ଏହି ଭାଇରାଲ କୁନି ଝିଅର ଆସିଲା ଆଉ ଏକ ନୂଆ Video, ଦେଖନ୍ତୁ କଣ କହୁଛି

ଆଜିକାଲି ଇଣ୍ଟର ନେଟ ଯୁଗରେ ଏମିତି କିଛି ଘଟଣା ଘଟୁଛି ଯାହା ଦେଖିଲେ ବିଶ୍ଵାସ କରି ହେବ ନାହି । ଏମିତି କିଛି ମଜାଦାର ଭି-ଡି-ଓ ଇଣ୍ଟର ନେଟ ରେ ଶେୟାର କରା ଅଯାଉଛି ଯାହାକୁ ଦେଖିଲେ ନ ହସି ରହି ହେବ ନାହି । କିଛି ମଜାମସ୍ତି କରୁଥିବା ଭି-ଡି-ଓ ଭା-ଇ-ରା-ଲ ହେଉଛି ଯାହା ଦେଖି ଲୋକ ମାନେ ହସି ହସି ଗାଡି ଯାଉଛନ୍ତି । ଏମିତି ଏକ ମଜାଦାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଯାହା ଦେଖି ଲୋକ ମାନେ ନ ହସି ରହିପାରୁ ନାହାନ୍ତି । ତେବେ ଏହି ଭି-ଡି-ଓ ରେ ଗୋଟେ କୁନି ଝିଅ ତା ମା କୁ କହୁଛି ମୁଁ ଟିକେ ମୁତିକି ଆସେ ।

କିନ୍ତୁ ତା ମା ତାକୁ ସଫା ମନା କରି ଦେଉଛି । କୁନି ଝିଅ ଟି କହୁଛି ମୁଁ ଟିକେ ବାହାରକୁ ଯାଇ ସାଙ୍ଗେ ସାଙ୍ଗେ ଆସିବି । କିନ୍ତୁ ତା ମା ତାକୁ କହୁଛି ତୁ କଣ ପାଇଁ ବାହାରକୁ ଯିବୁ, ପୁରା ଗୋଟେ ଘଣ୍ଟା ଯାଏଁ ଏଇଠି ବସେ କୁଆଡେ ଯିବାକୁ ହେବନି । ଏହି ଭଳି ଭାବେ ମା ଓ ଝିଅ ଭିତରେ କଥା ଚାଲିଛି ଯାହା ଆପଣ ମାନେ ଏହି ଭି-ଡି-ଓ ଜରିଆରେ ଦେଖି ପାରିବେ । କୁନି ଝିଅ ଟି ବାରମ୍ବାର କହୁଛି କି ମତେ ମୁଟ ଲାଗୁଛି ମୁଁ ଯାଇକି ଆସୁଛି । କିନ୍ତୁ ଏତେ କହିବା ପରେ ମଧ୍ୟ ତା ମା ତାକୁ ବାହାରକୁ ଛାଡୁ ନାହାନ୍ତି ।

ଏହି ଭି-ଡି-ଓ ରେ ଯେଉଁ କୁନି ଝିଅ ଟି ଏହି ଭଳି କଥା କହୁଛି ତା କଥା କହିବାର ଶୈଳୀ କିଛି ଭିନ୍ନ ଧରଣର ରହିଛି ଯାହା ଦେଖି ଲୋକ ମାନେ ହସି ହସି ଗାଡି ଯାଉଛନ୍ତି । ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଏତେ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି ଯାହା ପାଇଁ କୁନି ଝିଅ ଟି ପ୍ରଶଂସା ପାଉଛି । ବାସ୍ତବ ରେ ଝିଅ ଟିର କଥା କହିବାର ଢଙ୍ଗ ଖୁବ ନିଆରା ଲାଗୁଛି ।

ବନ୍ଧୁଗଣ ଏହି କୁନି ଝିଅର କଥା କହିବାର ଷ୍ଟାଇଲ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *