IAS Interview Questions: ତାହା କଣ ଅଟେ ଯାହା ପୁରୁଷଙ୍କ ପାଖରେ ୨ ଟି ଓ ମହିଳାଙ୍କ ପାଖରେ ୩ ଟି ଅଛି ?

ଭାରତର ଲକ୍ଷ ଲକ୍ଷ କ୍ୟାଣ୍ଡିଡେଟ ୟୁପିଏସସିର ପରୀକ୍ଷାରେ ସାମିଲ ହୋଇଥାନ୍ତି । ଏହି ପରୀକ୍ଷାର ସବୁ ଚରଣ ବହୁତ କଷ୍ଟ ଅଟେ । ଯଦି ଆପଣ ଲିଖିତ ପରୀକ୍ଷାରେ ପାସ ହୋଇ ଯାଉଛନ୍ତି ତଥାପି ଏମିତି କିଛି କ୍ୟାଣ୍ଡିଡେଟ ଅଛନ୍ତି ଯେଉଁମାନେ କି ଇଣ୍ଟରଭିୟୁରେ ଅଟକି ଯାଆନ୍ତି ।

ଇଣ୍ଟରଭିୟୁର ପ୍ରଶ୍ନ ବହୁତ କଷ୍ଟ କଷ୍ଟ ହୋଇଥାଏ ଓ ଆପଣଙ୍କ ମୁଣ୍ଡ ବି ଖରାପ କରିଦେବ । ସେଥିପାଇଁ ଆଜି ଆମେ ଆଇଏଏସ ଓ ଆଇପିଏସ ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଉଥିବା କିଛି ଏମିତି ପ୍ରଶ୍ନର ଓ ଉରରା ବିଷୟରେ କହିବୁ ଯାହାକି ବହୁତ ଟ୍ରିକ ହେବ ସହିତ ମଜାଦାର ଅଟେ ।

ପ୍ରଶ୍ନ – ମନୁଷ୍ୟ ଶରୀରର ସବୁଠୁ ଛୋଟ ହାଡ କେଉଁଠି ମିଳିଥାଏ ?

ଉତ୍ତର – କାନ

ପ୍ରଶ୍ନ – ସବୁଠୁ ଅଧିକ ଦ୍ରୁତ ଗତିରେ ଦୌଡୁ ଥିବା ପଶୁର ନାଁ କଣ ?

ଉତ୍ତର – ଚିତା

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?

ଉତ୍ତର – ସାଉଦି ଆରବ

ପ୍ରଶ୍ନ – କେଉଁ ବେଦ ଭାରତୀୟ ସଙ୍ଗୀତ ଜନକ ଅଟେ ?

ଉତ୍ତର – ସାମବେଦ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ଚିଡିଆଘର କେଉଁ ସ୍ଥାନରେ ଅଛି ?

ଉତ୍ତର – ଦକ୍ଷିଣ ଆଫ୍ରିକା

ପ୍ରଶ୍ନ – ଭାରତର ସର୍ବୋଚ୍ଚ ସାହସିକତା ସମ୍ମାନ କଣ ଅଟେ ?

ଉତ୍ତର – ପରମବିର ଚକ୍ର

ପ୍ରଶ୍ନ – ସ୍ଥାଇ ବନ୍ଦୋବସ୍ତର ଆରମ୍ଭ କିଏ କରିଥିଲା ?

ଉତ୍ତର – ଲର୍ଡ କାର୍ନବାଲିସ

ପ୍ରଶ୍ନ – ରେଡିୟମର ଖୋଜ କିଏ କରିଥିଲେ ?

ଉତ୍ତର – ମ୍ୟାଡମ କ୍ୟୁରୀ

ପ୍ରଶ୍ନ – ମସଲାର ରାଣୀ କାହାକୁ କୁହନ୍ତି ?

ଉତ୍ତର – ଗୁଜୁରାତି

ପ୍ରଶ୍ନ – କେଉଁ ପଶୁର ୩ ଟି ଆଖିପତା ଅଛି ?

ଉତ୍ତର – ଓଟ

ପ୍ରଶ୍ନ – କେଉଁ ଦେଶରେ ଟିକ – ଟକ ଚଳାଇବା ଅପରାଧ ଅଟେ ?

ଉତ୍ତର – ଉତ୍ତର କୋରିୟା

ପ୍ରଶ୍ନ – ଗଦର ପାର୍ଟିର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୧୯୧୩

ପ୍ରଶ୍ନ – ସାର୍କ ମୁଖ୍ୟାଳୟ କେଉଁ ସ୍ଥାନରେ ଅଛି ?

ଉତ୍ତର – କାଠମାଣ୍ଡୁ

ପ୍ରଶ୍ନ – ଉତ୍ତର ପ୍ରଦେଶର ସବୁଠୁ ବଡ ନଦୀର ନାଁ କଣ ?

ଉତ୍ତର – ଗଙ୍ଗା ନଦୀ

ପ୍ରଶ୍ନ – ମନୁଷ୍ୟର ଗୋଟିଏ ଆଖିର ଅଅଜନ କେତେ ହୋଇଥାଏ ?

ଉତ୍ତର – ୮ ଗ୍ରାମ

ପ୍ରଶ୍ନ – ୧ ଟଙ୍କାରେ କେତେ ଅଣା ଆସିଥାଏ ?

ଉତ୍ତର – ୧୬ ଅଣା

ପ୍ରଶ୍ନ – ଭାରତର ଶୁଆ କାହାକୁ କୁହନ୍ତି ?

ଉତ୍ତର – ଆମିର ଖୁସରୋ

ପ୍ରଶ୍ନ – ଭାରତର ପ୍ରଥମ ରାଜ୍ୟ କଣ ଅଟେ ?

ଉତ୍ତର – ବିହାର

ପ୍ରଶ୍ନ – ଜଳୀଯାଂବାଲା ବାଗ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଅମୃତସର

ପ୍ରଶ୍ନ – ଦେଶର ଲୋହ ପୁରୁଷ କାହାକୁ କୁହନ୍ତି ?

ଉତ୍ତର – ସରଦାର ବଲଭଭାଇ ପଟେଲ

ପ୍ରଶ୍ନ – ଭାରତର ସବୁଠୁ ସୁନ୍ଦର ଘର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଆଗ୍ରା

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ଜଳଜୀବ କିଏ ?

ଉତ୍ତର – ଗଙ୍ଗା ଡଲଫିନ

ପ୍ରଶ୍ନ – କଳା ରଙ୍ଗର ହଁସ କେଉଁଠି ମିଳିଥାନ୍ତି ?

ଉତ୍ତର – ଅଷ୍ଟ୍ରେଲିୟା

ପ୍ରଶ୍ନ – ରିଭଲଭରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – କୋଲ୍ଟ

ପ୍ରଶ୍ନ – ମେହରଗଢର ଦୁର୍ଗ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ସାରକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ମହୋଦୟ

ପ୍ରଶ୍ନ – ଗୁରୁତ୍ଵାକର୍ଷଣର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ନ୍ୟୁଟନ

ପ୍ରଶ୍ନ – ମୃତକମାନଙ୍କ ଟିଲା କାହାକୁ କୁହନ୍ତି ?

ଉତ୍ତର – ମୋହନଜୋଦଡୋ

ପ୍ରଶ୍ନ – କେଉଁ ଜିନିଷ ଥଣ୍ଡାରେ ବି ତରଲି ଯାଏ ?

ଉତ୍ତର – ମହମବତୀ

ପ୍ରଶ୍ନ – ଜାପାନର ସାଂସଦର ନାଁ କାନ ?

ଉତ୍ତର – ଡାୟଟ

ପ୍ରଶ୍ନ – ଭାରତର ସବୁଠୁ ବଡ ହସ୍ପିଟାଲ କେଉଁଠି ଅଛି ?

ଉତ୍ତର – ଦିଲ୍ଲୀ

ପ୍ରଶ୍ନ – ତାହା କଣ ଅଟେ ଯାହା ପୁରୁଷଙ୍କ ପାଖରେ ୨ ଟି ଓ ମହିଳାଙ୍କ ପାଖରେ ୩ଟି ଅଛି ?

ଉତ୍ତର – ଅକ୍ଷର

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *