ମୋଟା ପେଟ ଥିବା ମହିଳାମାନଙ୍କର ହୋଇଥାଏ ଏମିତି ସ୍ଵଭାବ

ଅନ୍ୟର ବ୍ୟଜ୍ତିତ୍ଵ କୁ ଜାଣିବା ପାଇଁ ଇଚ୍ଛା ସବୁ ମଣିଷମାନଙ୍କର ଭିତରେ ଥାଏ । ସେଥିରେ ବି ଯଦି ମହିଳାମାନଙ୍କର ବ୍ୟକ୍ତିତ୍ବ କୁ ଜାଣିବା କଥା ହୋଇଥାଏ ତାହେଲେ ଏହାର ନିଶା ସବୁ ପୁରୁଷ ମାନଙ୍କ ଭିତରେ ଥାଏ । ସେ ଏକ ଅଜଣା ଝିଅ ହେଉ ,ସାଙ୍ଗ ହେଉ ,ସ୍ତ୍ରୀ ବା ଗର୍ଲଫ୍ରେଣ୍ଡ ହେଉ । ସବୁ ପୁରୁଷ ସେହି ମହିଳା ଙ୍କୁ ପ୍ରଥମେ ଠିକସେ ବୁଝିବାକୁ ଚାହିଁଥାନ୍ତି । କେବଳ ପୁରୁଷ ନୁହେଁ ମହିଳାମାନେ ବି ଅନ୍ୟ ମହିଳାମାନଙ୍କୁ ଠିକସେ ଜାଣିବା ପାଇଁ ଚାହିଁଥାନ୍ତି ଯାହା ସହିତ ତାଙ୍କର ସମ୍ପର୍କ ହେବାକୁ ଯାଉଛି ।

ମହିଳାମାନଙ୍କର ପେଟ ଖୋଲିବ , ତାଙ୍କର ସବୁ ରାଜ

ଶାସ୍ତ୍ର ଅନୁସାରେ କୁହାଯାଇଛି କି ମଣିଷର ଶରୀର ଗଠନରୁ ହିଁ ତାର ବ୍ୟକ୍ତିତ୍ବ ଜଣାପଡିଥାଏ । ଠିକ ସେହି ପରି ମହିଳାମାନଙ୍କର ପେଟକୁ ଦେଖି କୁହାଯାଇପାରିବ କି ତାଙ୍କ ସ୍ଵଭାବ କିପରି । ଚାଲନ୍ତୁ ଜାଣିବା ଏହି ବିଷୟରେ ।

ଚିକ୍କଣ ଏବଂ ପତଳା ପେଟ

ଯେଉଁ ସ୍ତ୍ରୀର ପେଟ ପତଳା ଏବଂ ଚିକ୍କଣ ହୋଇଥାଏ ,ସେହି ସ୍ତ୍ରୀ ରାଜସୁଖ ଭୋବିବା ବାଲା ହୋଇଥାଏ । ଏପରି ସ୍ତ୍ରୀମାନେ ସାମାଜିକ ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।

ମୋଟା ପେଟ

ଯେଉଁ ମହିଳାର ପେଟ ମୋଟା ହୋଇଥାଏ ସେ ଧନ ମାମଲାରେ କୌଣସି ବୁଝାବଣା କରନ୍ତି ନାହିଁ । ପଇସା କମାଇବାର ଲୋଭ ଥାଏ ଏବଂ ସେ ତାଙ୍କ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ପେଟର ଗଠନ ଉଁଚା ହୋଇଥିବ

ଯେଉଁ ସ୍ତ୍ରୀର ପେଟ ଉଁଚା ହୋଇଥିବ ,ସେ ସ୍ତ୍ରୀ ପୁରୁଷମାନଙ୍କ ପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି । ସଜବାଜରେ ଅଧିକ ପଇସା ଖର୍ଚ କରିଥାନ୍ତି । ଏମାନେ ନିଜ ସ୍ଵାମିର ଆଦର କରିନଥାନ୍ତି ।

କଳସ ଆକାରର ପେଟ

ଯେଉଁ ସ୍ତ୍ରୀ ପେଟ କଳସୀର ଆକାରର ହୋଇଥିବ ,ସେ ସ୍ତ୍ରୀ ନିଜ ଜୀବନରେ ବହୁତ ସଂଘର୍ଷ କରିବା ପରେ ହିଁ ସୁଖ ପାଇଥାଏ । ଏପରି ସ୍ତ୍ରୀମାନେ ନିଜ ପରିବାରର ଭରଣ ପୋଷଣ କରିବା ପାଇଁ ଚାକିରି କରିଥାନ୍ତି ।

ବାଁ କୁ ଢଳି ଥିବା ପେଟ

ଯଦି କୋଣସି ସ୍ତ୍ରୀର ପେଟ ବାମ ପଟକୁ ଢଳି ରହିଥାଏ ,ସେହି ସ୍ତ୍ରୀମାନେ ସୁନ୍ଦର କନ୍ୟା କୁ ଜନ୍ମ ଦେଇଥାନ୍ତି । ଏମାନେ ନିଜ ସାଥିଙ୍କ ପ୍ରତି ସହଯୋଗୀ ହୋଇଥାନ୍ତି ।

ଡାହାଣକୁ ଢଳି ଥିବା ପେଟ

ଯେଉଁ ମହିଳାଙ୍କ ପେଟ ଡାହାଣକୁ ଢଳି କି ଥିବ ,ସେହି ସ୍ତ୍ରୀମାନେ ସୁନ୍ଦର ଏବଂ ଭାଗ୍ଯବାନ ପୁତ୍ରକୁ ଜନ୍ମ ଦେଇଥାନ୍ତି । ଏପରି ସ୍ତ୍ରୀମାନେ ସମ୍ବନ୍ଧ ମାମଲାରେ ବହୁତ ବ୍ୟବହାରିକ ହୋଇଥାନ୍ତି ।

ପେଟ ଉପରେ ସିଧା ବାଳ

ଯେଉଁ ସ୍ତ୍ରୀର ପେଟ ଉପରେ ସିଧା ବାଳ ଥାଏ ,ସେହି ସ୍ତ୍ରୀରବିବାହ ଉଚ କୂଳରେ ହୋଇଥାଏ । ତାଙ୍କୁ ସୁନ୍ଦର ଏବଂ ଶାଳିନ ସ୍ଵଭାବର ସ୍ଵାମୀ ମିଳିଥାନ୍ତି । ପେଟର ଆକାରରେ କିପରି ମହିଳାମାନଙ୍କ ସ୍ଵଭାବ ଜାଣିବ ତାହେ ଏବେ ଆପଣ ଯାଣିଯାଇଥିବେ । ଆମେ ସେହି ମହିଳାମାନଙ୍କ କଥା କହି ନାହୁଁ ଯେଉଁ ମହିଳାମାନଙ୍କର ପେଟ କୌଣସି ରୋଗ କିମ୍ବା ଅପେରସନ ପାଇଁ ବଡ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *