ମୋ ସ୍ବାମୀଙ୍କୁ ମାରୁ ମାରୁ ମାରିଦେଲେ Police, ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଯୁବକଙ୍କ ସ୍ତ୍ରୀ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ହେପାଜତରେ ଯୁବକଙ୍କ ସନ୍ଦେହ ଜନକ ମୃ-ତ୍ୟୁ ଘଟଣାରେ ସ୍ଥାନୀୟ ଲୋକ ମାନେ ଓ ପୋ-ଲି-ସ ମୁହାଁମୁହିଁ ହୋଇଛନ୍ତି । ମା-ଡ-ପି-ଟ ଅ-ଭି-ଯୋ-ଗରେ ଯୁବକ ଙ୍କୁ ଘରୁ ଉଠାଇ ନେଇଥିଲା ପୋ-ଲି-ସ । ରାତି ସାରା ମା-ଡ ମା-ରି ମା-ରି ଯୁବକ ଙ୍କୁ ମା-ରି ଦେଇଛନ୍ତି ବୋଲି ଯୁବକଙ୍କ ସତରେ ଅ-ଭି-ଯୋ-ଗ କରିଛନ୍ତି । ଯୁବକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବରଗଡ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ହେବା ସମୟରେ ଯୁବକଙ୍କର ମୃ-ତ୍ୟୁ ହୋଇଛି ବୋଲି ଜଣା ପଡିଛି । ଏହା ନେଇ ହସ୍ପିଟାଲ ପରିସରରେ ଲୋକ ମାନଙ୍କର ଉତେଜନା ଦେଖା ଯାଇଛି ।

ଯୁବକ ଙ୍କ ସ୍ତ୍ରୀ କହିଛନ୍ତି ଗତ ଶୁକ୍ରବାର ଦିନ ୪ ଜଣ ପୋ-ଲି-ସ ଆସି ତାଙ୍କ ସ୍ଵାମୀ ଙ୍କୁ ଘରୁ ଉଠାଇ ନେଇଥିଲେ । ସେ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋ-ଲି-ସ ତାଙ୍କ କଥା ଶୁଣି ନ ଥିଲା । ଏହା ପରେ ଯୁବକଙ୍କୁ ଥାନାକୁ ନେଇ ମା-ଡ ମା-ରି ତାଙ୍କୁ ମା-ରି ଦେଇଛନ୍ତି ବୋଲି ଯୁବକଙ୍କ ସ୍ତ୍ରୀ କହିଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ର ରେ ପୋ-ଲି-ସ କହିଛି ଯୁବକ ଙ୍କୁ ଥାନାରେ କେବଳ ଅଟକାଇ ଯାଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ତୁରନ୍ତ ହସପିଟାଲ ଅଣା ଯାଇଥିଲା । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଛି ।

ପୋ-ଲି-ସ ନିଜ ସଫେଇ ରେ କହିଛି ଯେ ଏଥିରେ ସେମାନଙ୍କର କୌଣସି ହାତ ନାହି । ଏହା ଏକ ମିଥ୍ୟା ପ୍ରଚାର ଅଟେ । କିନ୍ତୁ ଯୁବକ ଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହୁଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କୁ ପୋ-ଲି-ସ ଜାଣି ଜାଣି ମା-ରି ଦେଇଛି । ତେବେ ଏହି ଘଟଣା ପଛରେ ସତ କଣ ତାହା ଠିକ ଭାବେ ଯାଞ୍ଚ କରାଗଲେ ଜଣା ପଡିବ । କିନ୍ତୁ ଯୁବକ ଙ୍କ ସହ ଏଠାରେ ଯାହା ଘଟିଲା ତାହା କିଛି ଠିକ ହେଲା ନାହି । ଏହି ଘଟଣା ରେ ଯୁବକ ଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *