ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ ଭୁଲିଗଲେ କି Soumyaranjanଙ୍କ କଥା ! ଦେଖନ୍ତୁ କଣ କହୁଛନ୍ତି Soumya ଙ୍କ ବାପା

କିଛି ଦିନ ତଳେ ହିଁ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଯାଇଥିଲେ, କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବହୁ ଚର୍ଚିତ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ବିଷୟରେ ମୁଖ୍ୟ ମନ୍ତ୍ରୀ ଭୁଲି ଗଲେ ଗୋଟିଏ ଶବ୍ଦ ହେଲେ ବି ସେ କହିଲେ ନାହିଁ । ଏମିତିରେ ବର୍ତ୍ତମାନ ଏହାକୁ ନେଇ ବହୁତ ପ୍ରଶ୍ନ ଉଠିବାରେ ଲାଗିଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ବର୍ତ୍ତମାନ ପର୍ଯ୍ୟନ୍ତ ବି ଥମିବାର ନାଁ ଧରୁ ନାହିଁ ।

ପରିବାର ଲୋକମାନଙ୍କର ବାରମ୍ବାର ଗୁହାରି କରିବା ସତ୍ବେ କେହି ବି ତାଙ୍କର ଶୁଣୁ ନାହାନ୍ତି । ଯେତେବେଳେ ଜଣେ ବନ କର୍ମଚାରୀ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ସାମ୍ନାକୁ ଆସିଲା ତେବେ ସେହି ସମୟରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଠାରୁ ଆରମ୍ଭ ଏସପି ସମସ୍ତଙ୍କର ନିଦ ହଜି ଗଲା ।

ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା କେବଳ ପାରଳାଖେମୁଣ୍ଡିରେ ସୀମିତ ହୋଇ ରହି ଯାଇ ନାହିଁ ଏହା ପୁରା ଓଡିଶାରେ ଚର୍ଚାର ବିଷୟ ହୋଇ ଯାଇଛି । ସମସ୍ତେ ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଓ ଅନ୍ୟ ପଟେ ସୌମ୍ୟଙ୍କ ପରିବାର ନ୍ୟାୟ ଭିକ୍ଷା କରି ସରକାରୀ କାର୍ଯ୍ୟଲୟ ଓ ପୋ-ଲି-ସ ବିଭାଗ ଘୁରି ବୁଲୁଛନ୍ତି । ଏହି ମା-ମ-ଲାରେ ନବୀନ ସରକାରଙ୍କ ମନ୍ତ୍ରୀ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେସରୀଙ୍କ ନାଁ ବି ସାମ୍ନାକୁ ଆସିଥିଲା ।

ଏହା ସହିତ ରାତାରତି ମନ୍ତ୍ରୀଙ୍କ ପିଏସର ବଦଳିକୁ ନେଇ ବି ନାନା ଲୋକମାନେ ନାନା କଥା କହିଥିଲେ । ମୃତ ସୌମ୍ୟଙ୍କ ପିତା ନବୀନ ନିବାସ ସାମ୍ନାରେ ଆ-ତ୍ମା-ହୁ-ତି-ର ଧ-ମ-କ ଦେବା ସହ ଲିଖିତ ଆକାରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରି ମଧ୍ୟ କରିଛନ୍ତି । କିନ୍ତୁ ଯେତେବେଳେ ମୁଖ୍ୟ ମନ୍ତ୍ରୀ ପାରଳାଖେମୁଣ୍ଡି ଗଲେ ତେବେ ସେହି ସମୟରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଲେ କିନ୍ତୁ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାରେ ସେ ଚୁପ ରହିଗଲେ ।

ସେ ସୌମ୍ୟଙ୍କ ମା-ମ-ଲାରେ କିଛି ବି ଜାଣିବାକୁ ଚେଷ୍ଟା କରିଲେ ନାହିଁ । ସୌମ୍ୟଙ୍କ ନ୍ୟା-ୟ ଦେବା ପାଇଁ କେତେକ ସାମାଜିକ ସଂଗଠନ ମଧ୍ୟ ରାଜ ରାସ୍ତାକୁ ଓଲହାଇ ଆ-ନ୍ଦୋ-ଳ-ନ ମଧ୍ୟ କରିଥିଲେ । ତଥାପି ମୁଖ୍ୟ ମନ୍ତ୍ରୀ ପାରଳାଖେମୁଣ୍ଡିରେ ଚୁପ ରହିଗଲେ ।

ଗଜପତି ନିବାସୀମାନଙ୍କୁ ଏହିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବହୁତ ହିଁ ଭଲ କାର୍ଯ୍ୟ ଅଟେ କିନ୍ତୁ ଯେଉଁ ମା-ମ-ଲାକୁ ନେଇ ପୁରା ରାଜ୍ୟରେ ଚର୍ଚା ଚାଲିଛି ଓ ହ-ଙ୍ଗ-ମା ମଧ୍ୟ ହୋଇଛି ସେହି ମା-ମ-ଳା-କୁ ନେଇ ନବୀନ କିଛି ବି କହିଲେ ନାହିଁ ।

ସୌମ୍ୟଙ୍କ ସନ୍ଦେହ ଜଣକ ମୃ-ତ୍ୟୁ ମା-ମ-ଲାରେ ପୋ-ଲି-ସ ଓ କ୍ରା-ଇ-ମ ବ୍ରାଞ୍ଚର କୌଣସି ରି-ପୋ-ର୍ଟ ସାମ୍ନାକୁ ଆସି ନାହିଁ । ଅନ୍ୟ ପଟେ ସୌମ୍ୟଙ୍କ ପିତା ଥା-ନା କୋ-ର୍ଟ ଘୁରି ବୁଲୁଛନ୍ତି କିନ୍ତୁ କେଉଁଠି ହେଲେ ବି ତାଙ୍କୁ ନ୍ୟା-ୟ ମିଳୁ ନାହିଁ ।

Leave a Reply

Your email address will not be published. Required fields are marked *