ଦେଖନ୍ତୁ ମୃତ୍ୟୁ ପରେ କଣ ହୋଇଥାଏ ଆତ୍ମା ସହ- Garuda Purana

ମୃ-ତ୍ୟୁ ଜୀବନର ସେହି ସତ୍ୟ ଅଟେ ଯାହାକୁ କେବେ ବି ଅସ୍ଵୀକାର କରି ହେବ ନାହିଁ । କିନ୍ତୁ ମୃ-ତ୍ୟୁକୁ ନେଇ ବହୁତ ଲୋକମାନଙ୍କ ମନରେ ଭିନ୍ନ ଭିନ୍ନ ଧାରଣ ଆସିଥାଏ । ଯେମିତି କି ମୃ-ତ୍ୟୁ ପୂର୍ବରୁ କିଛି ଦିବ୍ୟ ଦ୍ରୁଷ୍ଟି ହୋଇଥାଏ, ମୃ-ତ୍ୟୁ ପରେ ଯମଲୋକ ଯାତ୍ରା ଆରମ୍ଭ ହୁଏ, ନା ଏହି ସବୁ ଭ୍ରମ ଅଟେ, ଯଦି ଏହିଭଳି କିଛି ବି ହୋଇଥାଏ ତେବେ ମୃ-ତ୍ୟୁ ପରେ କେତେ ଦିନ ପରେ ଆ-ତ୍ମା ଯମଲୋକରେ ପହଞ୍ଚିଥାଏ । କହିଦେଉଛୁ କି ପ୍ରାଚୀନ କାଳରେ ଏହି ସବୁ ପ୍ରଶ୍ନ ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ ତାଙ୍କୁ କରିଥିଲେ ।

ଭଗବାନ ବିଷ୍ଣୁ ଗରୁଡ ପୁରାଣରେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଗରୁଡ ପୁରାଣ ଅନୁସାରେ ମୃ-ତ୍ୟୁ ପୂର୍ବରୁ ମନୁଷ୍ୟ କଥା କହି ପାରେ ନାହିଁ । ମନୁଷ୍ୟର ସବୁ ଇନ୍ଦ୍ରିୟ ଥଣ୍ଡା ପଡିଯାଏ । ଶେଷ ସମୟରେ ପରମାତ୍ମାଙ୍କ ଦ୍ଵାରା ତାକୁ ଦିବ୍ୟଦ୍ରୁଷ୍ଟି ମିଳିଥାଏ । ବ୍ୟକ୍ତି ମନରେ ଥିବା ସବୁ ବିଚାର ନଷ୍ଟ ହେବାକୁ ଲାଗେ ।

ପୁରାଣ ଅନୁସାରେ ମୃ-ତ୍ୟୁ ସମୟରେ ଦୁଇ ଜଣ ଯମଦୂତ ଆସନ୍ତି । ଯେଉଁମାନେ କି ବହୁତ ଭ-ୟ-ଙ୍କ-ର ହୋଇଥାନ୍ତି । ଯଦି ମୃ-ତ୍ୟୁ ବରଣ କରୁଥିବା ବ୍ୟକ୍ତି ଭଲ ବ୍ୟକ୍ତି ଅଟନ୍ତି ତେବେ ତାଙ୍କର ମୃ-ତ୍ୟୁ ବହୁତ ଜଲ୍ଦି ହୋଇଯାଏ, କିନ୍ତୁ ଯେଉଁ ବ୍ୟକ୍ତି ପା-ପୀ ଅଟେ ସେ ଯମଦୂତଙ୍କୁ ଦେଖି ଚିତ୍କାର କରିବା ସହ ଅନିଚ୍ଛା ସତ୍ବେ ନିଜ ଜୀବନକୁ ତ୍ୟାଗ କରିଥାଏ । ମୃ-ତ୍ୟୁ ରାସ୍ତା ଅନ୍ଧାର ଓ ନିଆଁ ଭଳି ହୋଇଥାଏ । ଯମରାଜାଙ୍କ ନିକଟରେ ସେହି ଆ-ତ୍ମା ପହଞ୍ଚିବା ପରେ ପୁଣି ଥରେ ତାଙ୍କର ଆ-ତ୍ମାକୁ ୧୩ ଦିନ ପର୍ଯ୍ୟନ୍ତ ଶୁ-ଦ୍ଧି-କ୍ରି-ୟା ପାଇଁ ଆକାଶ ମାର୍ଗରୁ ଘରକୁ ଛାଡି ଦିଆଯାଏ ।

ଯେଉଁ ସମୟ ପର୍ଯ୍ୟନ୍ତ ସେହି ଆ-ତ୍ମାକୁ ତାହାର ବଂଶଜ ପି-ଣ୍ଡଦାନ କରି ନ ଥାନ୍ତି ସେହି ଦିନ ପର୍ଯ୍ୟନ୍ତ ସେହି ଆ-ତ୍ମା ଭୋକିଲା ରହିଥାଏ । ୧୦ ଦିନରେ ପି-ଣ୍ଡ ଦାନ କରିବା ପରେ ସେହି ଆ-ତ୍ମାକୁ ଶକ୍ତି ମିଳିଥାଏ । ସେଥିପାଇଁ ହିନ୍ଦୁ ଧର୍ମରେ ପି-ଣ୍ଡ-ଦା-ନ-କୁ ବହୁତ ମହତ୍ଵ ଦିଆଯାଏ । ୧୩ ଦିନ ପରେ ପୁଣି ଥରେ ଯମଦୂତମାନେ ସେହି ଆ-ତ୍ମାକୁ ଯମଲୋକ ନେଇ ଯାଆନ୍ତି । ସେହି ସମୟରେ ଆ-ତ୍ମା ପାଇଁ ତିନୋଟି ମାର୍ଗ ଥାଏ । ଯାହାକୁ ଅର୍ଚି ମାର୍ଗ, ଧୁମ ମାର୍ଗ, ଉତ୍ପତ୍ତି ବିନାଶ ମାର୍ଗ ବୋଲି କୁହାଯାଏ ।

ଅର୍ଚି ମାର୍ଗକୁ ଯିବା ଅର୍ଥ ଆପଣ ଦେବଲୋକ ଓ ବ୍ରହ୍ମ ଲୋକକୁ ପ୍ରସ୍ଥାନ କରିବେ । ଏହି ମାର୍ଗକୁ ସବୁଠୁ ଠାରୁ ଭଲ ମାର୍ଗ ବୋଲି କୁହାଯାଏ । ଧୁମ ମାର୍ଗ ପିତୃଲୋକକୁ ଯାତ୍ରା କରୁଥିବା ମାର୍ଗ ହୋଇଥାଏ । ଉତ୍ପତ୍ତି ବିନାଶ ମାର୍ଗକୁ ସବୁଠୁ ଖ-ରା-ପ ବୋଲି କୁହାଯାଏ । ଯାହାକୁ ନର୍କ ମାର୍ଗ ବୋଲି କୁହାଯାଏ । କହିଦେଉଛୁ କି ବୈତରଣୀ ନଦୀକୁ ପାର ହେବା ପାଇଁ ଆ-ତ୍ମାକୁ ୪୭ ଦିନର ସମୟ ଲାଗିଥାଏ । ଯାହାକି ବହୁତ କଷ୍ଟଦାୟକ ହୋଇଥାଏ ।

ଭୋକ ଉପାସରେ ଆ-ତ୍ମା ଯମଲୋକରେ ପହଞ୍ଚିବା ପରେ ଚିତ୍ରଗୁପ୍ତ ସେହି ଆ-ତ୍ମାର ସମସ୍ତ ପା-ପ ଓ ପୂଣ୍ୟର ହିସାବ କରିବା ପରେ ଯମରାଜଙ୍କ ନିଷ୍ପତି ନିଅନ୍ତି କି ଆ-ତ୍ମାଟି କେଉଁ ମାର୍ଗରେ ଯିବ । ପୁରାଣରେ ୩୬ ପ୍ରକାରର ନର୍କ ବିଷୟରେ କୁହାଯାଇଛି । ଏହା ଛଡା ଯେଉଁ ବ୍ୟକ୍ତି ଧର୍ମ ପାଳନ କରି ସତ କର୍ମ କରିଥାଏ ସେ ସ୍ଵର୍ଗ ଯାତ୍ରା କରିଥାଏ ।

Leave a Reply

Your email address will not be published. Required fields are marked *