ମାନ କି ନ ମାନ ମୁହଁରୁ ବାହାରୁଥିବା ସବୁ ଇଛା ହେବ ପୂର୍ଣ୍ଣ, ଆଜି ରାତିରୁ ୫ଟି ରାଶିର ଲାଗିବ ଲଟେରୀ

ସବୁ ଏକାଦଶିରେ ସବୁଠୁ ମହତ୍ଵ ପୂର୍ଣ ଏକାଦଶୀ ମନା ଯାଇଛି ସେ ହେଉଛି ଦେବ ଶୟନୀ ଏକାଦଶୀ । ୨୦ ଜୁଲାଇକି ଦେବସାୟଣୀ ଏକାଦଶୀ ସହିତ ଦେବ ସୋଇଯିବେ ଓ ପୁଣି ୧୪ ନଭେମ୍ବରକୁ ଦେବ ଉଠିବେ । ଦେବସାୟନି ଏକାଦଶୀଠୁ ଚତୁର ମାସର ଆରମ୍ଭ ହେଉଛି ।

ଏହି ଚାରୋଟି ମାସ ଏହି ରାଶିଙ୍କ ପାଇଁ ଶୁଭ ଅଟେ । ଏହି ସମୟରେ ଶୁଭ କାର୍ଯ୍ୟ କରିବା ବର୍ଜିତ ହୋଇଥାଏ । ଏହି ଚାରି ମାସରେ ଭଗବାନ ବିଷ୍ଣୁ ସୃଷ୍ଟିର କାର୍ଯ୍ୟ ଭାର ଭଗବାନ ଶିବଙ୍କୁ ଦେଇ ଦିଅନ୍ତି ଆଉ ନିଜେ ନିଦ୍ରା ପାଇଁ ଚାଲିଯାଇଥାନ୍ତି । ଚାରିମାସ ପରେ ଦେବ ଉଠିଲା ପରେ ମାନେ ୧୪ ନଭେମ୍ବର କାର୍ତିକ ମାସର ଶୁକ୍ଲ ପକ୍ଷକୁ ଭଗବାନ ବିଷ୍ଣୁ ସୟନ ନିଦରୁ ଉଠିଥାନ୍ତି ।

ଭଗବାନ ବିଷ୍ଣୁଙ୍କ ନିଦ୍ରା ଭାଙ୍ଗିଲା ପରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ଦେବ ସାଇନ ଏକାଦଶୀ ବ୍ରତ ମଙ୍ଗଳକାରୀ ହୋଇଥାଏ ଆଉ ଆପଣ ଯଦି ଏହି ଦିନ ବ୍ରତ କରିପାରୁ ନାହାନ୍ତି ତେବେ ଆପଣ ସନ୍ଧ୍ଯା ସମୟରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆଗରେ ସୋରିଷ ତେଲର ଦୀପ ଜଳାନ୍ତୁ ଓ ଓଁ ନମଃ ଭଗବତ ବସୁଦେବାୟ ନମଃ ମନ୍ତ୍ରର ୨୧ ଥର ଜପନ୍ତୁ । ଯଦି ଆପଣଙ୍କ ଅଗଣାରେ ଚଉରା ବା ତୁଲସୀ ମା ଅଛନ୍ତି ତେବେ ଗୋଟେ ଦୀପ ସେଠାରେ ଜଳାନ୍ତୁ । ଏହା ସହିତ ଘର ମୁଖ୍ୟ ଦ୍ଵାରରେ ସନ୍ଧ୍ଯା ସମୟରେ ଗୋଟେ ଦୀପ ଜଳାନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ଯାହାବି ନକରାତ୍ମକ ଏନର୍ଜି ଥିବ ସେ ସବୁ ଦୂର ହେବ ।

ଯଦି ଆପଣ ଏହି ଦିନର ଖାସ ଲାଭ ଉଠାଇବା ପାଇଁ ଚହୁଁଛନ୍ତି ଆପଣ ସନ୍ଧ୍ଯାକୁ ହନୁମାନ ଚାଳିଶା କି ସୁନ୍ଦର କାଣ୍ଡର ପାଠ ନିଶ୍ଚିତ ରୂପରେ କରନ୍ତୁ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ଓଂ ହନୁମନ୍ତାୟ ନମଃ ଏହି ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଆପଣ ଙ୍କର ଯାହାବି ମନୋକମନା ରହିଛି ତାହା ଭଗବାନ ହନୁମାନ ପୁରା କରିବେ । କିଛି ରାଶିଙ୍କ ପାଇଁ କିଛି ସମୟ ବହୁତ ଶୁଭ ରହିବ । ଏହି ରାଶିର ଲୋକ ତାଙ୍କ ଜୀବନରେ ବହୁତ ସଫଳତା ଅର୍ଜନ କରିବେ ।


ସିଂହ ରାଶି :- ଏମାନଙ୍କର ଆସୁଥିବା ସମୟ ବହୁତ ଭଲ ରହିବ, ଆଉ ବହୁତ ଲାଭ ହୋଇବା ମଧ୍ୟ । ଏହା ସହିତ ଭଗବାନ ବିଷ୍ଣୁ ଲକ୍ଷ୍ମୀ ଆଉ ମାତା ପାର୍ବତୀ ପୁରା ଆଶୀର୍ବାଦ ରହିବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଅନ୍ୟ ତରଫାରେ ବ୍ୟାପାରରେ ମଧ୍ୟ ବହୁତ ଲାଭ ହେବ । ଛାତ୍ର ମାନକୁ ପାଠ ପଢାରେ ବହୁତ ସଫଳତା ମିଳିବ ।


କନ୍ୟା ରାଶି :- ଏମାନଙ୍କ ଜୀବନରେ ବହୁତ କିଛି ଜିନିଷର ପରିବର୍ତନ ହେବାକୁ ଯାଉଛି । ଆପଣଙ୍କୁ ପରିବାରର ପୁରା ସହଯୋଗ ମିଳିବ । ଆଉ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଜଭୁତ ରହିବ । ଏହା ସହିତ ଆପଣଙ୍କ ଜୀବନର ସବୁ ଦୁଃଖ ଦୂର ହେବ ଓ ଖୁସି ଆସିବ ।


ତୁଳା ରାଶି :- ଆପଣଙ୍କ ଜୀବନରେ ଆର୍ଥିକ ରୂପରେ ବହୁତ ସାରା ଭଲ ପରିବର୍ତନ ହେବ । ଆପଣକୁ ବ୍ୟାପାରରେ ବହୁତ ଲାଭ ହେବାର ଯୋଗ ବନିବ । ଆପଣ ସମଯରେ ବହୁତ ଭଲ ପରିଚୟ ବନାଇବାରେ ସଫଳ ହେବେ । ଆଉ ଆପଣଙ୍କୁ ଧନର ମଧ୍ୟ ପ୍ରାପ୍ତ ହେବ ।


ମେଶ :- ଏମାନଙ୍କର ଆସୁଥିବା ସମୟ ବହୁତ ଶୁଭ ହେବ । ଆପଣଙ୍କ ରାଶିର ଗ୍ରହ ଅନୁସାରେ ବହୁତ ଅଧିକ ଲାଭ ହେବ । ଆପଣଙ୍କୁ ହଠାତ ଧନର ଲାଭ ହେବ । ଯେଉଁ ଲୋକ ଚାକିରି କରୁଛନ୍ତି ତାଙ୍କୁ ସଫଳତା ମିଳିବ । ଆଉ ଆପଣଙ୍କ ଜୀବନରେ ଅସୁବିଧାର ଅନ୍ତ ହେବ ।


ମିନ ରାଶି :- ଏମାନଙ୍କର ଆସୁଥିବା ସମୟ ବହୁତ ଭଲ ହେବ । ମାତା ପିତାଙ୍କର ମଧ୍ୟ ବହୁତ ସହଯୋଗ ମିଳିବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *