ମୋ ଛୁଆକୁ ମାରି ସାରିଲେଣି… ସନ୍ତାନକୁ ହରାଇଥିବା ଏହି ମା’ ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକାଇବେ

କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ ହିଁ ହସ୍ପିଟାଲରେ ବେଡର ଅଭାବ ଦେଖା ଯାଉଛି । କେବଳ ବେଡ ନୁହେଁ ଅକ୍ସିଜେନର ଅଭାବ ବି ପ୍ରବଳ ମାତ୍ରାରେ ଦେଖା ଯାଉଛି । ଯାହାକି ବହୁତ ହିଁ ଚିନ୍ତା ଜଣକ ବିଷୟ ଅଟେ । କେତେକ ସ୍ଥାନରେ ତ ରୋଗୀ ବେଡ କିମ୍ବା ଅକ୍ସିଜେନ ନ ପାଇ ନିଜର ପ୍ରାଣ ହରାଉଛନ୍ତି ।

ଅନ୍ୟ କେତେକ ସ୍ଥାନରେ ରୋଗୀମାନେ ବେଡ ପାଉଛନ୍ତି ତ ଅକ୍ସିଜେନ ପାଉ ନାହାନ୍ତି ଓ ଅକ୍ସିଜେନ ପାଉଛନ୍ତି ତ ବେଡ ପାଉ ନାହାନ୍ତି । କେତେକ ରୋଗୀ ଉଭୟ ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଯାଉଛନ୍ତି । କିନ୍ତୁ ଏମିତି ବି କେତେକ ରୋଗୀ ଅଛନ୍ତି ଯେଉଁମାନେ ଏହି ଦୁଇଟି ସୁବିଧା ପାଇ ମଧ୍ୟ ବଞ୍ଚି ପାରୁ ନାହାନ୍ତି । ଏମିତିରେ କୁହାଯାଉଛି କି ଏହା ପଛରେ କେଉଁଠି ନା କେଉଁଠି ହସ୍ପିଟାଲ କର୍ମଚାରୀଙ୍କ ଅସାବଧନତା ନଜର ଆସୁଛି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ନୟାଗଡ ଅଞ୍ଚଳର ଏକ ହସ୍ପିଟାଲ ବିଷୟରେ କହିବୁ ।

ଏହି ହସ୍ପିଟାଲ ଉପରେ ବର୍ତ୍ତମାନ ବହୁତ ବଡ ଅଭିଯୋଗ କରାଯାଉଛି । କୁହାଯାଉଛି କି ହସ୍ପିଟାଲ ଡାକ୍ତରମାନଙ୍କ ଅବହେଲା କାରଣରୁ ତାଙ୍କର ସମ୍ପର୍କୀୟଙ୍କ ମୃତ୍ୟୁ ହୋଇ ଯାଇଛି । କହିଦେଉଛୁ କି କିଛି ଦିନ ପୂର୍ବେ ନୟାଗଡର ଏକ ହସ୍ପିଟାଲରେ ଜଣେ ମାତା ପିତା ନିଜର ପୁଅକୁ ଆଡମିସନ କରିଥିଲେ । ଯେଉଁଠି ତାଙ୍କ ପୁଅର କୋବିଡ ଚିକିତ୍ସା କରାଯାଉଥିଲା । ଆଡମିସନ ହେବା ପର ଠାରୁ ହିଁ ପରିବାର ଲୋକମାନେ ଲଗାତାର ଡାକ୍ତରଙ୍କୁ ଫୋନ କରି ନିଜ ପୁଅ ବିଷୟରେ ପଚାରି ବୁଝୁଥିଲେ ।

ଡାକ୍ତରମାନେ ବି କହିଲେ କି ଆପଣଙ୍କ ପୁଅ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କିନ୍ତୁ ଅଚାନକ କିଛି ଦିନ ପରେ ଡାକ୍ତର ସେହି ପୁଅର ସମ୍ପର୍କୀୟଙ୍କୁ ଫୋନ କରି କହିଲେ କି ଆପଣଙ୍କର ରୋଗୀଙ୍କ ମୃତୁ ହୋଇଯାଇଛି । ଏହା ପରେ ରୋଗୀର ସମ୍ପର୍କୀୟମାନେ ହସ୍ପିଟାଲ ଉପରେ ଅଭିଯୋଗ କରିଛନ୍ତି । ଯେତେବେଳେ ସମ୍ପର୍କୀୟଙ୍କ ଠାରୁ ଏହି ବିଷୟରେ ସୂଚନା ନିଆଗଲା ତେବେ ତାଙ୍କର କହିବା ଅଟେ କି ତାଙ୍କ ପୁତୁରା ଗତ ୪ ଦିନ ହେବ ନୟାଗଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ।

ଗତକାଲି ସେ ଓ ତାଙ୍କର ଭାଇ ୧.୩୦ରେ ହସ୍ପିଟାଲ ଆସି ଡାକ୍ତରଙ୍କ ସହ କଥାବାର୍ତ୍ତା ହେଲେ । ଏହା ପରେ ଡାକ୍ତରଙ୍କ ତାଙ୍କୁ ଆଶ୍ଵସନା ଦେଇ କହିଲେ କି ଆପଣଙ୍କ ପେସେଣ୍ଟର ଅବସ୍ଥା କାଲି ଅପେକ୍ଷା ଆଜି ଅଳ୍ପ ସୁଧାର ଆସିଛି । ଏହା ସହିତ ଡାକ୍ତର କହିଲେ କି ତାଙ୍କୁ ମେଡିସନ ଦିଆଯାଉଛି । କିନ୍ତୁ ତାଙ୍କର ଫୁସଫୁସ ଇନଫେକସନ ହୋଇ ଯାଇଛି । ଏମିତିରେ ସେ ଆଉ ଓ ତାଙ୍କର ଭାଇ ଫୁସଫୁସ ଇନଫେକସନର ରିପୋର୍ଟ ମାଗିଲେ କିନ୍ତୁ ଡାକ୍ତର ତାଙ୍କୁ କୌଣସି ବି ପ୍ରକାରର ରିପୋର୍ଟ ଦେଲେ ନାହିଁ ।

ଏହା ପରେ ପୁଣି ଥରେ ଡାକ୍ତର କହିଲେ କି ଇଶ୍ଵରଙ୍କ ଉପରେ ବିଶ୍ଵାସ ରଖନ୍ତୁ ଆପଣଙ୍କ ପେସେଣ୍ଟର ଅକ୍ସିଜେନ ଲେବୁଲ ୮୦ ରୁ ୮୪ ଭିତରେ ଅଛି ଓ ବିପି ବି ନର୍ମାଲ ଅଛି । ଏମିତିରେ ସେମାନେ ଖୁସି ହେଲେ କି ତାଙ୍କ ପୁଅ ସୁସ୍ଥ ହେଉଛି । କିନ୍ତୁ ୩.୩୦ରେ ହସ୍ପିଟାଲ କର୍ମଚାରୀ ଆମକୁ ଫୋନ କରି କହିଲେ କି ଆପଣଙ୍କ ପେସେଣ୍ଟଙ୍କ ୩.୧୦ରେ ଦେହାନ୍ତ ହୋଇ ଯାଇଛି । ଏମିତିରେ ସେ ଅଭିଯୋଗ କରୁଛନ୍ତି କି ଆଜି ସେମାନେ ଡାକ୍ତରଙ୍କ ଉପରେ ପ୍ରେସର ଦେବାରୁ ଆଜି ହିଁ ସେ ମୃତ୍ୟୁର ଖବର ତାଙ୍କୁ ଦେଇଛନ୍ତି । ଅସଲ କଥା ହେଉଛି କି ରୋଗୀର ମୃତ୍ୟୁ ପୂର୍ବରୁ ହିଁ ହୋଇ ଯାଇଛି ।

ଏହା ସହିତ ହସ୍ପିଟାଲର କର୍ମଚାରୀଙ୍କ ତାଙ୍କର ସମ୍ପର୍କୀୟଙ୍କୁ କହିଛନ୍ତି କି ପେସେଣ୍ଟର ଶବ ପାଇଁ କାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଅନ୍ୟ ପଟେ ରୋଗୀର ସମ୍ପର୍କୀୟଙ୍କ କହିଛନ୍ତି କି ସେ ତାଙ୍କର ରୋଗୀକୁ ଦେଖିବା ପାଇଁ । ତାଙ୍କର ସମ୍ପର୍କକୀୟଙ୍କ ଏହା ବି ଅଭିଯୋଗ କରିଛନ୍ତି କି ୧.୩୦ ରେ ସେମାନଙ୍କୁ କୁହାଗଲା କି ଆପଣଙ୍କ ପେସେଣ୍ଟ ସୁସ୍ଥ ଅଛନ୍ତି କିନ୍ତୁ ଅଚାନକ ପୁଣି ୩.୩୦ରେ ଫୋନ କରି କହୁଛନ୍ତି କି ତାଙ୍କ ରୋଗୀର ଦେହାନ୍ତ ହୋଇଯାଇଛି । ଏଥିରୁ ଜଣା ପଡୁଛି କି କେଉଁଠି ନା କେଉଁଠି ହସ୍ପିଟାଲ ଏହି ମୃତ୍ୟୁ ପାଇଁ ଓ ଅବହେଳା ପାଇଁ ଦାୟୀ ଅଟେ । କହିଦେଉହକୁ କି ରୋଗୀର ନାଁ ଜଶବନ୍ଧୁ ଜେନା ଅଟେ

Leave a Reply

Your email address will not be published. Required fields are marked *