“ମୋତେ ସେ ବାଧ୍ୟକଲା ଖରାପ ରିଲେସନ ରଖିବା ପାଇଁ ..” ସେଇଥିପାଇଁ ମୁଁ ତା ଗୁ-ପ୍ତା-ଙ୍ଗ କାଟି-ଦେ-ଲି, ଦେଖନ୍ତୁ ଅଭିଯୁକ୍ତର ବଡ ବୟାନ

ସାଙ୍ଗ ପ୍ରେମ ନ କରିବାରୁ କା-ଟି-ଥି-ଲା ଗୁ-ପ୍ତା-ଙ୍ଗ । ସ-ମ-ଲି-ଙ୍ଗି ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲା । ସମୁଦ୍ର କୂଳରେ ଜବରଦସ୍ତି କା-ଟି-ଥି-ଲା ଗୁ-ପ୍ତା-ଙ୍ଗ । ହଁ ଦର୍ଶକ ବନ୍ଧୁ ବାରମ୍ବାର ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରୁଥିଲା । ମୋତେ ଆଉ କାହାର ବି ହେବାକୁ ଦେଲାନି । ମୁଁ ଯାହାକୁ ଭଲ ପାଇଲି ତାକୁ ମୋ ଠାରୁ ଦୂରେଇ ଦେଲା ।

ମୋତେ କହୁଥିଲା ମୁଁ ତୋତେ ଭଲ ପାଉଛି ସେଥିପାଇଁ ମୁଁ ତାର ଗୁ-ପ୍ତା-ଙ୍ଗ କୁ କାଟିଦେଲି । ବନ୍ଧୁଗଣ ଯୌ-ନା-ଙ୍ଗ କା-ଟି-ବା-ରେ ଆସିଛି ଏମିତି ଏକ ନୂଆ ମୋଡ । ଯାହାଙ୍କର ଯୌ-ନା-ଙ୍ଗ କଟିଛି ସେ କୁଆଡେ ବାଧ୍ୟ କରୁଥିଲେ ତାଙ୍କୁ ଭଲ ପାଇବାକୁ । ଯେଉଁଥି ପାଇଁ ବିରକ୍ତି ହୋଇ କା-ଟି ଦେଲେ ଯୌ-ନା-ଙ୍ଗ ।

ଖବର ମୁତାବିକ ଯୌ-ନା-ଙ୍ଗ କଟିଥିବା ଯୁବକ ଭାଗବତ କୁଆଡେ ଆଳି ବ୍ଲକ ବାଙ୍କେଶ୍ଵର ଗାଁ ର ଅକ୍ଷୟ ରାଉତ ଙ୍କୁ ସ-ମ-ଲି-ଙ୍ଗି ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଅକ୍ଷୟ ରାଉତ ହିଁ ଭାଗବତଙ୍କର ଯୌ-ନା-ଙ୍ଗ କାଟିଛନ୍ତି । ଯାହା ପରେ ଏମିତି କିଛି ଘଟିଥିଲା । ଭାଗବତ ଓ ଅକ୍ଷୟ ଙ୍କ ମଧ୍ୟରେ ଫେସବୁକ ରୁ ବନ୍ଧୁତା ହୋଇଥିଲା । ଚିକ୍କଣ କଥା କହି ଅକ୍ଷୟ ଙ୍କୁ ଡ଼ାକିଥିଲା ଭାଗବତ ।

ଆଉ ଯେବେ ପେଣ୍ଠ ବେଳାଭୂମି ବୁଲିବା ପାଇଁ ଯାଇଥିଲେ ସେଠାରେ ଦେଖାଇ ଥିଲା ଭାଗବତ ତାର ଅସଲ ରୂପ । ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ଅକ୍ଷୟ ଙ୍କୁ ବାଧ୍ୟ କରିଥିଲା । ହେଲେ ଅକ୍ଷୟ ମନା କରିଥିଲା । ଭାଗବତ ବାଧ୍ୟ କରିବାରୁ ଏକ ମା-ର-ଣା-ସ୍ତ୍ର ରେ ତାଙ୍କ ଯୌ-ନା-ଙ୍ଗ କୁ କା-ଟି-ଥି-ଲା ଅକ୍ଷୟ । ତେବେ ଅ-ଭି-ଯୋ-ଗ ର ୪୮ ଘଣ୍ଟା ପରେ ଧରା ପଡିଛି ଅ-ଭି-ଯୁ-କ୍ତ ଅକ୍ଷୟ ।

ଭାଗବତ ଖାଲି ଅକ୍ଷୟ ନୁହେଁ ବରଂ ଏହା ପୂର୍ବରୁ ଅନେକ ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ଜିଦି କଇ ଏମିତି କାଣ୍ଡ ଭିଆଇଛି । ମଝିରେ ସ-ମ-ଲି-ଙ୍ଗି ସ-ମ୍ପର୍କ- ର ଏକ ଭିଡିଓ ଭାଇରାଲ ହୋଇଥିଲା । ଖବର ମୁତାବିକ ଯୌ-ନା-ଙ୍ଗ କାଟିବା ପରେ ଫେରାର ହୋଇ ଯାଇଥିଲା ଅ-ଭି-ଯୁ-କ୍ତ ଅକ୍ଷୟ ରାଉତ ।

ତେବେ ପଟ୍ଟାମୁଣ୍ଡାଇ IIC ତପନ କୁମାର ରାଉତ କୌଣସି ସୂତ୍ର ରୁ ଖବର ପାଇ ଆଳି ମେଡିକାଲ ରେ ପହଞ୍ଚି ସେଠାରୁ ଅ-ଭି-ଯୁ-କ୍ତ ଅକ୍ଷୟ ଙ୍କୁ ଆ-ରେ-ଷ୍ଟ କରିଥିଲେ । ତେବେ ପୋଲିସ ହାତରୁ ଖସି ଯିବା ନେଇ ମିଛରେ ଜୀବନ ହାରିବାକୁ ଚେଷ୍ଟା କରି ମେଡିକାଲ ରେ ଚିକିତ୍ସିତ ହେଉଥିବା ସମୟରେ ପୋଲିସ ଅକ୍ଷୟ ଙ୍କୁ ଆ-ରେ-ଷ୍ଟ କରିଛି । ସେପଟେ ଏ ନେଇ ପୋଲିସ ପକ୍ଷରୁ କିଛି ବି ପ୍ରତିକ୍ରିୟା ମିଳିପାରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *