Aryan Khanଙ୍କ ଫୋନ ଉଗାଳୁଛି ସତ, WhatsApp ଚାଟରୁ ମିଳିଲା ଏହି ଭୟଙ୍କର ତଥ୍ୟ….

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଏନସିବୀ ଦ୍ଵାରା ଗି-ର-ଫ ହୋଇଛନ୍ତି । ତାଙ୍କ ସମେତ ୧୧ ଜଣ ଏହି ମା-ମ-ଲାରେ ଗି-ର-ଫ ହୋଇଛନ୍ତି । ବର୍ତ୍ତମାନ ଆର୍ୟନଙ୍କ ଫୋନ ଦ୍ଵାରା ଅନେକ ନୂଆ ନୂଆ ସୁ-ରା-ଗ ସାମନାକୁ ଆସିବାରେ ଲାଗିଛି । ଏନସିବୀ ଆର୍ୟନଙ୍କ ବ୍ଯତୀତ ଦୁଇ ଜଣ ଓଡିଆଙ୍କୁ ମଧ୍ୟ ଏହି ମା-ମ-ଲାରେ ସାମିଲ ଥିବାରୁ ଆରେଷ୍ଟ କରିଛି । ମୁମ୍ବାଇର ହାଇ କ୍ରୁଜ ଡ୍ର-ଗ୍ସ ପାର୍ଟି ମା-ମ-ଲାରେ ଜୋର୍ଦାର ଖୋଳତାଳ କରାଯିବା ସହ ଘ-ନ-ଘ-ନ ଜେ-ରା କରା ଯାଉଛି । ଏନସିବୀ ଆସନ୍ତା ୭ ତାରିଖ ଯାଏଁ ରି-ମା-ଣ୍ଡରେ ଥିବା ଆର୍ୟନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା ଚଳାଇଛି ।

ସମସ୍ତ ଅ-ଭି-ଯୁ-କ୍ତଙ୍କୁ ସାମ୍ନା ସାମ୍ନି ଜେ-ରା କରା ଯାଇପାରେ ବୋଲି ସୂଚନା ମିଳିଛି । ଏନସିବୀ ହାତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଯେ କୃଜ ପାର୍ଟିରୁ ଜବତ ହୋଇଥିବା ଡ୍ର-ଗ୍ସ ଭାରତରେ ଅ-ବୈ-ଧ କ୍ରି-ପ-ଟୋ-କ-ରେ-ନ୍ସି ବ୍ୟଭର କରି କିଣା ଯାଇଥିଲା । ଗି-ର-ଫ ହୋଇଥିବା ଜଣେ ହାଇ ପ୍ରୋଫାଇଲ ଡ୍ର-ଗ୍ସ ପେ-ଡ-ଲା-ର ଶ୍ରେୟସ ନାୟାର ଦାରକ ୱେବରେ ଡ୍ର-ଗ୍ସ ଅ-ର୍ଡ-ର ପାଇଥିବା ଓ ବିଟ କେନରେ ପେ-ମେ-ଣ୍ଟ ହୋଇଥିବା ଜାଣିବାକୁ ପାଇଛି ଏନିସିବି । ଆର୍ୟାନଙ୍କ ମୋବାଇଲରେ ଥିବା ଚାଟ, ଭି-ଡି-ଓରୁ ବଡ ସୁ-ରା-ଗ ଏନିସିବି ହାତକୁ ଆସିଛି । ତଥ୍ୟ ଅନୁଯାୟୀ ଡ୍ର-ଗ୍ସ ଓ ଏ ସମ୍ପର୍କିତ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିଲା ।

ମୁମ୍ବାଇ ଏନସିବୀ ସହ ଏବେ ଦିଲ୍ଲୀ ଏନସିବୀର ଏକ ସ୍ଵତନ୍ତ୍ର ଟିମ ବି ମା-ମ-ଲାର ତ-ଦ-ନ୍ତ କରୁଛି । ଆର୍ୟାନଙ୍କ ବ-ନ୍ଧୁ ଅରବାଜ ମର୍ଚାନ୍ଟଙ୍କ ଭୂମିକାରେ ଏହି ମା-ମ-ଲାରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏହି ଡ୍ର-ଗ୍ସ ପାର୍ଟିରେ ପୋ-ଲି-ସ-ର ଅନୁମତି ନ ନିଆ ଯାଇଥିବାରୁ ମୁମ୍ବାଇ ପୋଲିସ ମା-ମ-ଲା ରୁଜୁ କରି ତ-ଦ-ନ୍ତ କରୁଛି ବୋଲି ସୂତ୍ରରୁ ଜଣା ପଡିଛି । ଏନସିବୀ କୃଜର ସିଇଓଙ୍କୁ ସମାନ କରିବା ସହ ଘଟଣା ଦିନର ସି-ସି-ଟି-ଭି ଓ ମେ-ନି-ଫ-ଜ ମଗାଇଛି । ଯେଉଁ ଦୁଇ ଜଣ ଏହି ମା-ମ-ଲାରେ ଗି-ର-ଫ ହୋଇଛନ୍ତି ସେମାନେ ହେଉଛନ୍ତି ଓଡିଶାର ମନୀଷ ରାଜଗୋରିୟା ଓ ଅଭିନ ସାହୁ । ଦୁହିଙ୍କର ଘର ରାଉରକେଲାରେ ବୋଲି ଜଣା ପଡିଛି ।

ଆର୍ୟନଙ୍କ ଗି-ର-ଫ ହେବ କଥା ପ୍ରଚାର ହେବା ପରେ ବଲିଉଡର ଅନେକ କଳାକାର ମାନେ ତାଙ୍କର ସମର୍ଥନ କରିଛନ୍ତି । ଅଭିନେତା ସଲାମାନ ଖାନଙ୍କ ଠାରୁ ଆରମ୍ଭ କରି ସୁନୀଲ ସେଠୀ, ମିକ୍କା ସିଂ, ପୂଜା ଭଟ୍ଟ ଏନସବି ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ମାନେ ଏହି ମାଲଲାରେ ଗି-ର-ଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତିନି ଚାରି ଜଣ ସ-ମ୍ପୃ-କ୍ତ- ଅଛନ୍ତି ବୋଲି ଏନସିବୀ କହିଛି । ଆର୍ୟାନ ଏନିସିବିର ପଚରାଉଚରା କରିବା ସମୟରେ କହିଛନ୍ତି ଯେ ବାପା ଶାହରୁଖଙ୍କୁ ଦେଖା କରିବା ପାଇଁ ତାଙ୍କୁ ଆଗୁଆ ଆପର୍ଟମେଣ୍ଟ ନେବାକୁ ପଡୁଥିଲା । ଶାହରୁଖ ନିଜର ପ୍ରୋଜେକ୍ଟରେ ବ୍ୟସ୍ତ ରହୁ ଥିବାରୁ ତାଙ୍କ ପୁଅ ତାଙ୍କର ମ୍ୟାନେଜର ପୂଜାଙ୍କ ଠାରୁ ଆପର୍ଟମେଣ୍ଟ ନେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *