ସମାପ୍ତି ବା ଧନ ପ୍ରାପ୍ତ ହୋଇଥାଏ । ଏହା ସହ ଗ୍ର-ହ ପୀ-ଡା ମଧ୍ୟ ଦୂର ହୋଇଥାଏ ।

ଯେଉଁ ମାନେ ନବଦୁର୍ଗାଙ୍କର ବ୍ରତ ବା ସୂର୍ଯ୍ୟ ଦେବତାଙ୍କର ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ମନ୍ଦାର ଫୁଲ ବହୁତ ଶୁଭ ଫଳ ଆଣିଥାଏ । ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ । ଏହା ସହ ଆମ ଦୂର୍ଗାଙ୍କୁ ପ୍ରତି ଦିନ ଗୋଟିଏ ମନ୍ଦାର ଫୁଲ ଅର୍ପଣ କରିଲେ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ । ଗୃହରେ କଳସରେ ମନ୍ଦାର ଫୁଲ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହା ଶ୍ରଦ୍ଧା ଓ ସହାନୁଭୁତି ବୃଦ୍ଧି ପାଇଥାଏ । ଏହା ସହ ପରିବାର ମଧ୍ୟରେ ଏକତା ଦେଖାଯିବା ସହ ସମସ୍ତେ ମିଳିମିଶି ରହିଥାନ୍ତି ।

ଯଦି ଘରେ ଦାଂ-ପ-ତ୍ଯ ଜୀବନରେ ଅସାନ୍ତି ଲାଗି ରହୁଥାଏ ବା ଦୁଖ ଦରିଦ୍ର ମଧ୍ୟରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ୧୧ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏପରି କରିଲେ ଦାଂ-ପ-ତ୍ଯ ଜୀବନରେ ସବୁ ସମସ୍ଯା ଦୂର ହେବା ସହ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସ-ମ୍ପ-ର୍କ ମଜବୁତ ହୋଇଥାଏ । ପ୍ରତେକ ଫୁଲ ଓ ଗଛ ଗୁଡିକରେ ଅନେକ ପ୍ରକାର ଦେବୀ ଦେବତାଙ୍କର ଅନେକ ପ୍ରକାର ଶ-କ୍ତି ସମାହିତ ହୋଇ ରହିଥାଏ ତାହା ଆମ ମାନକୁ ଜାଣିବାର ଅଛି । ଏହା ଥିଲା ମନ୍ଦାର ଫୁଲର ବିଶେଷତା ଯାହା ଦ୍ଵାରା ଧନ ବୃଦ୍ଧି ହେବା ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *