ସ୍ଵାମୀଙ୍କ ପାଇଁ ପ୍ରଥମ ଥର କର୍ବାଚୌଥ କରିଲେ ମୋହନା, ଦେଖନ୍ତୁ Video

ଓଡିଆ ସିରିଏଲର ଅଭିନେତ୍ରୀ ଛନ୍ଦିତା ପାଢି ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇ ସାରିଛନ୍ତି । ଯେମିତି କି ଆପଣ ଭି-ଡି-ଓରେ ଦେଖି ପାରୁଥିବେ । କିଛି ଦିନ ତଳେ କର୍ବାଚୌଥ ବ୍ରତ ପାଳନ କରାଯାଇଛି । ଏହି ଉପଲକ୍ଷେ ଛନ୍ଦିତା ପାଢି ବି ପ୍ରଥମ ଥର ପାଇଁ ନିଜ ସ୍ଵାମୀଙ୍କ ପାଇଁ କର୍ବାଚୌଥ ବ୍ରତ ରଖିଥିଲେ । ଯାହାର କିଛି ଭି-ଡି-ଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରେ କି ଆପଣ ଦେଖି ପାରିବେ କି ସେ ଜଣେ ପୁରା ଓଡିଆ ବୋହୁ ଭଳି ନଜର ଆସୁଛନ୍ତି ।

ନାଲି ଶାଢୀ, ନାଲି ସିନ୍ଦୁର ଓ ନାଲି ଚୁଡି ତାଙ୍କର ସୁନ୍ଦରତାକୁ ଦ୍ଵିଗୁଣିତ କରି ଦେଉଛି । କହିଦେଉଛୁ କି ଛନ୍ଦିତା ପାଢି ଓଡିଆ ସିରିଏଲ ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ । ସେ ବିଭିନ୍ନ ଓଡିଆ ସିରିଏଲରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ଛନ୍ଦିତା ପାଢି ତୁଲସୀ ସିରିଏଲ ରେ ଲିସା ଓ ତାରଣୀ ସିରିଏଲରେ ମୋହନା ଚରିତ୍ରରେ ନଜର ଆସିଥିଲେ । ଏହି ସିରିଏଲ ଗୁଡିକରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହା ସହିତ ଦର୍ଶକମାନେ ବି ତାଙ୍କୁ ବହୁତ ପସନ୍ଦ କରିଥିଲେ । କିଛି ଦିନ ତଳେ ଛନ୍ଦିତା ପାଢି ତାରାତାରିଣୀ ସିରିଏଲରେ ଅଭିନୟ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ସିରିଏଲ ସମାପ୍ତ ହୋଇ ଯାଇଛି ଓ ବର୍ତ୍ତମାନ ସେ ଏକ ନୂଆ ସିରିଏଲରେ ଅଭିନୟ କରୁଛନ୍ତି ସେହି ସିରିଏଲର ନାଁ ରହିଛି ମଙ୍ଗଳା କନ୍ୟା ।

ମଙ୍ଗଳା କନ୍ୟା ସିରିଏଲରେ ସେ ଜଣେ ସଂସ୍କାରୀ ବୋହୁ ଚରିତ୍ରରେ ନଜର ଆସୁଛନ୍ତି । ଏହା ସହିତ ଏହି ସିରିଏଲରେ ତୁଲସୀ ସିରିଏଲରେ ଅଭିନୟ କରୁଥିବା କିଛି ଅଭିନେତାଙ୍କୁ ମଧ୍ୟ ଆପଣମାନେ ଦେଖିଥିବେ । ଚନ୍ଦନ ଓ ତୁଲସୀ ମଧ୍ୟ ଏହି ସିରିଏଲରେ ଅଭିନୟ କରୁଛନ୍ତି । ମଙ୍ଗଳା କନ୍ୟା ସିରିଏଲରେ ମୋହନା ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇଛନ୍ତି ଓ ବିବାହ ପରେ ନିଜ ସ୍ଵାମୀଙ୍କ ପାଇଁ କର୍ବାଚୌଥ ବ୍ରତ ପାଳନ କରୁଥିବାର କିଛି ଫଟୋ ସେ ନିଜର ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଛନ୍ତି ।

ଅର୍ଥାତ ଏହା ଏକ ସିରିଏଲର ପାର୍ଟ ଅଟେ । ନା ହିଁ କି ଅସଲ ଜୀବନରେ । କହିଦେଉଛୁ କି ସିରିଏଲରେ ଛନ୍ଦିତା ବାହା ହୋଇଛନ୍ତି । କିନ୍ତୁ ଅସଲ ଜୀବନରେ ସେ ବର୍ତ୍ତମାନ କୁଆଁରୀ ଅଛନ୍ତି ଓ ନିଜ ପାଇଁ ଭଲ ବର ପାତ୍ର ଖୋଜୁଛନ୍ତି ।

Leave a Reply

Your email address will not be published. Required fields are marked *