ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ବୋହୂକୁ ନେଇ । ନିଜ ବୋହୂ ବିଷୟରେ ଶାଶୁ କହିଛନ୍ତି ଯେ ମୋର ଗୋଟେ ପୁଅ ଆଉ ସୁନ୍ଦର ବୋହୂ ଦେଖି ଘରକୁ ଆଣିଥିଲି । କିନ୍ତୁ ମୁଁ କଣ ଜାଣିଥିଲି ସୁନ୍ଦର ଭିତରେ ଏତେ ଗୁମର ରହିଛି । ବୋହୂ ବାପଘରେ ଥିବା ବେଳେ କାହା ସହ ଶାରୀରିକ ସମ୍ପର୍କ ରଖିଥିଲା ଯାହା ବିବାହ ପରେ ଜଣା ପଡିଲା । କାରଣ ବୋହୂର ବାରମ୍ବାର ବ୍ରୀଡିଙ୍ଗ ହେବାରୁ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ ଆଉ ଡାକ୍ତର କହିଥିଲେ ପୂର୍ବରୁ ବୋହୂର ଆଉ କାହା ସହ ସମ୍ପର୍କ ରହିଛି ।
ଏହା ଜାଣିବା ପରେ ଶାଶୁ ସବୁ କିଛି ଭୁଲି ବୋହୂଜୁ ଗ୍ରହଣ କରିଥିଲେ ଆଉ ଦୁଇ ପରିବାର ମିଶି ଏହାର ସମାଧାନ କରିଥିଲେ । କିନ୍ତୁ ବୋହୂ ଶାଶୁଘରେ ରହିବାକୁ ରାଜି ହେଲା ନାହି ବାପଘରେ ଯାଇ ସ୍ଵାମିକୁ ନେଇ ରହିଲା ସତ କିନ୍ତୁ ତାକୁ ବାଡା ବାଡି କରେ ଗାଳି ଗୁଲଜ କରେ । ରାସ୍ତା ମଝିରେ ବୋହୂ ଶାଶୁଘର ଲୋକଙ୍କୁ ହୀନସ୍ଥା କରିଲା । ଦିନେ କର୍ପୁର କାହାଇଛି ମିଛ କହି ବୋହୂ କହିଲା । ଏସବୁ ପରେ ବି ବୋହୂ ଗର୍ଭବତୀ ହେବା ପରେ ଭାଦ୍ର ଲୋକ ବସାଇ ଶାଶୁ ଘରକୁ ଆଣିଥିଲେ କିନ୍ତୁ ବୋହୂ ପୁଣି ତାମସା କରିଲା ।
ବାହାଘର ୭-୮ ବର୍ଷ ହେଲାଣି ତଥାପି ବୋହୂ ଆଉ କାହା ସହ ସମ୍ପର୍କ ରଖିଛି ତା ନାଁ ହେଉଛି ସୁଶାନ୍ତ । ଶାଶୁ ଆଗକୁ କହୁଛନ୍ତି ମୋ ବୋହୂ ନାଁ ଶୁଭଲକ୍ଷ୍ମୀ । ବାପଘର ଥିବା ବେଳେ ବୋହୂର ଅନେକ ପୁଅ ସହ ସମ୍ପର୍କ ରହିଥିଲା କିନ୍ତୁ ସୁଶାନ୍ତ ସହ ରହିବା ପରେ ତାଙ୍କ ପୁଅକୁ ମାରିବାକୁ ଧମକ ଦେଇଛି ବୋହୂ । ଶାଶୁକୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଦେଇଥାଏ ବୋହୂ । ଶାଶୁ ବୋହୂକୁ ରେଡ ହ୍ୟାଣ୍ଡରେ ଧରିଥିଲେ ଶାରଦା ମେଡିକାଲରେ ସେହି ସମୟରେ ଉଲଗ୍ନ ହୋଇ ବୋହ ସୋଇଥିଲା ଓଟି ଭିତରେ ।
ସେଠାରେ ବୋହୂ ଆଉ ତା ମା ଶାଶୁକୁ ବାଡେଇଥିଲେ । ସୁଶାନ୍ତ ବ୍ଯତୀତ ବହୁତ ବଡ ଓକିଲ ଓ ଗୁଣ୍ଡା ମାନଙ୍କ ସହ ସମ୍ପର୍କ ମଧ୍ୟ ବୋହୂର । ଶାଶୁ ଆଗକୁ କହୁଛନ୍ତି ମୁଁ ତା ସହ କିଛି କରି ନାହି ତା ପାଦରେ ଅଳତା ଦେଇଥିଲି ଆଜି ମୋତେ ଏମିତି ହୀନସ୍ଥା କରୁଛି ବୋହୂ ଆଉ ମୋ ପୁଅ ବାୟା ହୋଇ ବୁଲୁଛି । ଦୋଚାରିଣୀ ଭଳି ବୁଲୁଛି ବୋହୂ ବେଶ୍ୟା ଠାରୁ କେମିତି ମୁକୁଳିବି ବୋଲି କାନ୍ଦିକି କହିଛନ୍ତି ଶାଶୁ । ଏଭଳି ବୋହୂ ଆସିଲେ ମୋ ଘର ବରବାତ କରିଦେବ ତାକୁ ମୁଁ କି ମୋ ପୁଅ ଗ୍ରହଣ କରିପାରିବ ନାହି ବୋଲି ଶାଶୁ କହିଛନ୍ତି ।
ଯେଉଁ ଓକିଲକୁ ମୁଁ ଧରିଲି ସେ ସମସ୍ତଙ୍କୁ ହାତକୁ ନେଲା ତାଙ୍କୁ ଟଙ୍କା ଦେଲା ସେମାନେ ମୋ ବିରୁଦ୍ଧରେ କହିଲେ । ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଛନ୍ତି ବୋଲି ବୋହୂ ମିଛ ଅଭିଯୋଗ କରିଛି । ଯିଏ ବଜାରରେ ବୁଲିଲାଣି ସେ କେବେ ବି ଘରେ ବାନ୍ଧି ହୋଇ ରହିପାରିବ ନାହି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।