ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ବିବାଦ କଥା ଆପଣ ମାନେ ଶୁଣିଥିବେ । କିମ୍ବା ଦେଖିଥିବେ । କିନ୍ତୁ ସାମାନ୍ଯ ମୋବାଇଲ ପାଇଁ ନିଜ ସ୍ଵାମୀ କୁ ସ୍ତ୍ରୀ ପ-ନି-କି ରେ ଆ-କ୍ର-ମ-ଣ କରିବା କେବେ ହେଲେ ଶୁଣି ନ ଥିବେ । ହେଲେ ଏମିତି ଏକ ଘଟଣା ଏବେ ବଲାଙ୍ଗୀର ରୁ ସାମନା କୁ ଆସିଛି । ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ସ୍ତ୍ରୀ ର ପ-ନି-କି ଚୋ-ଟ ରେ ଲ-ହୁ ଲୁ-ହା-ଣ ହେଲା ସ୍ଵାମୀ ।
ଗୁ-ରୁ-ତ-ର ଅବସ୍ଥାରେ ମେଡିକାଲ ରେ ଚାଲିଛି ଚିକିତ୍ସା ସ୍ବାମୀଙ୍କର । ଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପୂଇତଳା ଥାନା କେସରକାଲା ଗାଁ ର ଗଣେଶ୍ଵର ସୁନା । ଗତ 6 ବର୍ଷ ତଳେ ଗଣେଶ୍ଵର ଛତିଶଗଡ ବିଳାସପୁର ର ଈଶ୍ଵରୀ କୁମାରୀ ଙ୍କୁ ବିବାହ କରିଥିଲେ । ଗଣେଶ୍ଵର ଙ୍କ କହିବା ଅନୁଯାୟୀ ଗତ କାଲୀ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ତାଙ୍କୁ ମୋବାଇଲ ମାଗିଥିଲେ ।
କିନ୍ତୁ ଡାଟା ସରିଯିବ ବୋଲି କହି ସ୍ତ୍ରୀ ଙ୍କୁ ମୋବାଇଲ ଦେବାକୁ ମନା କରି ଦେଇଥିଲେ । ସେତେବେଳେ ତାଙ୍କ ସ୍ତ୍ରୀ କିଛି ନ କହି ଚୁପ ରହିଲେ । ହେଲେ ବିଳମ୍ବିତ ରାତିରେ ସ୍ଵାମୀ ଶୋଇଥିବା ଅବସ୍ଥାରେ ପ-ନି-କି ଆଣି ଚୋଟ ପରେ ଚୋ-ଟ ମାରିଥିଲେ ସ୍ତ୍ରୀ । ପତ୍ନୀ ଙ୍କ ମୁଣ୍ଡରେ ପଶିଲା ମୋବାଇଲ ରାଗ । ସ୍ଵାମୀ ଙ୍କୁ ପ-ନି-କି ରେ ହା-ଣି ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ ଈଶ୍ଵରୀ । ଉଭୟଙ୍କର 4 ବର୍ଷର ଝିଅ ମଧ୍ୟ ଅଛି ।
ତାକୁ ସାଥି ରେ ଧରି ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ ଈଶ୍ଵରୀ ବୋଲି ଅ-ଭି-ଯୋ-ଗ କରିଛନ୍ତି ଗୁରୁତର ସ୍ଵାମୀ । ଏପରିକି ଗଣେଶ୍ଵର ସ୍ତ୍ରୀ ଙ୍କୁ ପ୍ରତିବାଦ କରିବାର ତାଙ୍କ ହାତ କୁ ବି ଆ-କ୍ର-ମ-ଣ କରିଥିଲେ ରାଗରେ ଜଳୁଥିବା ସ୍ତ୍ରୀ । ସ୍ଥାନୀୟ ଲୋକେ ଗଣେଶ୍ଵର ଙ୍କୁ ଉଧାର କରି ବଲାଙ୍ଗୀର ଭୀମଭୋଇ କଲେଜ ମେଡିକାଲ ରେ ଭର୍ତ୍ତି କରିଥିଲେ । ଏବେ ତାଙ୍କର ଚିକିତ୍ସା ଚାଲିଛି ।
ଅନ୍ୟ ପଟେ ଫେରାର ସ୍ତ୍ରୀ ଙ୍କୁ ଉଭୟ ପରିବାର ଲୋକେ ଖୋଜୁ ଛନ୍ତି । ଗଣେଶ୍ଵର ଗୁରୁତର ଅବସ୍ଥାରେ ମେଡିକାଲ ରେ ଥିବାରୁ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି ପରିବାର ଲୋକେ । ହେଲେ ସାମାନ୍ଯ ମୋବାଇଲ ପାଇଁ ସ୍ବାମୀ କୁ ପ-ନି-କି ରେ ହା-ଣି ଦେବା ଘଟଣା ସହଜରେ ଗ୍ରହଣ କରି ହେଉ ନାହି ।
ଏତାଲା ଦେବା ପରେ ଯାଇ ପୋଲିସ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରିବ । ପ୍ରକୃତରେ ପ-ନି-କି ଚୋ-ଟ ପଛରେ ମୋବାଇଲ ନା ଆଉ ଇଛି କାରଣ ରହିଛି ତାର ପର୍ଦ୍ଦାଫାସ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।