IAS Interview Questions: ଆମ୍ବ ଗଛ ତଳେ ଲେଙ୍ଗେଡା, ଅନ୍ଧ, ଗୁଙ୍ଗା ଓ ବଧିର ବସିଛନ୍ତି । ଆମ୍ବ ପଡିବ ତ ପ୍ରଥମେ କିଏ ଉଠାଇବ ?

ଆପଣ ଶୁଣିଥିବେ କି ଆଇଏସ ଓ ଆଇପିଏସ ପରୀକ୍ଷା ପାସ କରିବା କୌଣସି ସହଜ କଥା ନୁହେଁ । ଲିଖିତ ପରୀକ୍ଷାରେ ପାସ ହୋଇଗଲେ ବି ଏହାର ଇଣ୍ଟରଭିୟୁ ପାସ କରିବା ବହୁତ କଠିନ ହୋଇଥାଏ । ଏଥିରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ବି ନ ଥାଏ । ପ୍ରାୟତଃ ଦେଖା ଯାଇଛି କି କିଛି ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇ କି ପଚରା ଯାଏ ଯାହାର ଉତ୍ତର ଦବା ବହୁତ କଷ୍ଟକର ହୋଇଥାଏ ।

ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଖୋଜି ଆଣିଛୁ ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିବାକୁ ଲାଗିବ ଏବଂ ଆପଣ ମଧ୍ୟ ଚିନ୍ତା କରିବେ କି ଏହିଭଳି ପ୍ରଶ୍ନ ବି ଥାଏ ?

ପ୍ରଶ୍ନ – ମାତା ସୀତା କେଉଁ ପଶୁକୁ ଅଭିଶାପ ଦେଇଥିଲେ ?

ଉତ୍ତର – ଗାଈ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ କମ ବୟସ୍କ ବ୍ୟକ୍ତି ରୁହନ୍ତି ?

ଉତ୍ତର – ଇଣ୍ଡୋନେସିୟା

ପ୍ରଶ୍ନ – କଣ ଆପଣ ଜାଣିଛନ୍ତି କି ସାଇକେଲକୁ ଓଡିଆରେ କଣ କୁହାଯାଏ ?

ଉତ୍ତର – ଦିବ୍ୟ ଚକ୍ର ବାହନ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରି ପାରିବେ ନାହିଁ ?

ଉତ୍ତର – ପେରୁ ଦେଶର ଲୋକମାନେ

ପ୍ରଶ୍ନ – ସଲମାନ ଖାନଙ୍କ ପ୍ରଥମ ଫିଲ୍ମର ନାଁ କଣ ?

ଉତ୍ତର – ବିବି ହୋ ତୋ ଏସି

ପ୍ରଶ୍ନ – ଭାରତର ସର୍ବ ପ୍ରଥମ ରଙ୍ଗୀନ ଫିଲ୍ମ କଣ ଥିଲା ?

ଉତ୍ତର – କିଶନ କହ୍ନେୟା

ପ୍ରଶ୍ନ – କେଉଁ ଫଳକୁ ଖାଇବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡିଥାଏ ?

ଉତ୍ତର – ମେନ ଫ୍ରୁଟ

ପ୍ରଶ୍ନ – ଗଛରେ ହେଉଥିବା ଦୁନିଆର ସବୁଠୁ ବଡ ଫଳ କଣ ?

ଉତ୍ତର – ପଣସ

ପ୍ରଶ୍ନ – ମନୁଷ୍ୟର ସବୁଠୁ ବଡ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର – ମଶା

ପ୍ରଶ୍ନ – କେଁ ପଶୁର ୩୨ ଟି ମସ୍ତିଷ୍କ ଅଛି ?

ଉତ୍ତର – ଜୋକର

ପ୍ରଶ୍ନ – ଅଜନ୍ତା ଗୁମ୍ଫା କେଉଁ ଧର୍ମକୁ ସମ୍ବନ୍ଧିତ ?

ଉତ୍ତର – ବୌଦ୍ଧ ଧର୍ମ

ପ୍ରଶ୍ନ – ଭାରତ ଛଡା ଅନ୍ୟ କେଉଁ ଦେଶରେ ୧୫ ଅଗଷ୍ଟ ଦିନ ସ୍ଵତନ୍ତ୍ରତା ଦିବସ ପାଳନ କରାଯାଏ ?

ଉତ୍ତର – ଦକ୍ଷିଣ କୋରିୟା

ପ୍ରଶ୍ନ – ଦୁନିଆର ସବୁଠୁ ଛୋଟ ଦେଶ କିଏ ?

ଉତ୍ତର – ଭେଟିକନ ସିଟି

ପ୍ରଶ୍ନ – ଦୁନିଆର କେଉଁ ଜିନିଷ ସବୁଠୁ ଅଧିକ ସ୍ପୀଡ?

ଉତ୍ତର – ପ୍ରକାଶ

ପ୍ରଶ୍ନ – କେଉଁ ଜିନିଷକୁ ପାଣିରେ ଦେବା ଦ୍ଵାରା ଗରମ ହୋଇଯାଏ ?

ଉତ୍ତର – ଚୂନ

ପ୍ରଶ୍ନ – କେଉଁ ଦେଶର ପତାକା ଓଲଟା ଥାଉ କିମ୍ବା ସିଧା ଥାଉ ତାହା ଗୋଟିଏ ସମାନ ନଜର ଆସିଥାଏ ?

ଉତ୍ତର – ଜାପାନ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ତିଆରି କରାଯାଏ ?

ଉତ୍ତର – ଭାରତରେ

ପ୍ରଶ୍ନ – ଦୁନିଆର ସବୁଠୁ ବଡ ସୌରମଣ୍ଡଳର ଖୋଜ କିଏ କରିଥିଲେ ?

ଉତ୍ତର – କପରନିକସ

ପ୍ରଶ୍ନ – କେଉଁ ଫଳକୁ ଅମୃତ ସମାନ କୁହାଯାଏ ?

ଉତ୍ତର – ପିଜୁଳି

ପ୍ରଶ୍ନ – ପାକିସ୍ତାନରେ ମୋଟ କେତୋଟି ଜିଲ୍ଲା ଅଛି ?

ଉତ୍ତର – ୧୩୫ ଟି ଜିଲ୍ଲା

ପ୍ରଶ୍ନ – SBIର ସ୍ଥାପନ କେଉଁ ବର୍ଷ ହୋଇଥିଲା ?

ଉତ୍ତର – ୧୯୫୫

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ବୃକ୍ଷର ନାଁ କଣ ?

ଉତ୍ତର – ବରଗଛ

ପ୍ରଶ୍ନ – ଆମ୍ବ ଗଛ ତଳେ ଲେଙ୍ଗେଡା, ଅନ୍ଧ, ଗୁଙ୍ଗା ଓ ବଧିର ବସିଛି । ଆମ୍ବ ପଡିବ ତ ସର୍ବେ ପ୍ରଥମେ କିଏ ଉଠାଇବ ?

ଉତ୍ତର – ଗୁଙ୍ଗା ବ୍ୟକ୍ତି

Leave a Reply

Your email address will not be published. Required fields are marked *