ମୋହରା ସୁଟିଙ୍ଗ ସମୟରେ ଅକ୍ଷୟ ରବିନାଙ୍କ ସହ କରିଥିଲେ କିଛି ଏମିତି କି…

ମୋହରା ବଲୀଉଡ ଦୁନିଆର ଏମିତି ଗୋଟେ ଚଳଚିତ୍ର ଥିଲା ଯେଉଁଥିରେ ଲୋକଙ୍କୁ ସବୁ କିଛି ନୂଆ ଓ ପସନ୍ଦିଦା ଦେଖିବାକୁ ମିଳିଥିଲା । ମୋହରା ଚଳଚିତ୍ରରେ ଦୁଇଟି ଅଭିନେତା ଥିଲେ ସୁନୀଲ ଶେଠୀ ଓ ଅକ୍ଷୟ କୁମାର ସେହି ସମୟ ର ସୁପର ଷ୍ଟାର ଥିଲେ ଓ ଗୋଟେ ଅଭିନେତ୍ରୀ ଥିଲେ ରବିନା ଟନଡନ ଏହି ଅଭିନେତାଙ୍କ ସହ କାମ କରିଥିଲେ ।

ରବିନା ଓ ଅକ୍ଷୟ କୁମାର ମଧ୍ୟରେ ଏହି ଚଳଚିତ୍ର ସମୟରେ ଏମିତି କିଛି ହୋଇଥିଲା ଯାହା ପରେ ଏହି ଘଟଣା ବହୁତ ଚର୍ଚା ବିଷୟ ହୋଇଥିଲା କିନ୍ତୁ ଏହି କଥାକୁ ସେହି ସମୟରେ ଚାପି ଦିଆ ଗଲା । ଆଜି ଆମେ ଆପଣଙ୍କୁ ରବିନା ଓ ଅକ୍ଷୟ କୁମାର ସେହି ଘଟଣା ବିଷୟରେ କିଛି କହିବାକୁ ଯାଉଛୁ ।

Image Courtesy: Google

“ଟିପ ଟିପ ବର୍ଷା ପାନି” ସେହି ସମୟ ଏମିତି ଗୀତ ଥିଲା ଯାହାକୁ ଦେଖିବା ପାଇଁ ଲୋକ ଦିବାନା ଥିଲେ । ଏହି ଗୀତରେ ଅକ୍ଷୟ ଓ ରବିନା ବହୁତ କ୍ଳୋଜ ଅଭିନୟ କରିଥିଲେ ଯାହା ଦେଖି ଲୋକଙ୍କ ମନରେ ମଧ୍ୟ କିଛି ହାଉଥିଲା ତେବେ ସେହି ଗୀତ ନିର୍ମାଣ ବେଳେ କଣ ହୋଇଥିଲା ଆସନ୍ତୁ ଜାଣିବା । ତେବେ ଚଳଚିତ୍ର ମୋହରା ପାଇଁ ପ୍ରଥମେ ଶ୍ରୀଦେବୀଙ୍କୁ ଅଫର ଦିଆ ଯାଇଥିଲା କିନ୍ତୁ ସେ ନିଜ ଚଳଚିତ୍ର ଚନ୍ଦ୍ର୍ମୁଖି ପାଇଁ ସଲମାନ ଖାନ ସହ ବ୍ୟସ୍ତଥିଲେ ଯାହା ପରେ କଣ୍ଟା ଏସ୍ଵର୍ୟା ରାୟ ତରଫକୁ ଆସିଲା କିନ୍ତୁ ଏସ୍ଵର୍ୟା ନିଜ ମିସ ଓୟାର୍ଲ୍ଡ ପାଇଁ ବ୍ୟସ୍ତ ଥିଲେ ଯାହା ପରେ ସେ ମଧ୍ୟ ମନା କରିଥିଲେ । ଏହା ପରେ ହାରି ଡାଇରେକ୍ଟର ରାଜିଭ ରୟ ଦିବ୍ୟା ଭାରତୀକୁ ପସନ୍ଦ କରିଥିଲେ ।

Image Courtesy: Google

ଏହା ପରେ ଦିବ୍ୟା ଭାରତୀଙ୍କ ହଟାତ ନିଧନ ପରେ ରବିନାଙ୍କୁ ଚାନ୍ସ ମିଳିଥିଲା । ଏହି ଚଳଚିତ୍ର ନିର୍ମାଣ ସମୟରେ ଅକ୍ଷୟ କୁମାର ଓ ରବିନା ସାଙ୍ଗ ହେଲେ ଓ ଚଳଚିତ୍ର ସମୟରେ ଦୁହେଁ ବହୁତ କ୍ଳୋଜ ହେଲେ ଏହି ଗୀତ ସମୟରେ ଦୁହେଁ ଏତେ ହଜି ଯାଇଥିଲେ ଯେ ସେ ଭୁଲି ଗଲେ ଯେ ସେ ସୁଟିଙ୍ଗ କରୁଛନ୍ତି କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ରବିନାଙ୍କୁ ସେହି ଗୀତ ସୁଟିଙ୍ଗ ସମୟରେ ୧୦୨ ଜର ଥିଲା ।

Image Courtesy: Google

ତେବେ ଏହା ଛଡା ଏହି ଚଳଚିତ୍ର ଗୀତ ତୁ ଚିଜ ବଡି ହେ ମସ୍ତ ମସ୍ତ ଗୀତରେ ନଶ୍ରୁଦୀନ ଓ ରବିନାଙ୍କୁ କାମ କରିବାର ଥିଲା କିନ୍ତୁ ଦୁହେଁ ଦୁହିଙ୍କ ସହ କମ୍ଫର୍ଟେବଲ ନଥିଲେ କିନ୍ତୁ ଡାଇରେକ୍ଟର କହିବା ଦ୍ଵାରା ଦୁହେଁ କାମ କରିଥିଲେ । ରବିନା ନିଜ କାମ ପାଇଁ ବହୁତ ପରିଶ୍ରମ ଅଭିନେତ୍ରୀଥିଲେ ତାଙ୍କ କାମ ଦ୍ଵାରା ଡାଇରେକ୍ଟରମାନେ ବହୁତ ଖୁସି ରହୁଥିଲେ, ତେବେ ଏହି ଚଳଚିତ୍ର ସମୟରେ ଅକ୍ଷୟ କୁମାର ଓ ରବିନାଙ୍କ ସମ୍ପର୍କ ବହୁତ ଚର୍ଚାରେ ଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *