ଧାର୍ମିକ ଗ୍ରନ୍ଥ ଅନୁସାରେ ମଣିଷ ଯେମିତି କର୍ମ କରିଥାଏ ତାକୁ ସେହି ହିସାବରେ ପାପ ଓ ପୂଣ୍ୟ ମିଳିଥାଏ । ଆମେ ଆଜି ଆପଣଙ୍କୁ ସେଇ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନେ ମୃତ୍ୟୁ ପରେ ସ୍ଵର୍ଗ ମିଳେନା ନର୍କ । ଠିକ କଥାଟା ଏଠି କେହି କହିପାରିବେ ନହିଁ କି ମୃତ୍ୟୁ ପରେ ଆତ୍ମାର କଣ ହୋଇଥାଏ, ମାନେ ତାକୁ ସ୍ଵର୍ଗ ପ୍ରାପ୍ତି ହେବ ନା ଆତ୍ମା ଏମିତି ବୁଲୁଥିବ ।
ଧାର୍ମିକ ଗ୍ରନ୍ଥ ଅନୁସାରେ ସ୍ଵର୍ଗ ଯିବାକୁ ଚାହୁଁଛନ୍ତି ତ କରନ୍ତୁ ଏହି କାମ
ନିଜ ଜୀବନରେ ସବୁବେଳେ ସତ କର୍ମ କରନ୍ତୁ । ମୋକ୍ଷ ପ୍ରାପ୍ତି ଚାହୁଁ ଛନ୍ତିତା କାମନା ବାସନାରୁ ନିଜ ମନକୁ ଦୂରେଇ ରଖନ୍ତୁ । ୟୋନି ପୂଜନ, ଲିଙ୍ଗାର୍ଚନ, ଭୈରବୀ ସାଧନ, ଚକ୍ର ପୂଜା, ଭଳି ଗୁପ୍ତା ସାଧନା ମାଧ୍ୟମରେ ଭଗବାନଙ୍କ ସାନିଧ୍ୟ ଲାଭ କରିପାରିବେ । ଚେଷ୍ଟା କରିବେକୀ ଜୀବନରେ କୌଣସି ପ୍ରକାର ପାପ ନକରିବା ପାଇଁ ।
ଏମିତି ହୋଇଥାଏ ସ୍ଵର୍ଗର ପ୍ରାପ୍ତି
ଜ୍ୟୋତିଶ ଅନୁସାରେ କେତେ ଏମିତି ଗ୍ରହ ଅଛି, ଯାହାର ପ୍ରଭାବରେ ଆସିବା କାରଣରୁ ବ୍ୟକ୍ତି ଜୀବନରେ ଠିକ ରାସ୍ତା ବାଛିଥାଏ । ସବୁ ଗ୍ରହର ଗୁରୁ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହାର ପ୍ରଭାବରେ ମନୁଷ୍ୟ ସବୁବେଳେ ଭଲ କମ କରିବାକୁ ଇଛା ରଖିଥାଏ । କଥା ଅଛିକି କୁଣ୍ଡଳୀରେ ଗୁରୁର ଶୁଭ ସ୍ଥାନରେ ଥିଲେ ମନୁଷ୍ୟ ଜୀବନରେ ସଫଳତା ଓ ମାନସାନମାନ ପ୍ରାପ୍ତି ହୋଇଥାଏ । ସେଇ ଗୁରୁ ହିଁ ବ୍ୟକ୍ତିକୁ ଠିକ ମାର୍ଗ ଦେଖାଇ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତି ଦେଇଥାଏ । ଯଦି ଏମିରି କେହି ମଣିଷକୁ ଖରା ଭଲ ଜିଣିଲା ପରେ ମଧ୍ୟ ସେ କିଛି ଭୁଲ କରିଥାଏ, ତ ଏମିତି ବ୍ୟକ୍ତିର ଆତ୍ମା ମାରିବା ପରେ ମଧ୍ୟ ତାର ଆତ୍ମା ଘୁରି ବୁଲିଥାଏ ।
କୁଣ୍ଡଳୀ ହିସାବରେ ଏମାନଙ୍କୁ ହୋଇଥାଏ ସ୍ଵର୍ଗ ପ୍ରାପ୍ତି
ଯଦି କୁଣ୍ଡଳୀର ବାର ଭାଗରେ ଶୁଭ ଗ୍ରହ ରହିଥାଏ ଓ ବାର ଭାବର ସ୍ଵାମୀ ନିଜ ରାଶି କି ମିତ୍ର ରାଶିରେ ବିରାଜମାନ ରହିଥିବ ଓ ତାକୁ କେହି ଶୁଭ ଗ୍ରହ ଦେଖୁଥିବତା ଏମିତି ସ୍ଥିତିରେ ବ୍ୟକ୍ତି ନିଜ ଜୀବନରେ ଶୁଭ କାମ ହିଁ କରିଥାଏ ଓ ଏହି ଲୋକ ମରିବା ପରେ ସ୍ଵର୍ଗ ମିଳିଥାଏ ।
କୁଣ୍ଡଳୀରେ କେବଳ ଗୁରୁ କର୍କ ରାଶିରେ ଷଷ୍ଠ, ଅଷ୍ଟମ, ପ୍ରଥମ, ଚତୁର୍ଥ, ସପ୍ତମ, ବା ଦଶମ ଭାବରେ ବସିଥାଏ ଓ ବାକି ସବୁ ଗ୍ରହ କମଜୋର ହୋଇଥାଏତ ଏମିତି ଲୋକଙ୍କୁ ମରିବା ପରେ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ଏହାଛଡା ଯେବେ ଗୁରୁ ଲଗ୍ନ ସ୍ଥାନରେ ମୀନ ରାଶିରେ ବିରାଜମାନ ହୋଇଥାଏ ବା ଦଶମ ଘରେ ଥିବା ବା କୌଣସି ଅଶୁଭ ଗ୍ରହର ଦ୍ରୁଷ୍ଟି ପଡିନଥାଏତା ଏମିତି ସ୍ଥିତିରେ ମରିବା ପରେ ସ୍ଵର୍ଗ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।