ମୁହଁ ଖୋଲିଲେ Nandini, କହିଲେ ଚଉଠି ରାତିରେ ହୋଇଥିଲା କିଛି ଏମିତି… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ତଳେ ଭୁବନେଶ୍ଵର ଥରେ ନନ୍ଦିନୀ ନାମକ ଝିଅ ତାଙ୍କ ସ୍ଵାମୀ ବଳରାମଙ୍କୁ ଲିଙ୍ଗରାଜ ମନ୍ଦିର ନେଇଯିବା ବାହାନାରେ ତାଙ୍କୁ ମାଡ ମାରିଛନ୍ତି ଯାହାର ଅଭିଯୋଗ ଥାନାରେ ହେଲା ପରେ ମଧ୍ୟ ଏବେ ନନ୍ଦିନୀ ଓ ତାଙ୍କ ପାରିବାରକୁ ଛାଡି ଦିଆ ଯାଇଛି । ତେବେ ଏହି ମାମଲାରେ ଏବେ ନନ୍ଦିନୀ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ତାଙ୍କ ସ୍ଵାମୀ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଅଟେ । ସେଦିନ ତାଙ୍କ ସ୍ଵାମୀ ତାଙ୍କୁ ବଜାର ଯିବା ପାଇଁ ବୁଲିବାକୁ କହିବା ପରେ ସେ ମନ୍ଦିର ଯିବା ପାଇଁ କହିଲେ ।

ତାଙ୍କ ମନରେ ଯାହା ଅଛି ଆଉ ଯେତେ ମିଛ କହିବାକୁ ଚାହୁଁଛନ୍ତି ତାହାର ପ୍ରମାଣ ମାଗିଛନ୍ତି ନନ୍ଦିନୀ । ନନ୍ଦିନୀ କହିଛନ୍ତି ଏ ସବୁ ସେ ତାଙ୍କ ସ୍ଵାମୀ ତାଙ୍କ ମାଙ୍କ କଥାରେ କରୁଛନ୍ତି । କାରଣ ଯେଉଁ ପିଲା ନିଜ ଖୁସି ଭୁଲି ପରିବାର କଥାରେ ବାହା ହୋଇଛନ୍ତି ଆଉ ଯାହାଙ୍କର କଥା କହିବା ସମୟରେ ପାଟି ଲାଗୁଛି ଯିଏ ପୁରା ବୋକା ଭଳି ଲାଗୁଛନ୍ତି ତେବେ ଏଭଳି କଣ ହେଲା କି ନନ୍ଦିନୀ ଘରୁ ବାହାରିଗଲେ ।

ନନ୍ଦିନୀ କହିଛନ୍ତି କି ତାଙ୍କ ବିବାହରେ ଦୁଇ ଜଣ ମଧ୍ୟସ୍ଥି ଲାଗିଥିଲେ ଯେଉଁ ମାନେ ଭୁଲ ଭାଲ କଥା କହିଲେ । ତାଙ୍କ ମା ଡିମାଣ୍ଡ କରିବା ପାଇଁ ମଧ୍ୟସ୍ଥି କହିଥିଲେ କିନ୍ତୁ ନନ୍ଦୀଙ୍କ ଆମ ମନ କରିଥିଲେ । କାରଣ ସେମାନେ କିଛି ଦେବା ନେବ କରିପାରିବେ ନାହି କାରଣ ସେମାନଙ୍କର ସେତିକି କ୍ଷମତା ନାହି । ନନ୍ଦିନୀଙ୍କ ମା କହିଲେ ଯେହେତୁ ତାଙ୍କ ବଡ ଝିଅ କହନ୍ତି ତେଣୁ ସାନ ଝିଅର ବାହାଘର କରିହେବ ନାହି ।

କିନ୍ତୁ ମଧ୍ୟସ୍ଥି କହିଲେ ତାଙ୍କର ଠିକ ହୋଇ ଅଛି ଆଉ ପରେ ହେବ ଆମ ପୁଅକୁ ବାହାଘର କରାଇ ଦିଅ । ଏହି ସବୁ ମଧ୍ୟରେ ସେମାନଙ୍କର ବିବାହ ହୋଇଗଲା । ବାହାଘର ରୀତିନୀତି ଅନୁଯାୟୀ ହେବ ସହ ବାହାଘର କେମିତି ହେଲା, କେଉଁଠି ହେଲା, କଣ ଜିନିଷ ଦେଇଥିଲେ ତାହାର ସବୁ ପ୍ରମାଣ ନନ୍ଦିନୀଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି ।

ଆହୁରି ନନ୍ଦିନୀ କହିଛନ୍ତି କି ଯଦି ତାଙ୍କର ଭିଣେଇଙ୍କ ସହ ସମ୍ପର୍କ ଥିଲା ତେବେ ସେ କାହିଁକି ଏମିତି ଭିଡିଓ କଲ କରିବେ ଆଉ ଯଦି ପ୍ରେମିକ ଥିଲା ତେବେ ସେ ନିଜର ପ୍ରେମିକଙ୍କୁ ବିବାହ କରିପାରିଥାନ୍ତେ । ଏମିତି ରାତିରେ କେଉଁ ଝିଅର ସାହସ ହେବ ଯେ ସ୍ଵାମୀ ଶୋଇଥିବ ଆଉ ସତରେ ଏଭଳି କାରନାମା କରିବ ପ୍ରଶ୍ନ କରିଛନ୍ତି ନନ୍ଦିନୀ ।

ସେଦିନ ରାତିରେ ନନ୍ଦିନୀଙ୍କୁ ବଳରାମ ତାଙ୍କ ବଡ ଭାଉଜ ଘର ଛାଡି ପଳାଇ ଯାଇଥିଲେ ବୋଲି କେସ ପୂର୍ବରୁ ହୋଇଥିଲା ଆଉ ଧମକ ମଧ୍ୟ ଦେଇଥିଲେ । ଆଉ ନ୍ୟୁଡ କଲ କଥା ମଧ୍ୟ ମିଛ ବୋଲି ନନ୍ଦିନୀ କହିଛନ୍ତି । ସେଦିନ ରାତିରେ ବଳରାମ ନନ୍ଦିନୀଙ୍କୁ ଅଭୁତ ଅତ୍ୟାଚାର କରିଛନ୍ତି ଯେଉଁ କାରଣରୁ ସେ ଘରୁ ବାହରି ଆସିଛନ୍ତି । ଯେହେତୁ ନନ୍ଦିନୀ ଘରୁ ବାହାରି ଯାଇଛନ୍ତି ତେଣୁ ତାଙ୍କ ସ୍ଵାମୀ ଏଭଳି ଚାଲାକି କରି ମିଛ କହୁଛନ୍ତି ବୋଲି ନନ୍ଦିନୀ ନିଜେ ମତଦାନ କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *