ବନ୍ଧୁଗଣ ଦିନେଶଙ୍କ ବାପା ମା କହୁଛନ୍ତି ମୋର ଦଶଟା ଘର ଅଛି କାହାର କଣ କରିବାର ଅଛି କରିକି ଦେଖାଅ । ମୁଁ ବମ୍ବେ ଗଲେ ଲୋକେ ମୋ ପକେଟରେ ପଇସା ଆଣି ପୁରାଇ ଦେବେ । କାହାର କଣ କରିବାର ଆସି କରିକି ଦେଖାଅ । ଦିନେଶ ଏହି ବ୍ରହ୍ମପୁର ଅଛି ଏହି ସାହିରେ ଅଛି କାହାର ଦମ ଅଛି ତାକୁ ବାହାର କରି ଦେଖାଅ । ଏହି ସାହିରେ ମୋର ୫ଟା ଘର ଅଛି ମୋ ପୁଅ ଦିନେଶ ଯାହା କରୁଛି କରୁ କାହାର ଦମ ଅଛି ତାକୁ ବାହାର କରି ଦେଖାଅ । ଦର୍ଶକ ବନ୍ଧୁ ଏ ସବ କଥା ଖୋଦ ଦିନେଶଙ୍କ ବାପା ମା କହୁଛନ୍ତି ।
ଆଜିକୁ ଦୁଇ ମାସ ହେବ ଧାରଣାରେ ବସିଥିବା କେ ଦୀପିକାଙ୍କ ପ୍ରେମିକ ଦିନେଶର ବାପା ମା ଏମିତି କହୁଛନ୍ତି । ଆଉ ପୁଅକୁ ପୁରା ଘଣ୍ଟ ଘୋଡାଇ ଏମିତି କିଛି କହୁଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦିନେଶ ଙ୍କୁ ଖୋଜିବାରେ ବା ତାଙ୍କ ଭଲ ପାଇଁ ତାଙ୍କୁ ଦଣ୍ଡ ଦେବାକୁ କାହାର ଦମ ନାହି କାରଣ ତାଙ୍କ ପାଖରେ ଯଥେଷ୍ଟ ପଇସା ଅଛି ତାଙ୍କ ପୁଅକୁ ଦଣ୍ଡ ମୁକ୍ତ କରିବା ପାଇଁ । ଏମିତି କି ଦିନେଶ ଙ୍କ ବାପା ପାଖରେ ବହୁତ ଘର ଅଛି ପୁଅକୁ ଲୁଚେଇ ରଖିବା ପାଇଁ ।
ଯଥେଷ୍ଟ ଟଙ୍କା ରଖିଛନ୍ତି ଦିନେଶ କୁ ମୁମ୍ବାଇ ପଠାଇବାକୁ ତାର ବାପା ଆଉ ମା । ଆଉ ସେମାନଙ୍କର ଏଭଳି ବ୍ୟବହାର ଦେଖି ସାରିବା ପରେ ସାହି ପଡିସା ଲୋକେ କହୁଛନ୍ତି ସବୁ ଦିନ ଏ ଟଙ୍କାର ଗରମ ରହିବ ନାହି । ଆଉ ସବୁ ଦିନ ସମ୍ପତି କୁ ନେଇ ଗର୍ବ ରହିବ ନାହି । ସମୟ ଏବେ ବି ଅଛି ବାପା ମା ହୋଇ ଅଣ୍ଟା ଭିଡ ଆଉ ଏହି ସମସ୍ୟାର ସମାଧାନ କର ବୋଲି ଲୋକେ କହୁଛନ୍ତି ଦିନେଶ ଙ୍କ ବାପା ମା କୁ ।
ବାପା ମା ହିସାବ ରେ ଯଦି ପୁଅ ଭୁଲ କରିଛି ତେବେ ତାକୁ ବୁଝାଅ ଅବାତରେ ଯାଉଥିବା ପାକୁ ବାଟକୁ ଆଣିବାକୁ ଚେଷ୍ଟା କରିବା ଦରକାର ବୋଲି ଲୋକେ କହୁଛନ୍ତି । ଆଉ ଦୀପିକା ଉଠାଇଥିବା ଅଭିଯୋଗ ର ସତ୍ୟାସତ ଜାଣିବା ପାଇଁ ଚେଷ୍ଟା କରିବା ଦରକାର ଦିନେଶ ଙ୍କ ଘର ଲୋକଙ୍କୁ । ଦିନେଶ ଆଉ ଦୀପିକା ଙ୍କୁ ମୁହାଁ ମୁହିଁ କର ଏକାଠି କଥା କରାଅ ବାପା ମା ଙ୍କର କର୍ତ୍ତବ୍ୟ କର । ନିରପେକ୍ଷ ଭାବରେ ଦିନେଶ ଯେମିତି ଆପଣଙ୍କର ପୁଅ ଠିକ ସେମିତି ଦୀପିକା କୁ ଝିଅ ଭାବି ବିଚାର କରନ୍ତୁ ।
ଆଉ ତା ପରେ ଆପଣଙ୍କର ହୃଦୟ ଯାହା କହିବ ସେୟା କରନ୍ତୁ କିନ୍ତୁ ଏହା କରିବା ପରିବର୍ତ୍ତେ ଆପଣ ଟଙ୍କା ର ଗରମ ଦେଖାଉଛନ୍ତି ଆପଣ ସମ୍ପତି ର ଲୋଭ ଦେଖାଉଛନ୍ତି । ଏମିତିକି ପୁଅ ଏହି ସହର ରେ ଅଛି ଯାହାର ଦମ ଅଛି ବାହାର କରି ବୋଲି କହୁଛନ୍ତି ଆଉ ଏ ସବୁ ଶୁଣିବା ପରେ ସାହି ପଡିସା ଲୋକେ ଏମିତି ମନ୍ତବ୍ୟ ଦେଉଛନ୍ତି । ବନ୍ଧୁଗଣ ଆପଣ କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।