ମୃତ ବ୍ଯକ୍ତିକୁ କଣ ପାଇଁ ନୂଆ ବସ୍ତ୍ର ପିନ୍ଧାଯାଏ ? Garuda Purana

ଏ ଦୁନିଆରେ ମଣିଷ ଜନ୍ମ ନେଇଛି ମାନେ ତାର ମୃ-ତ୍ୟୁ ନିଶ୍ଚିନ୍ତ ହୋଇଥାଏ । ଏଥିରେ କୌଣସି ସ-ନ୍ଦେ-ହ ନାହି । ମଣିଷର ଅ-ନ୍ତି-ମ ସଂ-ସ୍କା-ର ସମୟରେ ଅନେକ ବିଧି ବିଧାନ ରହିଥାଏ । ଏକ ବିଧି ଅନୁଯାୟୀ ମଣିଷର ମୃ-ତ୍ୟୁ ପରେ ତାକୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଯାଏ । ଏହାର କାରଣ କଣ ରହିଛି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବ୍ଯକ୍ତିର ମୃ-ତ୍ୟୁ ପରେ ତାର ସ୍ନାନ କରି ନୂଆ ବସ୍ତ୍ର ପିନ୍ଧାଇବା ଏକ ମହତ୍ଵ ପୂର୍ଣ୍ଣ ବିଧି ହୋଇଥାଏ । ଗରୁଡ ପୁରାଣରେ ଶ୍ରୀ ଗୁରୁଦେବ ନାମ ଜପ କରି ବ୍ୟକ୍ତିକୁ ମୃ-ତ୍ୟୁ ପରେ ସ୍ନାନ କରାଯାଏ ବୋଲି ବିଧି ରହିଛି । ମୃ-ତ ବ୍ୟକ୍ତିକୁ ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରା ଯିବାର ବିଧି ରହିଛି ।

ମୃ-ତ ବ୍ୟକ୍ତିକୁ ସନା କରିବା ସମୟରେ ଏହି ମନ୍ତ୍ରର ଜପ ଜାରି ରଖିବା ଉଚିତ । ଏହା ଦ୍ଵାରା ପରିବେଶ ଶୁଦ୍ଧ ହୋଇଥାଏ । ଏହା ସହ ମୃ-ତ ବ୍ୟକ୍ତି ବହୁତ ଜଲ୍ଦି ମୋକ୍ଷ ପ୍ରାପ୍ତ ହୋଇଥାଏ । ପ୍ରକୃତିର ନିୟମ ଅନୁସାରେ ସତୋଗୁଣ, ରଜୋଗୁଣ ଓ ତମୋଗୁଣ ହୋଇଥାଏ । ତେବେ ମୃ-ତ ବ୍ୟକ୍ତିକୁ ସ୍ନାନ କରିବାର ପ୍ରକୃତ ଅର୍ଥ ହେଉଛି ତାରା ଶରୀର ଓ ଆ-ତ୍ମା-କୁ ଶୁଦ୍ଧି କରିବା । ଗରୁଡ ପୁରାଣ ଅନୁସାରେ ମୃ-ତ ବ୍ୟକ୍ତିକୁ ସ୍ନାନ କରାଇବା ପରେ ତା ଶରୀରରେ ଚନ୍ଦନ, ଘିଅର ଲେପ କରାଇବା ଉଚିତ । ଗରୁଡ ପୁରାଣ ଅନୁସାରେ ମୃ-ତ ବ୍ୟକ୍ତିକୁ ସ୍ନାନ କରାଇବା ପରେ ତାକୁ ନୂଆ ବସ୍ତ୍ର ପିନ୍ଧାଇବା ଉଚିତ ।

ବିଶେଷ କଥା ହେଉଛି ଶ-ବକୁ ନୂତନ ବସ୍ତ୍ର ପିନ୍ଧିବା ଉଚିତ । ମୃ-ତ ବ୍ୟକ୍ତି ପାଇଁ ଆସିଥିବା ବସ୍ତ୍ର ଧଳା ରଙ୍ଗର ହେବା ଉଚିତ । ଧଳା ରଙ୍ଗ ହେଉଛି ଶାନ୍ତିର ପ୍ରତୀକ । ଏହା ସହ ମୋକ୍ଷ ପାଇବା ଉଦେଶ୍ୟରେ ମହଦୀ ଧଳା ରଙ୍ଗର ବ୍ୟବହାର କରାଯାଏ । ଗରୁଡ ପୁରାଣ ଅନୁସାରେ ମୃ-ତ ବ୍ୟକ୍ତି ପାଇଁ ଆସିଥିବା ନୂତନ ବସ୍ତ୍ର ତାକୁ ଧାରଣ କରାଇବା ପୂର୍ବ ରୁ ତା ଉପରେ ଗୋ-ମୁତ୍ର ବା ଗଙ୍ଗାଜଳ ବା ଖରା ରେ ରଖିବା ଉଚିତ । ଏହା ଦ୍ଵାରା ବସ୍ତ୍ର ଶୁଦ୍ଧ ହେବା ସହ ମୃତ ବ୍ୟକ୍ତି ଚାରି ପାଖରେ ଏକ ସୁରକ୍ଷା କବଚ ନିର୍ମାଣ ହୋଇଥାଏ ।

ଯାହା ଦ୍ଵାରା ମୃ-ତ ବ୍ୟକ୍ତି ପାଖରେ ଖରାପ ଶକ୍ତିର ପ୍ରବେଶ ହୋଇପାରେ ନାହି । ଏହା ପରେ ଅ-ନ୍ତି-ମ ସଂ-ସ୍କା-ର ସମୟରେ ମୃ-ତ ବ୍ୟକ୍ତିକୁ କାଠରେ ଶୁଆଇ ଚନ୍ଦନ ଲେପ ଲଗାଇବା ଉଚିତ । ଏହା ପରେ ମୃ-ତ ବ୍ଯକ୍ତିର ପରିଜନ ଦ୍ଵାରା ଦା-ହ ସଂ-ସ୍କା-ର ପ୍ରକ୍ରିୟାକୁ ଆଗକୁ ବଢାଇବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *