କେବଳ 10 ମିନିଟରେ ମୋତିଭଳି ଚମକିବ ଆପଣଙ୍କ ଦାନ୍ତ, ବାସ କରନ୍ତୁ ଏହି ଘରୋଇ ଉପାୟ

ଆମ ଶରୀର ହେଉଛି ଆମ ଭଗବାନ । ଏହାର କାରଣ ହେଉଛି କି ଆମ ଶରୀର କୁ ଆମେ ଯେତେ ଭଲ ରଖିବା ଆମର ଜୀବନ ସେତେ ଭଲ ହେବ ନିଶ୍ଚିତ ଭାବେ । ଆଜି ଆମେ କହିବା କି ଯଦି ଆପଣଙ୍କ ଦାନ୍ତ ଖରାପ ଅଛି କିମ୍ବା ଆପଣଙ୍କ ଦାନ୍ତ ପାଖରେ କିଛି କଳା ଚିହ୍ନ ମାନ ଅଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆପଣଙ୍କ ଦାନ୍ତରେ ଯଦି ହଳଦିଆ ଦାନ୍ତ ଅଛି ତେବେ ଆପଣ ମାନେ ଏହାକୁ ଘରେ ଥିବା କିଛି ଜିନିଷ କୁ ବ୍ୟବହାର କରି ରେମେଡି ତିଆରି କରି ପାରିବେ ।

ଆପଣମାନେ ଏହାର ପରିଣାମ ଖୁବ କମ ସମୟରେ ପାଇ ପାରିବେ । ଆଜି ଆମେ କହିବା କି କେଉଁ ଉପାୟ ଦ୍ଵାରା ଆପଣମାନେ ନିଜ ଦାନ୍ତକୁ ସଫା କରି ପାରିବେ । ଆଜି ଆମେ କହିବା କି ଆପଣ ନିଜ ରୋଷେଇ ରେ ବ୍ୟବହାର କରୁଥିବା ସୋରିଷ ତଳକୁ ନେଇକି କିଭଳି ଭାବେ ଏହାକୁ ବ୍ୟବହାର କରି ପାରିବେ ।

ଆପଣ କିଛି ସୋରିଷ ତେଲ ନେଇକି ଏହାକୁ ଏକ ସଫା ଜାଗାରେ ରଖନ୍ତୁ ଏଥିରେ ଆପଣ କିଛି ମାତ୍ରାରେ ଆପଣ ଏହା ମଧ୍ୟରେ ଲୁଣ ପକାନ୍ତୁ ଏହା ପରେ ଆପଣ ଏହା ମଧ୍ୟରେ ଅଳ୍ପ କିଛି ହଳଦୀ ପକାଇ ଏହାକୁ ରାତିରେ କିମ୍ବା ସକାଳେ ଦାନ୍ତ ସଫା କରିବାରେ ବ୍ୟବହାର କରି ପାରିବେ । ଯେଉଁ ମାନେ ନିଶା ଦ୍ରବ୍ଯ ଖାଉ ଥାନ୍ତି ସେମାନଙ୍କ ଦାନ୍ତା ମଧ୍ୟ ଖରାପ ହୋଇ ଥାଏ ।

ଯେଉଁ ପିଲାମାନେ ସବୁବେଳେ ଅଧିକ ଚକଲେଟ ଖାଇ ଥାନ୍ତି ସେମାନଙ୍କ ଦାନ୍ତ ମଧ୍ୟ ଖରାପ ହୋଇଥାଏ । ଏହା ପାଇଁ ବାପା ମା ମାନେ ସବୁ ବେଳେ ଚିନ୍ତାରେ ଥାନ୍ତି ସେମାନେ ଏହି ଉପାୟ କରି ନିଜ ପିଲା ମାନଙ୍କ ଦାନ୍ତ କୁ ସୁସ୍ଥ ରଖୀ ପାରିବେ । ଏକ କଥାର ଧ୍ୟାନ ରଖିବେ ଯଦି ଆପଣଙ୍କ ଦାନ୍ତରେ କିଛି କଳା ହେଲା ଭଳି ହୋଇ ଯାଇଛି କିମ୍ବା ଆପଣଙ୍କ ଦାନ୍ତ ଯଦି ହଳଦିଆ ପଡୁଛି ।

ଆଗ ଆପଣ ଏହାକୁ ବ୍ରସ କରିକି ତା ପରେ ଏହାକୁ ଲଗାଇବା ଭଲ ହୋଇ ଥାଏ । ଆପଣ ଯଦି ଏହାକୁ ବିନ୍ଧା ବିନ୍ଧି ହେଇଥିବା ଜାଗାରେ ଲଗାଇବା ଚାହିଁବେ ଏହାକୁ ରାତିରେ ଭଲ ଭାବେ ମୁହଁ କୁଲି କରି ସାରିବା ପରେ ଏହାକୁ ଏକ ବଡ ଦ୍ଵାରା ସେଇ ଜାଗାରେ ଲଗାନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ବିନ୍ଧା ବିନ୍ଧି ଦୂର ହୋଇଯିବ ।

ଆପଣମାନେ ଯଦି ଭାବୁ ଛନ୍ତି କି ଆପଣଙ୍କ ମୁହଁ ରୁ କିଛି ଦୁର୍ଗନ୍ଧ ବାହାରୁଛି ଏହାଉ ବ୍ୟବହାର କରିବା ଦ୍ଵାରା ତାହା ମଧ୍ୟ ବାହାରିବା ବନ୍ଦ ହୋଜିବା । ମାଢି ଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ ଏହି ଉପାୟ ଦ୍ଵାରା । ଏହାକୁ ବ୍ୟବହାର କରିବା ସହ ଆପଣମାନେ ଖାଇବା ପରେ ଭଲ ଭାବେ ମୁହଁ କୁ ଧୋଇବା ମଧ୍ୟ ଆବଶ୍ୟକ ଥାଏ ।

କିଛି ଲୋକମାନେ ମୁହଁ ଧୋଇବା ପାଇଁ ପସନ୍ଦ କରନ୍ତି ଆପଣ କିନ୍ତୁ ଏହା କରିବା ଦରକାର ଥାଏ । କାରଣ ଆମ ଖାଦୟାକକୁ ଭଲ ଭାବେ ଚୋବେଇବା ରେ ସାହାଜ୍ଯ କରିଥାଏ ଏହା ସହ ଏହା ଆମ ଆମ ମୁହଁର ଗଠନ କୁ ମଧ୍ୟ ସମ୍ଭାଳି ଥାଏ । ଆମ ହସର ସୁନ୍ଦରତା କୁ ଏହା ବଢାଇବା ପାଇଁ ସାହାଜ୍ଯ ମଧ୍ୟ କରିଥାଏ । ତେଣୁ କରି ଏହାର ଯତ୍ନ ନେବା ଆମର ଦାଇତ୍ଵ ।

Leave a Reply

Your email address will not be published. Required fields are marked *